ଝିଅ ର କେବଳ ଗୋଟେ ଜିଦ୍, ମତେ ମୋ ଧରମ ବାପା ୪ ମାସ ବଳାତ୍କାର କଲା ଏବେ ମୁ ତାକୁ ହିଁ ବାହା ହେବି...

 
ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଧରମ ବାପା କଲା ଝିଅ କୁ ଦୁ-ଷ୍କ-ର୍ମ।ଏଭଳି ଏକ ଲଜ୍ଜା ଜନକ ଘଟଣା ଏବେ ଶୁଣିବାକୁ ମିଳିଛି।ବାପା ଝିଅ ର ସମ୍ପର୍କ ହେଉଛି ପବିତ୍ର।ସେହି ସମ୍ପର୍କ ରେ ଦାଗ ଲଗାଇ ଛନ୍ତି ଜଣେ ବ୍ୟକ୍ତି।ନିଜ ଧରମ ଝିଅ ଉପରେ ଖରାପ ନଜର ପକାଇଛନ୍ତି।
ନିଜ ଝିଅକୁ ଏକୁଟିଆ ପାଇଁ ତାଙ୍କ ସହିତ ଶା-ରୀ-ରି-କ ସମ୍ପର୍କ ରଖିଚନ୍ତି ଜଣେ ବାପା।ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଜଳେଶ୍ୱରପୁର ଥାନା ଅଞ୍ଚଳ ରେ।ଆପଣ ମାନେ ଏ ବିଷୟରେ ଶୁଣିଲେ ଆଶ୍ଚର୍ଯ୍ୟ ହେବେ।
ସୂଚନା ଅନୁସାରେ ସେହି ଅଞ୍ଚଳ ର ଜଣେ ବ୍ୟକ୍ତି ଅନ୍ୟ ଜଣକ ଘରେ ଜଗୁଆଳି ରୂପେ କାମ କରନ୍ତି।ନିକଟ ରେ ବାସ କରୁଥିବା ଜଣେ ୨୫ ବର୍ଷୀୟ ଯୁବତୀ ଙ୍କୁ ସେ ଝିଅ କରିଥିଲେ। ଏବଂ ସେହି ଯୁବତୀ ଙ୍କୁ ସେ ବିବାହ କରାଇବେ ବୋଲି ଝିଅ ର ପରିବାର ଲୋକ ଙ୍କୁ କହିଥିଲେ।
ତାଙ୍କ ନିଜର କୌଣସି ଝିଅ ନ ଥିଲା।ସେଥିପାଇଁ ସେ ତାଙ୍କୁ ବିବାହ କରାଇ ନିଜ ଘରେ ଘର ଜ୍ବାଇଁ କରି ରଖିବେ ବୋଲି କହିଥିଲେ।ଏଥିରେ ଝିଅ ର ପିତା ମାତା ରାଜି ହୋଇ ଯାଇଥିଲେ।
ଏହା ପରେ ଝିଅ କୁ ନିଜ ଘରେ ଆଣି ରଖି ଥିଲେ ଅଭିଯୁକ୍ତ ଧରମ ବାପା।ଝିଅ କୁ ଦିନେ ଏକୁଟିଆ ପାଇ ତାଙ୍କ ସହିତ ଶା-ରୀ-ରି-କ ସମ୍ପର୍କ ରଖିଥିଲେ।ଝିଅ ଟି ର ବାରଣ ସତ୍ତ୍ଵେ ଶୁଣି ନ ଥିଲେ ତାଙ୍କ ଧରମ ବାପା।
ଶେଷ ରେ ଚାରି ଚାରି ଥର ଦୁ-ଷ୍କ-ର୍ମ କରି ଚାଲି ଥିଲେ।ଏ ନେଇ ଗତ କାଲି ଯୁବତୀ ଜଣକ ଜଳେଶ୍ୱରପୂର ଥାନା ରେ ଅଭିଯୋଗ କରିଛନ୍ତି।ତାଙ୍କ କହିବା ଅନୁଯାୟୀ ତାଙ୍କୁ ନ୍ୟାୟ ଦରକାର।
ତାଙ୍କ ବାପା ତାଙ୍କୁ ବିବାହ କରନ୍ତୁ ବୋଲି ସେ ଦାବି କରିଛନ୍ତି।ଏ ନେଇ ଥାନା ବାବୁ ମାନେ ଘଟଣା ସମ୍ପର୍କ ରେ ତଦନ୍ତ କରିବା ଆରମ୍ଭ କରିଛନ୍ତି।ଖୁବ୍ ଶୀଘ୍ର ଘଟଣା ବିଷୟ ରେ ସତ୍ୟତା ଜଣା ପଡ଼ିବ ବୋଲି କୁହା ଯାଇଛି।