କାହାକୁ ନପାଇ କୁକୁର ସହ ସମ୍ବନ୍ଧ ରଖିଦେଲେ ମହିଳା ଦେଖନ୍ତୁ Viral ହେଲା ଏହି ଘଟଣା

 
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଏକ ଲଜ୍ଜାଜନକ ଘଟଣା ଦେଖିବାକୁ ମିଳିଛି ଆୟରଲାଣ୍ଡରେ। ବନ୍ଧୁଗଣ ଜଣେ ୨୯ ବର୍ଷୀୟା ମହିଳା ତାଙ୍କ ଗୃହପାଳିତ କୁକୁର ସହ ଶା-ରୀ-ରି-କ ସମ୍ପର୍କ ରଖୁଥିଲେ।
ତେବେ ଏହି ଘଟଣା ପ୍ରଘଟ ହେବା ପରେ ପଶୁପକ୍ଷୀଙ୍କୁ ଅମାନବୀୟ ନି-ର୍ଯା-ତ-ନା ଦିଆଯାଉଥିବା ନେଇ ଥାନାରେ ମାମଲା ଦାୟର ହୋଇଥିଲା। ସୂଚନା ଅନୁଯାୟୀ, ମହିଳା ଜଣକ ଡିସେମ୍ବର ୨୦୧୯ ରେ ତାଙ୍କ ଘରେ ଥିବା ରୋଟୱିଲର ପ୍ରଜାତିର କୁକୁର ସହିତ ଯୌ-ନ ସମ୍ପର୍କ ରଖିଥିଲେ। 
ତେବେ ଘଟଣା ଜଣାପଡ଼ିବା ପରେ ପଶୁପକ୍ଷୀଙ୍କୁ ନି-ର୍ଯା-ତ-ନା ଦିଆଯାଉଥିବା ମାମଲା ଦାୟର ହେବା ସହ ସଙ୍ଗୀନ ଦଫା ମଧ୍ୟ ଲାଗିଛି। ସେପ୍ଟେମ୍ବର ୩ ରେ ଡବଲିନରେ ହୋଇଥିବା କୋର୍ଟର ଶୁଣାଣି ସମୟରେ ଜଜ୍ ଟ୍ରେସା କେଲିଙ୍କୁ ସରକାରୀ ଓକିଲ କହିଥିଲେ ଯେ,
ମହିଳାଙ୍କ ବିରୋଧରେ ସମସ୍ତ ପ୍ରମାଣ ସଂଗ୍ରହ କରାଯାଇଛି। ତେଣୁ କୋର୍ଟରେ ସେ ନିଶ୍ଚିତ ଦୋଷ ସାବ୍ୟସ୍ତ ହେବେ। ମହିଳାଙ୍କ ପକ୍ଷରୁ ଲଢୁଥିବା ଆଇନଜୀବୀ କୋର୍ଟକୁ ଏହି ମାମଲାର ଶୁଣାଣି ପାଇଁ କିଛି ସମୟ ମାଗିଛନ୍ତି। 
ଏବଂ କହିଛନ୍ତି କି ଏବେ ତାଙ୍କ ଆବେଦନକାରୀ ସହରରେ ଉପସ୍ଥିତ ନାହାନ୍ତି। ତେଣୁ ସେ ଆସିବା ପରେ ଏହି ମାମଲାର ଶୁଣାଣି କରିବା ପାଇଁ ଆଇନଜୀବୀ କୋର୍ଟଙ୍କ ଆଗରେ ପ୍ରାର୍ଥନା କରିଥିଲେ।
ଏହା ପରେ ମାମଲାର ଶୁଣାଣି କରୁଥିବା ଜଜ୍ କେଲି ମାମଲାର ଶୁଣାଣିକୁ ୧ ମାସ ପର୍ଯ୍ୟନ୍ତ ସ୍ଥଗିତ ରଖିବା ସହ ପରବର୍ତ୍ତୀ ଶୁଣାଣିରେ ମହିଳାଙ୍କୁ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। 
ତେବେ ମହିଳା ଯଦି ଏହି ଘଟଣାରେ ଦୋଷୀ ସାବ୍ୟସ୍ତ ହୁଅନ୍ତି ତେବେ କଠୋର ଦଣ୍ଡ ପାଇବେ ବୋଲି କୋର୍ଟ କହିଛନ୍ତି। ଏହାସହ ଏପରି ସଙ୍ଗୀନ ମାମଲା ଯାହାଙ୍କ ନାଁରେ ହୋଇଛି
ତାଙ୍କର ନାମ କିମ୍ବା କୌଣସି ସୂଚନା ସୋସିଆଲ ମିଡିଆ କିମ୍ବା ଅନ୍ୟତ୍ର କେଉଁଠାରେ ପ୍ରକାଶ ନକରିବା ଲାଗି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ଘଟଣାଟି ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି।