ବିଭିନ୍ନ ଯୁବତୀଙ୍କ ସହ ଅବୈଧ ଶାରୀରିକ ସଂପର୍କ ରଖି ରେକର୍ଡ କରୁଥିଲା ବୁଢ଼ା।ସବୁ ଦେଖେଇ ବାରମ୍ବାର ମାଗୁଥିଲା ପଇସା, ଧରିଲା ପୋଲିସ...

 
ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆସିଲା ବଡ ଖବର।ଜେଲ ରୁ ବିଚାରାଧୀନ କଏଦୀ ହେଲେ ଫେରାର।ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲାର କୋରାଇ ଥାନା ଅଞ୍ଚଳ ରେ।ସେଠାରେ ଜଣେ କଏଦୀ ମେଡିକାଲ ରେ ଚିକିତ୍ସିତ ହେବା ବାହାନା କରି ମେଡିକାଲ ଯାଇ ଥିଲେ।
ଏହା ପରେ ସେଠାରେ ମେଡ଼ିସିନ୍ କିଣିବା ସମୟ ରେ ପୋଲିସ ହାତ ରୁ ଖସି ଯାଇଥିଲା ଅଭିଯୁକ୍ତ ଯୁବକ।ଯାହାକୁ ନେଇ ଏବେ ସବୁଠାରେ ଖୁବ୍ ଚର୍ଚ୍ଚା କରା ଯାଉଛି।ଆପଣ ମାନେ ସମସ୍ତେ ଜାଣି ଥିବେ ବର୍ତ୍ତମାନ ସମୟ ରେ ସମାଜ ରେ କିଭଳି ଘଟଣା ମାନ ଘଟୁଛି।
ଯୁବତୀ ଙ୍କୁ ବ-ଳା-ତ୍କା-ର କରି ତାଙ୍କ ଉ-ଲ-ଗ୍ନ ଶରୀର କୁ ଭାଇରାଲ କରୁଥିଲେ ଯୁବକ।ଏହା ପରେ ଅନେକ ମହିଳା ଙ୍କ ସହିତ ସେ ଶା-ରୀ-ରି-କ ସମ୍ପର୍କ ରଖିଥିଲେ।ପୋଲିସ ଏ ବିଷୟ ରେ ଜାଣିବା ପରେ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରି ଥିଲା।ପ୍ରଥମେ ସେ ଜେଲ କୁ ଯାଇ କିଛି ଦିନ ପରେ ଫେରି ଆସି ଥିଲେ।
ହେଲେ ପୁଣି ଥରେ ଝିଅ ମାନଙ୍କ ଫଟୋ କୁ ଭାଇରାଲ୍ କରିବା ଅଭିଯୋଗ ରେ ତାଙ୍କୁ ଜେଲ ଦଣ୍ଡ ହୋଇ ଥିଲା।ସେ ଆଗରୁ ମାଷ୍ଟର ପ୍ଲାନ କରି ଥିଲେ।ବାହାନା କରି ପୋଲିସ ଅଧିକାରୀ ମାନଙ୍କୁ କହି ଥିଲେ କି ତାଙ୍କ ଦେହ ଅସୁସ୍ଥ ରହିଛି।
ଏହା ପରେ ତାଙ୍କୁ ସଙ୍ଗେ ସଙ୍ଗେ ନିକଟସ୍ଥ ମେଡିକାଲ ରେ ଭର୍ତି କରା ଯାଇ ଥିଲା।ଡାକ୍ତର ସେଠାରେ ତାଙ୍କୁ ଚିକିତ୍ସା କରିବା ପରେ ମେଡ଼ିସିନ୍ ଲେଖି ଥିଲେ।ଏହି ମେଡ଼ିସିନ୍ କିଣିବା ସମୟ ରେ ପୋଲିସ ହାତ ରୁ ଖସି ଯାଇଥିଲେ ଅଭିଯୁକ୍ତ ଯୁବକ।ସମସ୍ତ ଙ୍କ ଆଖିରେ ଧୂଳି ଦେଇ ସେ କେଉଁ ଆଡ଼େ ପଳାଇ ଥିଲେ।
ଏହାକୁ କେହି ବି ଜାଣି ପାରି ନ ଥିଲେ।ଏବେ ସେ ନିଖୋଜ ଅଛନ୍ତି।ସେ ପୁଣି ଥରେ ସେଭଳି କାର୍ଯ୍ୟ କରି ପାରନ୍ତି ବୋଲି କୁହା ଯାଉଚି।ସୂଚନା ଅନୁସାରେ ଯୁବକ ଜଣକ ହେଉଛନ୍ତି ପାଣିକୋଇଲି ଥାନା ଅଞ୍ଚଳ ର।
ସେ କିଛି ଦିନ ତଳେ ଜଣେ ଯୁବତୀ ଙ୍କୁ ଦୁ-ଷ୍କ-ର୍ମ କରି ଥିଲେ।ଏହା ପରେ ତାଙ୍କର ଉ-ଲ-ଗ୍ନ ଭିଡିଓ କୁ ଭାଇରାଲ କରି ଦେଇଥିଲେ।ଦିନ କୁ ଦିନ ତାଙ୍କ ଅପରାଧ ବଢି ଚାଲିଲା।ଅନେକ ଯୁବତୀ ଙ୍କ ସହିତ ସେ ଏପରି କରୁ ଥିଲେ।
ଏହା ପରେ ଧରା ପଡ଼ି ଜେଲ ଯାଇ ଥିଲେ।ହେଲେ ବର୍ତ୍ତମାନ ସମୟ ରେ ଖବର ଆସୁଛି କି ସେ ଏବେ ଜେଲ ରୁ ଖସି ଯାଇଛନ୍ତି।ଏବେ ଦେଖିବାକୁ ବାକି ରହିଲା ସେ କେତେବେଳେ ଜେଲ କୁ ଫେରିଛନ୍ତି।