ଆସିଲା ଜିଓର ସବୁଠୁ ଶସ୍ତା ପ୍ଲାନ୍ ଦେଖନ୍ତୁ ୧୧ ମାସ ବୈଧତା ସହ ଏହି ଦାମ୍ ରେ ପାଇବେ ଦମଦାର ଅଫର

 

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଜିଓ ପ୍ରାୟ ସମୟରେ ଅନେକ ଅଫର୍ ଆଣିଥାଏ। ଏବେ ଜିଓ ଲଞ୍ଚ କରିଛି ୧୧ ମାସିଆ ପ୍ଲାନ୍।

ଆଉ ଏହା ସବୁଠାରୁ ଶସ୍ତା ପ୍ଲାନ୍ ମଧ୍ୟ।ଜିଓ ର ଏହି ରିଚାର୍ଜ୍ ପ୍ଲାନ୍ କୁ ମଧ୍ଯ ଲୋକ ମାନେ ଖୁବ ପଶନ୍ଦ ମଧ୍ଯ କରିଥାଆନ୍ତି। ଗ୍ରାହକ ଙ୍କ ମନ ଜିତି ଥିଲା ୭୫ ଟଙ୍କିଆ ରିଚାର୍ଜ୍ ପ୍ଲାନ୍।

ଜିଓ ତାର ଶସ୍ତା ରିଚାର୍ଜ୍ ପାଇଁ ଦର୍ଶକ ମାନଙ୍କ ମନ ଜିତି ପାରିଛି। ତେବେ କିଛି ଦିନ ହେବ ଜିଓ ର ଇଣ୍ଟରନେଟ ସ୍ପିଡ ସ୍ଲୋ ହେବା ପରେ ଏବେ କମ୍ପାନୀ ଏକ ଖୁସୀ ଖବର ନେଇ ଆସିଛି।

ଶୁଣିବାକୁ ମିଳିଛି କି କମ୍ପାନୀ ଗ୍ରାହକ ମାନଙ୍କ ପାଇଁ ସବୁଠାରୁ ଶସ୍ତା ପ୍ଲାନ ନେଇ ଆସିଛି। ଏହି ଶସ୍ତା ପ୍ଲାନ୍ ରେ ବ୍ୟବହାରକାରୀ ଲମ୍ବା ସମୟରୁ ରୀଚାର୍ଜ୍ କରିବାରୁ ମୁକ୍ତି ପାଇବେ।
ଏଥିରେ ଗ୍ରାହକ ଙ୍କ ଅସୀମିତ କଲିଂ ସହ ଏସଏମଏସ ବ୍ୟବସ୍ଥା ମଧ୍ୟ ରହିବ। ସବୁଠାରୁ ଭଲ କଥା ହେଉଛି ଜିଓ ର ଏହି ପ୍ଲାନ୍ ସବୁଠାରୁ କମ ଟଙ୍କାରେ ଉପଲବ୍ଧ ଅଟେ।୧୧ ମାସ ସୁବିଧା ପାଇବା ପାଇଁ ଗ୍ରାହକ ଙ୍କୁ ମାତ୍ର ପୈଠ କରିବାକୁ ପଡିବ ୧୫୫୯ ଟଙ୍କା।
ଏଥିରେ ଗ୍ରାହକ ଙ୍କ ଅସୀମିତ କଲିଂ ସହ ୨୪ GB ଡାଟା। ଏବଂ ୩୬୦୦ ଏସଏମଏସ ବାଲାନ୍ସ ମିଳିବ। ଯଦି ଆପଣଙ୍କୁ ଅତିରିକ୍ତ ଡାଟା ଦରକାର ତେବେ ଆପଣ ମାନେ ଭାଉଚ୍ଚର୍ ମଧ୍ୟ କିଣି ପାରିବେ।
ଏଥିରେ ଆପଣଙ୍କୁ ଜିଓ ଆପ ଗୁଡ଼ିକର ଆକ୍ସେସ ମଧ୍ୟ ମିଳିବ।ଜିଓ ଟିଭି ,ଜିଓ ସିନେମା,ଜିଓ ସିକ୍ୟୁରିଟି ଓ ଜିଓ କ୍ଲାଉଡ୍ ସେବାର ଲାଭ ଉଠାଇ ପାରିବେ। କେବଳ କଲିଂ ଓ ଏସଏମଏସ ପାଇଁ ବ୍ୟବହାର ହେଉଥିବା ଏହି ସେବା ମଧ୍ଯ ବେଶ ଲାଭକାରୀ ଅଟେ।
ପୂର୍ବରୁ ଜିଓ ୭୫ ଟଙ୍କିଆ ସବୁଠାରୁ ଶସ୍ତା ପ୍ଲାନ୍ ଲଞ୍ଚ କରିଥିଲା। ପ୍ଲାନ୍ ରେ ୨୩ ଦିନର ବୈଧତା ସହ 0.1mb ଇଣ୍ଟେନେଟ ଓ 200mb ର ଅତିରିକ୍ତ ଡାଟା ମିଳୁଛି।
ଏହା ସହ ଗ୍ରାହକ ମାନେ ସବୁ ନେଟୱର୍କ କୁ ଅସୀମିତ କଲିଂ କରିବା ସହ ୫୦ଟି ମାଗଣା ଏସଏମଏସ ମଧ୍ଯ ପଠାଇ ପାରିବେ। ଏବେ ଜିଓ ର ଏହି ନୂଆ ରିଚାର୍ଜ ପ୍ଲାନ ଏବେ ସମସ୍ତଙ୍କ ଦୃଷ୍ଟି ମଧ୍ୟ ଆକର୍ଷଣ କରିଛି।