୨ ଦିନ ଭିତରେ ଜେଲ୍ ରେ ଚକି ପେଶିବେ କେଜରିୱାଲ।ରାଗରେ କହିଲେ, ମତେ ଷଡ଼ଯନ୍ତ୍ର କରି ଫସାଯାଉଚି!

 
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ୍ ସମୟରେ ଇଡି ର ସପ୍ତମ ନୋଟିସ କୁ ଅଣ ଦେଖା କଲେ କେଜରିୱାଲ। ଦୁଇ ତିନି ଦିନ ଭିତରେ ସେ ଗିରଫ ହେବା ନେଇ ମଧ୍ୟ ଏବେ ଖୁବ ଚର୍ଚ୍ଚା ହେବାରେ ଲାଗିଛି।
ଆପ ଏହାକୁ ବେଆଇନ ବୋଲି କରୁଛି ଅଭିଯୋଗ। କଂଗ୍ରେସ ଏବଂ ଆପ ମଧ୍ୟରେ କୌଣସି ମେଣ୍ଟ ହେବ ନାହିଁ ବୋଲି ରାଜନୈତିକ ବିଶେଷଜ୍ଞ ମାନେ ଏବେ ଚର୍ଚ୍ଚା କରିବାରେ ଲାଗିଥିଲେ। କେନ୍ଦ୍ର ମନ୍ତ୍ରୀ ଅମିତ୍ ଶାହା ମଧ୍ୟ ଏହା କହିଛନ୍ତି।
ଶେଷରେ କଂଗ୍ରେସ ଏବଂ ଆପ ମଧ୍ୟରେ ଏକ ମିଳିତ ମଞ୍ଚ ଗଠନ ହୋଇଛି। ଏହି ମିଳିତ ମଞ୍ଚ ଗଠନ ହେବା ମାତ୍ରେ ହିଁ ଇଡି ଏକ ନୋଟିସ ଅରବିନ୍ଦ କେଜରିୱାଲ ଙ୍କୁ ପଠାଇଛନ୍ତି।
ଆଉ ଏହାକୁ ମଧ୍ୟ ଇଡି ର ସମ୍ପ୍ତମ ନୋଟିସ ବୋଲି କୁହା ଯାଉଛି। ଏହି ସମୟରେ କେଜରିୱାଲ ଙ୍କୁ ଗିରଫ କରିବା ପାଇଁ ସିବିଆଇ ମଧ୍ୟ ପଦକ୍ଷେପ ନେଉଛି ବୋଲି କୁହା ଯାଉଛି। ଏହି ଖବର ମଧ୍ୟ ଏବେ ସମସ୍ତଙ୍କ ସାମ୍ନା କୁ ଆସିଛି।
ସିବିଆଇ ସହ ଇଡି ମଧ୍ୟ ଅରବିନ୍ଦ କେଜରିୱାଲ ଙ୍କୁ ଗିରଫ କରିବା ପାଇଁ ପ୍ରସ୍ତୁତ ହେଉଛି। ଆସନ୍ତା ଦୁଇ ରୁ ତିନି ଦିନ ମଧ୍ୟରେ ଅରବିନ୍ଦ କେଜରିୱାଲ ଙ୍କୁ ଗିରଫ କରାଯାଇ ପାରେ ବୋଲି ଏହା କୁହା ଯାଉଛି।
ମଦ ଦୁର୍ନୀତି ମାମଲାରେ ଅରବିନ୍ଦ କେଜରିୱାଲ ଙ୍କୁ ବର୍ତ୍ତମାନ୍ ପର୍ଯ୍ୟନ୍ତ ସାତ ଟି ସମନ୍ ଇଡି ପଠାଇ ସାରିଲାଣି। ଇଡି ର ଏହି ନୋଟିସ କି କୁହା ଯାଉଛି କି ଇଡି ଏହା କେଜରିୱାଲ ଙ୍କୁ ଏକ ବେଆଇନ ନୋଟିସ ପଠାଉଛି।
କେଉଁ ଆଧାରରେ ଏହି ସମନ ପଠା ଯାଇଛି ତାହାକୁ ନେଇ ମଧ୍ୟ ଆପ ବାରମ୍ବାର ପ୍ରଶ୍ନ କରିଛି। ଯେତେବେଳେ ଇଡି ଏହି ମାମଲାକୁ ନେଇ କୋର୍ଟ କୁ ଯାଇଛି ତେବେ ଏହାକୁ ଅପେକ୍ଷା କାହିଁକି କରୁ ନାହିଁ?
କଣ ସେ ଅରବିନ୍ଦ କେଜରିୱାଲ ଙ୍କୁ ଭୟଭୀତ କରାଇବାକୁ ଚାହୁଁଛି? ଅରବିନ୍ଦ କେଜରିୱାଲ ଙ୍କ ଠାରୁ ପ୍ରତିଶୋଧ ନିଆ ଯାଉଛି ବୋଲି ଏବେ ଆପ ଏହା କହୁଛି। ତେବେ ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।