ଯଦି ଆପଣ ଙ୍କ ପାଖରେ ଅଛି ଏହି ୨ ଟଙ୍କିଆ ନୋଟ୍,ତାହାଲେ ଆପଣ ଘରେ ଶୋଇ ହୋଇ ଯିବେ କୋଟିପତି

 
ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଲୋକ ମାନେ ଆଉ ବାହାରେ ଯାଇ କାମ କରିବା ପାଇଁ ଇଚ୍ଛା ପ୍ରକାଶ କରୁ ନାହାନ୍ତି।ସମସ୍ତେ ଚାହୁଁ ଛନ୍ତି କି ସେମାନଙ୍କୁ ଘରେ କୌଣସି କାମ ମିଳି ଯାଉ।ତେବେ ଆଜି ଆମେ ଆପଣ ମାନଙ୍କୁ ସେଭଳି ଏକ କାମ ବିଷୟ ରେ କହିବାକୁ ଯାଉଛୁ।
ଯାହାକୁ ଶୁଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇ ଯିବେ।ଆପଣ ଙ୍କ ପାଖରେ ଯଦି ପୁରୁଣା ନୋଟ ଗୁଡ଼ିକ ଅଛି ତେବେ ଆପଣ ମାନେ ଏହାକୁ ବିକ୍ରୀ କରି କୋଟି କୋଟି ଟଙ୍କା କମାଇ ପାରିବେ।ଏହି ନୋଟ ଗୁଡ଼ିକୁ ସମସ୍ତେ ଶୁଭ ବୋଲି କହି ଥାଆନ୍ତି।
ସୂଚନା ଅନୁସାରେ ଗତ କିଛି ଦିନ ହେବ ପୁରୁଣା ୧,୨,୫,୧୦ ଟଙ୍କିଆ ନୋଟ୍ ଗୁଡ଼ିକୁ ଭାରତ ସରକାର ବନ୍ଦ କରି ଦେଇଛନ୍ତି।ଏହି ନୋଟ ଗୁଡ଼ିକ ଯଦି ଆପଣ ଙ୍କ ପାଖରେ ରହିଛି ତେବେ ଆପଣ ଏହାକୁ ବିକ୍ରୀ କରି ଟଙ୍କା କମାଇ ପାରିବେ।
ତେବେ ଏଥିପାଇଁ କିଛି ସର୍ତ୍ତ ଆପଣ ମାନଙ୍କ ପାଇଁ ରହିଛି।ସମସ୍ତ ପୁରୁଣା ନୋଟ୍ ଆପଣ ମାନେ ବିକ୍ରୀ କରି ପାରିବେ ନାହିଁ।କେବଳ ଦୁଇ ଟଙ୍କିଆ ନୋଟ୍ କୁ ବିକ୍ରୀ କରି ପାରିବେ।ଏହି ଦୁଇ ଟଙ୍କିଆ ନୋଟ୍ ଟି ଗୋଲାପି ରଙ୍ଗ ର ହୋଇ ଥିବା ଦରକାର।
ଏହା ଛଡ଼ା ପୂର୍ବତନ ପ୍ରଧାନ ମନ୍ତ୍ରୀ ମନମୋହନ ସିଂହ ଙ୍କ ଦସ୍ତଖତ ରହିଥିବା ଦରକାର।ଏହାର ଉପରେ ୭୮୬ ନମ୍ବର ଲେଖା ହୋଇ ଥିବ।ତେବେ ଏଭଳି ଟଙ୍କା ଖୁବ୍ କମ୍ ଲୋକ ଙ୍କ ପାଖରେ ରହି ଥିବ।କିଛି ଲୋକେ ଏହାକୁ ବିକ୍ରୀ କରି ବହୁ ଅର୍ଥ କମାଇ ସାରିଲେଣି।
ଏଭଳି ଦୁଇ ଟଙ୍କିଆ କୁ ଲୋକ ମାନେ ଶୁଭ ବୋଲି କହି ଥାଆନ୍ତି।ସେମାନେ ତାହାକୁ ଘରେ ରଖି ପୂଜା କରନ୍ତି।କିଛି ଧନୀ ଶ୍ରେଣୀ ର ଲୋକ ମାନେ ଏହି ଟଙ୍କା କୁ କିଣି ନେଇ ନିଜ ଘରେ ରଖନ୍ତି।ତାହାର ପୂଜା କରନ୍ତି।
ଏହି ଟଙ୍କା କୁ ଆପଣ ମାନେ ଅନଲାଇନ୍ ମାଧ୍ୟମ ରେ ବିକ୍ରୀ କରି ପାରିବେ।ଏହି ଟଙ୍କା କୁ ବର୍ତ୍ତମାନ ସମୟ ରେ ଭାରତ ସରକାର ବନ୍ଦ କରି ଦେଇଛନ୍ତି।
ଏହି ଟଙ୍କା କୁ ଆପଣ କ୍ଲିକ୍ ଇଣ୍ଡିଆ ଭଳି ସାଇଟ୍ ରେ ବିକ୍ରୀ କରି ପାରିବେ।ଏଥିପାଇଁ ଆପଣ ଙ୍କୁ କୌଣସି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ।ଏହା ଦ୍ବାରା ଆପଣ ମାନେ ଲାଭ ବାନ ହୋଇ ପାରିବେ।