ନିଜ ଝିଅ କୁ ସ୍କୁଲ ରୁ ଆଣି ରେପ୍ କଲା ସଇତାନ ବାପା , ପରେ ଘଟଣା ବାହାରେ ପ୍ରଘଟ ହେବାରୁ ଲୋକେ ରାଗରେ କହିଲେ ଏମିତି

 
ନମସ୍କାର ପାଠକ ବନ୍ଧୁ।ଏବେ ସମାଜ ରେ କିଭଳି ଘଟଣା ମାନ ଘଟୁଛି ଆପଣ ମାନେ ସମସ୍ତେ ଜାଣି ଥିବେ।ଗୋଟେ ଝିଅ ପାଇଁ ତାର ବାପା ସବୁ କିଛି।ବାପ ଝିଅ ର ସମ୍ପର୍କ ହେଉଛି ଏକ ପବିତ୍ର ସମ୍ପର୍କ।ହେଲେ ଏମିତି କିଛି ବାପ ଅଛନ୍ତି ଯେଉଁ ମାନେ ନିଜ ଝିଅ ସହିତ ଖରାପ ସମ୍ପର୍କ ରଖିବାକୁ ପଛାଇ ନାହାନ୍ତି।
ଏମିତି ଏକ ଘଟଣା ଦେଖିବାକୁ ମିଳିଛି ପଞ୍ଜାବ ର ଜଳେନ୍ ସହର ରେ।ଏଠାରେ ଜଣେ ବାପ ଦୀର୍ଘ ଚାରି ବର୍ଷ ହେଲାଣି ଝିଅ କୁ ଦୁ-ଷ୍କ-ର୍ମ କରି ଆସି ଥିଲା।ଝିଅ ଟି ଯେତେ ମନା କରିଥିଲେ ମଧ୍ୟ କେହି ଶୁଣି ନ ଥିଲା।
ସୂଚନା ଅନୁସାରେ ନାବାଳିକା ଝିଅ ଟି ତାର ବାପା ମା ଙ୍କ ସହିତ ଘରେ ଏକୁଟିଆ ରହୁଥିଲା।ମା କାମ କୁ ଯିବା ପରେ ତାର ବାପା ସତେ ଯେମିତି ରାକ୍ଷସ ପାଲଟି ଯାଉଥିଲା।ଜୋର୍ ଜବରଦସ୍ତି କରି ତା ସହିତ ଶା-ରୀ-ରି-କ ସଂପର୍କ ରଖିଥିଲା।
ଏ ବିଷୟ ରେ ଝିଅ ଟି ତାର ମା ଙ୍କୁ ସବୁ କଥା କହିଥିଲା।ହେଲେ ଝିଅ ଟି ର ମା ଝିଅ ର ଦୁଃଖ ବୁଝିବା ବଦଳ ରେ ଝିଅ କୁ ଖରାପ ଭାଷା ରେ ଗାଳି ଗୁଲଜ କରୁଥିଲା।ନିଜ ବାପା ଙ୍କ ନାମ ରେ ଏତେ ବଡ ମିଛ କହୁଛୁ ବୋଲି ତାର ମା କହୁଥିଲା।
ହେଲେ ଝିଅ ଟି ଏହିପରି ଭାବେ ଚାରି ବର୍ଷ ହେଲାଣି କଷ୍ଟ ପାଉଥିଲା।ଶେଷ ରେ ସେ ତାର ବାପା ର ସବୁ ସତ ସାମ୍ନା କୁ ଆଣିବ ବୋଲି ନିଷ୍ପତି ନେଲା।ତାର ବାପା ଯେତେବେଳେ ତାକୁ ବ-ଳା-ତ୍କା-ର କରୁଥିଲା ସେହି ସମୟରେ ଝିଅ ଟି ତାର ଫୋନ୍ ମାଧ୍ୟମ ରେ ସବୁ କିଛି ର ଭିଡିଓ କରି ଦେଇଥିଲା।
ଏହି ଭିଡିଓ କୁ ନେଇ ଝିଅ ଟି ପୋଲିସ ଷ୍ଟେସନ ଯାଇଥିଲା।ସେଠାରେ ଥାନା ବାବୁ ଙ୍କ ଦେଖାଇ ଥିଲା।ଏହା ପରେ ପୋଲିସ ଝିଅ ର ବାପା କୁ ଗିରଫ କରିଥିଲା।
ସେ ଝିଅ ଟି ଏବେ ଏକ ନର୍ସିଂ କଲେଜ୍ ରେ ପାଠ ପଢୁଛି।ନିଜ ବାପା ହୋଇ କିପରି ସେ ଏମିତି କରି ପାରିଲେ ବୋଲି ଏବେ ସମସ୍ତଙ୍କ ମନ ରେ ପ୍ରଶ୍ନ ସୃଷ୍ଟି ହୋଇଛି।ସେହି ବ୍ୟକ୍ତି ଜଣକ ବାପ ଝିଅ ର ପବିତ୍ର ସମ୍ପର୍କ ରେ କଳଙ୍କ ସୃଷ୍ଟି କରିଛନ୍ତି।ଏବେ ଝିଅ ର ବାପା ଜେଲ ରେ ଅଛନ୍ତି।