କଣା ବରା ଖାଇବାକୁ ଦେଇ ପୁଅ ର ଇଜ୍ଜତ ନେଲା ବାବୁଲା.. ଜବରଦସ୍ତି ରଖିଲା ଅନୈତିକ ସମ୍ପର୍କ

 
ନମସ୍କାର ପାଠକ ବନ୍ଧୁ।ବର୍ତ୍ତମାନ ସମୟ ରେ ଆମ ସମାଜ ରେ କିଭଳି ଲଜ୍ଜା ଜନକ ଘଟଣା ମାନ ଘଟୁଛି ଆପଣ ମାନେ ସମସ୍ତେ ଜାଣି ଥିବେ।ଗୋଟିଏ ବାର ବର୍ଷ ର ଛୁଆ ସହିତ ଏପରି କିଛି ଘଟଣା ଘଟିଛି ଯାହା କୁ ଆପଣ ମାନେ ଜାଣିଲେ ବିଶ୍ଵାସ କରି ପାରିବେ ନାହିଁ।
ବରା ଖାଇବାକୁ ଦେଇ ଡାକି ନେଇଥିଲା ଗୋଟିଏ ଅନ୍ଧାର ଘର କୁ।ସେଠାରେ ତାକୁ ଦୁ-ଷ୍କ-ର୍ମ କରି ଦେଇଥିଲେ ବାବୁଲା ନାମକ ଜଣେ ପାଗଳ ଯୁବକ।ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ର ଜଗତପୁର ଥାନା ଅଞ୍ଚଳ ରେ।
ସୂଚନା ଅନୁସାରେ ଗୋଟିଏ ବାର ବର୍ଷ ର ପିଲା ହେଉଛି ଜ୍ୟୋତି ପ୍ରକାଶ।ଗତ କିଛି ଦିନ ତଳେ ତାର ମୃ-ତ୍ୟୁ ହୋଇ ଯାଇଥିଲା।ତାର ମୃ-ତ୍ୟୁ କୁ ନେଇ ସେ ସମୟ ରେ ପୋଲିସ ଛାନଭିନ କରିଥିଲା।ସେ ସମୟ ରେ ଜ୍ୟୋତି ପ୍ରକାଶ ର ବାପା କୁ ସନ୍ଦେହ କରି ପୋଲିସ ଜେଲ କୁ ପଠାଇ ଦେଇଥିଲା।
କୋର୍ଟ ରେ ଏହି ଘଟଣା ର ମୁଖ୍ୟ ଅଭିଯୁକ୍ତ କିଏ ବୋଲି ଜଣା ପଡ଼ିଛି।ଏ କଥା ଜାଣିଲା ପରେ ସେ ଅଞ୍ଚଳ ର ଲୋକ ମାନେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି।ଜ୍ୟୋତି ପ୍ରକାଶ ସହିତ ଏଭଳି କିଛି ଘଟଣା ଘଟିବ ବୋଲି କେହି ବିଶ୍ବାସ କରି ନ ଥିଲେ।
ସେହି ଅଞ୍ଚଳ ର ଜଣେ ପାଗଳ ଯୁବକ ହେଉଚି ବାବୁଲା।ସେ ଆଗରୁ ଗାଁ ର ପୁଅ ମାନଙ୍କୁ ନିଜ ପାଖକୁ ଡାକି ଆଣି ତାଙ୍କ ସହିତ ଶା-ରୀ-ରି-କ ସମ୍ପର୍କ ରଖିବାକୁ ଚେଷ୍ଟା କରେ।ହେଲେ ହଟାତ ଦିନ ଜ୍ୟୋତି ପ୍ରକାଶ ଏସବୁ କୁ ଦେଖି ଦେଇଥିଲା।
ସେ କହିଥିଲା କି ମୁଁ ଏ ବିଷୟ ରେ ଗାଁ ଲୋକ ଙ୍କୁ ସବୁ କଥା କହି ଦେବୀ।ଏଥିରେ ରାଗି ଯାଇଥିଲା ବାବୁଲା।ସେ ପ୍ରଥମେ ଜ୍ୟୋତି କୁ ବରା ଖୁଆଇବା ବୋଲି କହି ଘରୁ ଡାକି ଆଣିଥିଲା।ଏହା ପରେ ତାକୁ ଗୋଟିଏ ଅନ୍ଧାର ଘର କୁ ଡାକି ନେଲା।
ସେଠାରେ ପ୍ୟାଣ୍ଟ ସାର୍ଟ ଖୋଲି ତାକୁ ଦୁ-ଷ୍କ-ର୍ମ କରିବାକୁ ଲାଗିଲା।ଏ କଥା କୁ ଜ୍ୟୋତି ବିରୋଧ କରିଥିଲା।ସେ କହିଥିଲା କି ମୋ ବାପା ଏ ବିଷୟ ରେ ଜାଣିଲେ ତୋତେ ମାରି ଦେବେ।ସେ ବହୁତ ରାଗି ଲୋକ।ମୋତେ ଛାଡ଼ି ଦେ ତୁ।
ହେଲେ ବାବୁଲା ଏ କଥା କୁ ଶୁଣି ନ ଥିଲା।ଶେଷ ରେ ଜ୍ୟୋତି ସେହି ଠାରେ ଗୋଟିଏ ଧାରୁଆ ଅସ୍ତ୍ର ରେ ମାରି ଦେଇଥିଲା।ଘଟଣା ସ୍ଥଳ ରେ ଜ୍ୟୋତି ର ମୃତ୍ୟୁ ଘଟିଛି।ଏ କଥା କୁ ବାବୁଲା ପୋଲିସ ପାଖରେ କହିଛି।