ଗାଆଁ ଦାଣ୍ଡ ରେ ୨୦ ଟୋକା ଯବାନ ଙ୍କୁ ନିର୍ମମ ଭାବେ କଲେ ହତ୍ୟା.. ସ୍ତ୍ରୀ କହିଲେ ମତେ ନ୍ୟାୟ ଦିଅ ନ ହେଲେ ମୁ ବି ମରିଯିବି

 
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ନିଜର ଗ-ର୍ଭ-ବ-ତୀ ସ୍ତ୍ରୀ ପାଇଁ ଛୁଟି ନେଇ ଗାଁ କୁ ଆସିଥିଲେ ଯବାନ। ଆଉ ଯବାନ ଙ୍କୁ ଏକୁଟିଆ ରାସ୍ତାରେ ଦେଖି ତାଙ୍କୁ ଘେରି ଯାଉଥିଲେ ଗାଁ ପିଲା।
ତାଙ୍କ ଉପରେ ଗଣେଶ ପୂଜାର ରାଗ ରଖି ରାସ୍ତା ଉପରେ ଜଗି ରହିଥିଲେ ଗାଁ ପିଲା। ସେହି ସମୟରେ ଯବାନ ଜଣକ ଏକୁଟିଆ ଥିଲେ। ସେଥିପାଇଁ ଗାଁ ପିଲାଙ୍କ ସହ ସେ ଆଉ ସେହି ସମୟରେ ଲଢି ପାରିଲେ ନାହିଁ ହାରିଗଲେ।
କାନ୍ଦି କାନ୍ଦି ଯବାନ ଙ୍କ ନାମରେ ତାଙ୍କର ମାଆ ଯାଇ ଅଭିଯୋଗ କରିଥିଲେ। ସେ ଏକମାତ୍ର ଅଭିଯୋଗ କରିଥିଲେ କି ତାଙ୍କର ଗାଁ ପିଲା ରାସ୍ତାରେ ଜଗି ମାରି ଦେଇଛନ୍ତି। ଆଉ ତାପରେ ପୋଲିସ ର ଛାନବିନ ମଧ୍ଯ ଆରମ୍ଭ ହୋଇ ଯାଇଥିଲା।
ଜଣେ ଯବାନ ଙ୍କୁ ଏମିତି ଗାଁ ଯୁବକ କାହିଁକି ଆକ୍ରମଣ କରିଥିଲେ ତାହାକୁ ନେଇ ତଦନ୍ତ ଆରମ୍ଭ କରି ଦେଇଥିଲା ପୋଲିସ। ଏବେ ଏହି ଘଟଣା ସହ ସଂପୃକ୍ତ ଥିବା ପାଞ୍ଚ ଜଣଙ୍କୁ ପୋଲିସ ଗିରଫ କରି ସାରିଛି।
ଏହା ପଛରେ ଆହୁରି କିଛି ଯୁବକଙ୍କ ହାତ ମଧ୍ୟ ରହିଛି। ତାଙ୍କର ପିଲାଟି ଜନ୍ମ ହେବା ପରେ ହିଁ ବାପା ର ଜୀବନ ଚାଲି ଯାଇଛି। ସ୍ତ୍ରୀ ର ଛାତିର କୋହ ମଧ୍ୟ ସେ ସବୁ କୁ ଆଉ ସମ୍ଭାଳି ପାରୁ ନାହିଁ।
କାରଣ ସେ ତାର ସ୍ୱାମୀକୁ ନେଇ ଅନେକ ସ୍ବପ୍ନ ଦେଖିଥିଲା। ଗାଁ ରେ ଦୁଇ ଗୋଷ୍ଠୀ ହୋଇ ଯାଇଥିବା ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ଖୁବ୍ ଝଗଡ଼ା ମଧ୍ୟ ଚାଲିଥିଲା। ଗୋଟେ ଗୋଷ୍ଠୀ ରେ ଯବାନ ଥିବା ବେଳେ ଅନ୍ୟ ଗୋଷ୍ଠୀ ରେ ଅନ୍ୟମାନେ ଥିଲେ।
ଆଉ ଅନ୍ୟ ଗୋଷ୍ଠୀ ର ଲୋକମାନେ ମଧ୍ୟ ସବୁବେଳେ ଝଗଡ଼ା ହିଁ କରୁଥିଲେ। ଶେଷରେ ଏହି ଝଗଡ଼ା ଏତେ ଭୟଙ୍କର ରୂପ ନେଇଥିଲା କି ଯବାନ ଙ୍କ ଜୀବନ ଚାଲି ଯାଇଥିଲା।
ଗଞ୍ଜାମ ଜିଲା ,କାଳୀପଲି ଯବାନ ଙ୍କ ହ-ତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କରାଯାଇଛି। କୁହା ଯାଉଛି କି ଏଥିରେ ଆହୁରି କିଛି ପିଲାଙ୍କ ହାତ ଅଛି। ତେବେ ଏହି ଘଟଣାର ସଠିକ୍ ତଦନ୍ତ ପରେ ହିଁ ସବୁକିଛି ଜଣା ପଡ଼ିଯିବ।