ଆସନ୍ତା ୨ ଦିନ ଭିତରେ ଓଡ଼ିଶା ରେ ହେବ ଭୀଷଣ ବର୍ଷା : ଘଣ୍ଟା କୁ ବହିବ ୨୦୦ କିମି ରେ ପବନ...

 
ନମସ୍କାର ପାଠକ ବନ୍ଧୁ।ଆସିଲା ବଡ ଖବର।ଆସନ୍ତା ୫ ଦିନ ମଧ୍ୟରେ ହେବାକୁ ଯାଉଚି ଗୋଟିଏ ବଡ ଧରଣ ର ବର୍ଷା।ଆପଣମାନେ ସମସ୍ତେ ଜାଣି ଥିବେ ବର୍ତ୍ତମାନ ସମୟ ରେ ଶୀତ କିଭଳି ଭାବେ ପଡ଼ିଛି।ହେଲେ ଆସନ୍ତା ଦୁଇ ଦିନ ଭିତରେ ପାଗ ର ସମ୍ପୂର୍ଣ୍ଣ ପରିବର୍ତ୍ତନ ହେବାକୁ ଯାଉଛି।
ବିପଦ ଉପରେ ପୁଣି ବିପଦ ଆସିବାକୁ ଯାଉଛି।ଅଦିନିଆ ବର୍ଷା ହେବାର ସୂଚନା ରହିଛି।ଲୋକ ମାନେ ଏଥିରେ ନାହିଁ ନ ଥିବା ଅସୁବିଧା ର ସମ୍ମୁଖୀନ ହେବେ।ଯାହାକୁ ନେଇ ଏବେ ସବୁଠାରେ ଚର୍ଚ୍ଚା ହେବା ର ଆରମ୍ଭ ହେଲାଣି।
ସୂଚନା ଅନୁସାରେ ଆସନ୍ତା ୨୪ ତାରିଖ ଯାଏଁ ରାଜ୍ୟ ର ବିଭିନ୍ନ ସ୍ଥାନ ରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।ଆପଣ ମାନେ ଏହି ଅଦିନିଆ ବର୍ଷା ରୁ ସାବଧାନ ରୁହନ୍ତୁ।ସମୁଦ୍ରକୁ ନ ଯିବା ପାଇଁ ଆଗୁଆ ସଚେତନ କରା ଯାଉଛି।
ପଶ୍ଚିମ ଝଡ଼ ର ପ୍ରଭାବ ରେ ପାଞ୍ଚ ଦିନ ଧରି ଓଡ଼ିଶା ରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।ଏଥିରେ ସାରା ଓଡ଼ିଶା ବାସୀ ବହୁତ ହଇରାଣ ହେବେ। ଝଡ଼ ପାଇଁ ଆପଣ ମାନେ ଆଗୁଆ ସଚେତନ ରୁହନ୍ତୁ।ଦରକାର ନ ଥିଲେ ବାହାରକୁ ଯାଆନ୍ତୁ ନାହିଁ ।
ବର୍ଷା ସହିତ ତିନି ଦିନ ରାଜ୍ୟ ରେ ପଡ଼ିବ ଘନ କୁହୁଡି।ସକାଳେ ଆପଣ ମାନେ ବାହାରକୁ ଯାଇ ପାରିବେ ନାହିଁ।ବଙ୍ଗୋପସାଗର ରେ ଏବେ ସକ୍ରିୟ ରହିଛି ଗୁରୁ ଚାପ।ଏହାର ପ୍ରଭାବ ରେ ରାଜ୍ୟରେ ଏବେ କିଛି ଦିନ ଜୋର ରେ ବର୍ଷା ହେବାର ସମ୍ଭାବନା ରହିଛି।ଏ ନେଇ ପାଣିପାଗ ବିଭାଗ ସୂଚନା ଦେଇଛି।
ଆସନ୍ତା ତିନି ଦିନ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନ ରେ ଘନ କୁହୁଡି ହେବାର ସମ୍ଭାବନା ରହିଛି।ଏଥିରେ ଆପଣ ମାନେ ବାହାରକୁ ଯାଆନ୍ତୁ ନାହିଁ।ଏହି ସମୟରେ ବିପଦ ବଢିବାରେ ଲାଗିବ।ଆପଣ କୌଣସି ଏକ ସୁରକ୍ଷିତ କୁ ଚାଲି ଯାଆନ୍ତୁ।
<a href=https://youtube.com/embed/fcBJgbqpO5E?autoplay=1&mute=1><img src=https://img.youtube.com/vi/fcBJgbqpO5E/hqdefault.jpg alt=""><span><div class="youtube_play"></div></span></a>" style="border: 0px; overflow: hidden"" style="border: 0px; overflow: hidden;" width="640">
ଏବେ ଓଡ଼ିଶା ରେ ଅନେକ ସ୍ଥାନ ରେ ଧାନ କରା ଯାଉଛି।ଯେଉଁଥିପାଇଁ ଏବେ ଚିନ୍ତା ବଢି ଯାଇଚି।ବର୍ଷା ହେବା ଦ୍ବାରା ଜମି ରେ ପାଣି ଜମି ଯାଉଛି।ଏହା ଫସଲ ହେବାରେ ଅସୁବିଧା ହେବ।ତେଣୁ ଆପଣ ମାନଙ୍କୁ ଆଗରୁ ସଚେତନ କରା ଯାଇଛି।ଏହା ସହିତ ସୁନ୍ଦରଗଡ଼ କେଉଁଝର ବାଲେଶ୍ଵର ଓ ଭଦ୍ରକ ରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।