ଇତିହାସ ରେ ପ୍ରଥମ ରାଜା ଯିଏ ଟିକେ ଖୁସି ହେଲେ ବାଣ୍ଟୁ ଥିଲେ ସୁନା ମୁଣ୍ଡା, କେବଳ ତାଙ୍କ ପାଇଁ କମୁଥିଲା ସୁନା ଦର, ଟମାଟୋ ଠୁ ବି ଶସ୍ତା ଥିଲା ସୁନା

 
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆମେ ଏବେ ଆପଣଙ୍କୁ ଇଟିହାର ର ସବୁଠାରୁ ଧନୀ ରାଜା ଙ୍କ ସମ୍ପର୍କରେ ଆପଣଙ୍କୁ କହିବାକୁ ଯାଉଛୁ। ତାଙ୍କ ପାଇଁ କମି ଯାଇଥିଲା ସୁନାର ଦର ବିଲ୍ ଗେଟ୍ସ ଓ ଏଲାନ ମସ୍କ ଙ୍କୁ ମଧ୍ଯ ସେ ପଛରେ ପକାଇ ଦେବେ।
ସେ ବାଣ୍ଟିଥିଲେ ଉପହାର ହେଲେ କମିବାକୁ ଲାଗିଥିଲା ସୁନାର ଦର। ତେବେ ଆପଣଙ୍କୁ ଯେତେବେଳେ ପଚରାଯିବ କି ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି କିଏ ତେବେ ଆପଣ ବିଲ୍ ଗେଟ୍ସ ଓ ଏଲାନ ମସ୍କ ଙ୍କ ନାମ ନେବେ।
କାରଣ ସେମାନେ କୋଟି କୋଟି ଟଙ୍କାର ଅଧିପତି। ହେଲେ ଆପଣ କେବେ ଜାଣିଛନ୍ତି କି ଇତିହାସ ରେ ଏମାନଙ୍କ ଠାରୁ ମଧ୍ଯ ଜଣେ ବିରାଟ ଧନୀ ରାଜା ଥିଲେ। ଆଉ ତାଙ୍କର ସମ୍ପତ୍ତି ସମ୍ପର୍କରେ ଜାଣିଲେ ମଧ୍ଯ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇ ଯିବେ।
ବଡ଼ କଥା ହେଉଛି କି ତାଙ୍କର ଏତେ ମାତ୍ରାରେ ଧନ ଥିଲା ସେଥିପାଇଁ ସେ ଖୁବ ବିଳାସ ପୂର୍ଣ୍ଣ ଭାବରେ ନିଜର ଜୀବନ ବଞ୍ଚୁ ଥିଲେ। ସେହି ବାଦଶାହ ହେଉଛନ୍ତି ମାନସ ମୁଶା। ତାଙ୍କର ୧୨୮୦ ଖ୍ରୀଷ୍ଟାବ୍ଦ ରେ ଏକ ରାଜ ପରିବାର ରେ ହେଇଥିଲା।
ମାନସ ମୂଷା ୧୩୧୨ ଖ୍ରୀଷ୍ଟାବ୍ଦ ରୁ ୧୩୧୩ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ମାଲି ରାଜ୍ୟର ଶାସକ ଥିଲେ। ତାଙ୍କର ଶାସନ ମଧ୍ୟରେ ମାଲି ଆଫ୍ରିକାର ଏକ ବଡ଼ ରାଜ୍ୟ ମାନଙ୍କ ମଧ୍ୟରୁ ଏକ ଥିଲା । ମାନସ ମୂଷା ମଧ୍ଯ ଖୁବ୍ ବିଳାସ ପୂର୍ଣ୍ଣ ଜୀବନ ଅତିବାହିତ କରୁଥିଲେ।
ଏକ ତୀର୍ଥଯାତ୍ରୀ ସେ ମାକ୍କା ଯାଇଥିବା ବେଳେ ତାଙ୍କ ସହ ଅନେକ ଲୋଜଟ ଓ ହାତୀ ମାନେ ମଧ୍ୟ ଯାଇଥିଲେ। ତାଙ୍କର ପ୍ରତ୍ୟେକ ଓଟଙ୍କ ସହ ୧୩୬ କିଲୋ ଗ୍ରାମର ସୁନା ଥିଲା ଯାହାକୁ କି ସେ ଗରୀବ ଲୋକଙ୍କୁ ଦାନ କରି ଦେଉଥିଲେ।
ସେ ଏତେ ମାତ୍ରାରେ ସୁନା ବାଣ୍ଟୁ ଥିଲେ ଯେ ଦେଶରେ ହ୍ରାସ ପାଇ ଯାଇଥିଲା ଏହି ସୁନାର ଦର। BCCI ରିପୋର୍ଟ ଅନୁଯାୟୀ ମୂଷା ଙ୍କ ସମ୍ପତ୍ତି କୁ ଆକଳନ କରିବାକୁ କଷ୍ଟକର ହୋଇ ଯାଇଥିଲା।
ତାଙ୍କର ସମ୍ପତ୍ତି ଆକବର ଓ ଅନ୍ୟ ମାନଙ୍କ ଠାରୁ ମଧ୍ୟ ଖୁବ ଅଧିକ ଥିଲେ। ଏକ ରିପୋର୍ଟ ରେ କୁହା ଯାଇଛି କି ଦେଶର ଅର୍ଦ୍ଧେକ ସୁନା ତାଙ୍କର ସାମ୍ରାଜ୍ୟରେ ଥିଲା। ଏଥିରୁ ଆପଣ ଜାଣି ପାରୁ ଥିବେ କି ତାଙ୍କ ନିକଟରୁ କେତେ ସୁନା ଥିଲା।