Instagram ରୁ ହେଲା ପ୍ରେମ ପରେ ହେଇଗଲା କିଛି ଏମିତି ଦେଖିଲେ ଆଶ୍ଚର୍ୟ୍ଯ ହୋଇଯିବେ ଆପଣ ଦେଖନ୍ତୁ ଏହି ଦୃଶ୍ୟ

 
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡ଼ିଆରେ ଆପଣ ମାନେ ପ୍ରତ୍ୟେକ ଦିନ ଅନେକ ପ୍ରକାର ଘଟଣା ଦୁର୍ଘଟଣା ବିଷୟରେ ଜାଣିବାକୁ ପାଇଥାନ୍ତି। ବନ୍ଧୁଗଣ ଏବେ ଦୁନିଆର ସମସ୍ତ ଲୋକ ସୋସିଆଲ ମିଡିଆ ସହ ଜଡିତ ହୋଇ ରହୁଛନ୍ତି।
ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି। ଇଣ୍ଟରନେଟ ଦୁନିଆରେ ବିଭିନ୍ନ ପ୍ରକାରର ଭିଡିଓ ପ୍ରତିଦିନ ଦେଖିବାକୁ ମିଳିଥାଏ।  
କଳଙ୍କିତ ହୋଇଯାଇଛି କଳିଯୁଗର ପ୍ରେମର। ଅନ୍ୟ ଯୁଗମାନଙ୍କରେ ପ୍ରେମକୁ ନିରନ୍ତର, ସତ୍ୟ ଓ ପବିତ୍ର ମନାଯାଉଥିବା ବେଳେ ବର୍ତ୍ତମାନର ସମାଜରେ ପ୍ରେମ ଏକ କଳଙ୍କିତ ନାମ ହୋଇ ରହି ଯାଇଛି।
କେତେବେଳେ ପ୍ରେମିକା ପ୍ରେମିକର ଘର ସାମ୍ନାରେ ଧାରଣା ଦେଉଛି ତ ପୁଣି କିଏ ପ୍ରେମ ପାଇଁ ଜୀବନ ହାରୁଛି। କିଏ ଗ-ର୍ଭ-ବ-ତୀ ହୋଇ ନିଜ ହକ୍ ମାଗୁଛିତ ପୁଣି କିଏ ପ୍ରେମିକର ବିବାହ ଦିନ ପହଞ୍ଚି ବେଦୀରେ ଅନଶନ ଆରମ୍ଭ କରିଛି। ତେବେ ବନ୍ଧୁଗଣ ବର୍ତ୍ତମାନ ସେହିଭଳି ଏକ ଘଟଣା ସାମ୍ନାକୁ ଆସିଛି। 
ପ୍ରଥମେ ଭଲ ପାଇଲା, ପରେ ଶାରୀରିକ ସଂପର୍କ ପରେ ଧୋକା ଦେଲା ପୁଅ। ଏମିତି ଏକ ଘଟଣା ଘଟିଛି ସୁବର୍ଣ୍ଣପୁର ସହର ନିକଟବର୍ତ୍ତୀ ବଡ଼ଝିଙ୍କି ଗାଁ ରେ। ପଛୁଆ ବର୍ଗର ପୁଅ ସଦାରଥ ଷଣ୍ଢ ସମ୍ବଲପୁର ଜିଲ୍ଲାର ପୂଜାଙ୍କୁ ଦୀର୍ଘ ଦେଢ଼ବର୍ଷ ହେଲା ଭଲପାଇ ଆସୁଥିଲେ।
ଦୁହିଁଙ୍କ ଭିତରେ ଶାରୀରିକ ସଂପର୍କ ସହିତ ମନର ସମ୍ପର୍କ ମଧ୍ୟ ରହିଥିଲା। ଦୁଇ ଜଣ ପ୍ରତିଶୃତି ଦିଆଦିଇ ହେଇଥିଲେ ଯେ ଆଗକୁ ବିବାହ କରିବେ ବୋଲି। ତେବେ ବିବାହ କଥା ଉଠିବାରୁ ବର୍ତ୍ତମାନ ଫେରାର ହୋଇଛି ପ୍ରେମିକ। 
ତେବେ ବନ୍ଧୁଗଣ ଦୁଇ ଜଣ ଇନଷ୍ଟାଗ୍ରାମରେ ପ୍ରେମ କରିଥିଲେ। ପୂଜା ଜଣେ ସମ୍ବଲପୁରୀ ଲୋକନୃତ୍ୟ କଳାକାର ଅଟନ୍ତି। ତେଣୁ ସେ ସାମାଜିକ ଗଣମାଧ୍ୟମ ରେ ରିଲ୍ କରି ଛାଡନ୍ତି। ଆଉ ସେହି ଠାରୁ ପ୍ରେମିକ ସଦାରଥ ଦେଖିଥିଲା ପୂଜାଙ୍କୁ।
ତେବେ ବନ୍ଧୁଗଣ ବିବାହ ପ୍ରତିଶୃତି ଦେଇ ସଦାରଥ ପୂଜାଙ୍କୁ ପ୍ରତାରଣା କରିଥିବାରୁ ପୂଜା କହିଛନ୍ତି ସଦାରଥ ତାଙ୍କୁ ବିବାହ କରି ସ୍ତ୍ରୀ ଆଉ ବୋହୂର ସ୍ଵୀକୃତି ପ୍ରଦାନ କରିବା ପାଇଁ। ଏବଂ ତାଙ୍କ ଦାବି ପୁରାଣ ନହେବା ଯାଏଁ ସେ ସଦାରଥଙ୍କ ଘର ପିଣ୍ଡାରୁ କେଉଁଆଡେ ମଧ୍ୟ ଘୁଞ୍ଚିବେ ନାହିଁ।