ପ୍ରଥମେ Instagram ରେ ପୁଅ ଆଗରେ କଲା ଅଶ୍ଳିଳ ନାଚ : ପରେ ତାକୁ ଶେଷ କରି ହୋଇଗଲା ଯୁବତୀ ଫେରାର

 
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ପ୍ରେମିକ କୁ ମାରି ପୋଡ଼ି ଦେଇଥିଲା ପ୍ରେମିକା। ପ୍ରଥମେ କରିଥିଲେ ପ୍ରେମ ପରେ ହୋଇଥିଲା ବିବାହ ଶେଷରେ ହୋଇଛି ହ-ତ୍ୟା। ଇନ୍ଷ୍ଟାଗ୍ରାମ ରେ ସମ୍ପର୍କ ଯୋଡ଼ି ହୋଇଥିବା ବେଳେ ଏହାପରେ ସମ୍ପର୍କ ଆଗକୁ ମଧ୍ଯ ବଢିଥିଲା।
ବିବାହ ପରେ ଦୁହେଁ ଏକାଠି ରହିଥିଲେ ପରେ ପ୍ରେମିକା ଘରେ ଆସି ରହିଥିଲେ ଯୁବକ। ହେଲେ ଏହାପରେ କଣ ହେଲା କେଜାଣି ଆଉ ଯୁବକଙ୍କ ପତା ମିଳି ନଥିଲା।
ତିନିଦିନ ତଳେ ଯୁବକଙ୍କ ମୃ-ତ୍ୟୁ ଖବର ପାଇଥିଲେ ପରିବାର ଲୋକେ। ଯୁବକଙ୍କୁ ମାରି ପୋଡ଼ି ଦେଇଥିବା ପରିବାର ଲୋକେ ଅଭିଯୋଗ ମଧ୍ୟ କରିଛନ୍ତି। ଘଟଣା ପରେ ପ୍ରେମିକା ଫେରାର ହୋଇ ଯାଇଥିବା ବେଳେ ପ୍ରେମିକାର ବାପା ଓ ଭାଇଙ୍କୁ ଗିରଫ କରାଯାଇଛି।
ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଠାରେ। ହିଦୋଳ ର ରୂପାଲି ଗାଁ ର ଦେବସ୍ମିତା ନାୟକ, ଜଗତସିଂହପୁର ର ସାଗର ବାରିକ ଙ୍କୁ ଗତ ଜାନୁଆରୀ ମାସରେ ବିବାହ କରିଥିଲେ।
ବିବାହ ପରେ ଉଭୟ ବାଲେଶ୍ଵର ଠାରେ ରହିଥିଲେ। ଏହାପରେ ସେ ଦେବସ୍ମିତା ଙ୍କ ଘରେ ରହୁଥିଲେ। ମୃ-ତ୍ୟୁ ର ତିନିଦିନ ପରେ ହିଁ ଏନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି।
ପରିବାର ଲୋକଙ୍କ ଅଭିଯୋଗ କୁ ଭିତ୍ତି କରି ହିନ୍ଦୋଳ ପୋଲିସ୍ ଏନେଇ ତଦନ୍ତ ଚଳାଇଛି। ସାଇଣ୍ଟିଫିକ ଟିମ ଶବ ପୋଡ଼ା ହୋଇଥିବା ସ୍ଥାନରେ ଯାଇ ହାଡ ଓ ପାଉଁଶ ସଂଗ୍ରହ କରି ଏହାକୁ ଲାବ୍ରୋଟେରି କୁ ପଠାଇଛି।
ପ୍ରାଥମିକ ତଦନ୍ତ ପରେ ଗତକାଲି ରାତିରେ ବିଜୟ ନାୟକ ଓ ତାଙ୍କର ପୁଅ କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଆଉ ଏବେ ଦେବସ୍ମିତା କୁଆଡେ ଫେରାର ହୋଇ ଯାଇଛନ୍ତି।
ମୂଖ୍ୟ ଅଭିଯୁକ୍ତ କୁହା ଯାଉଥିବା ପ୍ରେମିକା ଏବେ ଫେରାର ପ୍ରେମିକା କୁ ଖୋଜା ଚାଲିଛି। ତେବେ ଏହି ଘଟଣା ସଂପର୍କରେ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ୟ ଭୁଲି ଯିବେ ନାହିଁ।