ଅମାନୁଷିକ ଭାବେ ଯୁବତୀ କୁ ଆନ୍ଧ୍ର ରେ ଧର୍ଷଣ, ପୋଲିସ ପକ୍ଷରୁ ଦିଅ ଗଲା ସାହାଯ୍ୟ...

 
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ ଆମେ ଆପଣଙ୍କୁ ଏଭଳି ଏକ ଖବର ସମ୍ପର୍କରେ କହିବାକୁ ଯାଉଛୁ ଯାହାକୁ ଶୁଣିଲେ ଆପଣ ମାନେ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବେ।
ଜଣେ ଓଡିଆ ଝିଅ ଆନ୍ଧ୍ର ଯାଇଥିବା ସମୟରେ ୧୩ ଜଣକ ପୁଅ ତାଙ୍କ ସହ ଏଭଳି କିଛି କରିଛନ୍ତି ଯାହାକୁ କି ଆପଣ ମାନେ ବିଶ୍ବାସ ମଧ୍ୟ କରି ପାରିବେ ନାହିଁ। ଓଡିଆ ନାବାଳିକା ଝିଅର ଶରୀର କୁ ଝୁଣି ଖୁଣି ଖାଇ ଦେଇଥିଲେ ୧୩ ଜଣ ଆନ୍ଧ୍ର ରାକ୍ଷସ।
ଦାଦନ ଖଟିବାକୁ ଯାଇ ଇଜ୍ଜତ ହରାଇଲା ଓଡିଆ ଝିଅ। ଦାଦନ ଖଟିବାକୁ ଯାଇଥିବା କୁନି ନାବାଳିକା ଝିଅ ସହ ଏଭଳି ହିଁ କିଛି ହୋଇଛି। ନାବାଳିକା ଜଣକ ତାଙ୍କୁ ଛାଡ଼ିଦେବା ଯେତେ ଚିତ୍କାର କରିଥିଲେ ମଧ୍ୟ
ସେମାନେ ନାବାଳିକା ଜଣକ କଥା କିଛି ହେଲେ ମଧ୍ୟ ଶୁଣି ନଥିଲେ। ସୁଚନା ମୁତାବକ ଆନ୍ଧ୍ରପ୍ରଦେଶ ର ବିଶାଖା ପଟନମ ରେ ଜଣେ ୧୭ ବର୍ଷୀୟ ନାବାଳିକା ଙ୍କୁ ତେର ଜଣ ଲୋକ ଦୁ-ଷ୍କ-ର୍ମ କରି ପକାଇ ଥିଲେ।
କଳାହାଣ୍ଡି ଜିଲ୍ଲାର ଏହି ନାବାଳିକା ଜଣକ ନିଜର ପରିବାର ସହ ଦାଦନ ଖଟିବାକୁ ଆନ୍ଧ୍ରପ୍ରଦେଶ ଯାଇଥିଲା। ସେ ଜଣେ ଅଧିକାରୀ ଙ୍କ ଘରେ ରହି କାମ କରୁଥିଲା। ପଡିଶା ଘରେ କାମ କରୁଥିବା ଆଉ ଜଣେ ପୁଅ ସହ ତାର ସମ୍ପର୍କ ଥିଲା।
ସେହି ପୁଅ କଥାରେ ପଡ଼ି ନାବାଳିକା ଜଣକ ଏକ ପାର୍ଟି କୁ ଯାଇଥିଲା। ସେଠାରେ ହିଁ ଦୁଇଜଣ ପୁଅ ଆସି ନାବାଳିକା କୁ ଦୁ-ଷ୍କ-ର୍ମ କରି ସେଠାରେ ଛାଡ଼ି ପଳାଇ ଯାଇଥିଲେ।
ଝିଅଟି ଆ-ତ୍ମ-ହ-ତ୍ୟା କରିବାକୁ ଯାଉଥିବା ବେଳେ ଜଣେ ଫଟୋ ଗ୍ରାଫର୍ ତାଙ୍କୁ ଉଦ୍ଧାର କରି ବିଶ୍ବାସ ଜନ୍ମାଇ ଘରକୁ ନେଇ ଯାଇଥିଲା। ଶେଷରେ ସେ ମଧ୍ୟ ନାବାଳିକା ଙ୍କୁ ଦୁ-ଷ୍କ-ର୍ମ କରିବା ସହ ଆହୁରି ମଧ୍ୟ
ଫଟୋ ଗ୍ରାଫର୍ ସାଙ୍ଗ କୁ ଡାକି ନାବାଳିକା କୁ ଦୁ-ଷ୍କ-ର୍ମ କରିଥିଲେ। ସେଠାରୁ ଖସି ନାବାଳିକା ଓଡ଼ିଶା ଚାଲି ଆସିଥିଲା ଆଉ ସବୁ ସତ କହି ଦେଇଥିଲା। ପୋଲିସ ତେର ଜଣକୁ ଚିହ୍ନଟ କରିବା ସହ ୧୧ ଜଣକୁ ଗିରଫ କରିଛି।