କଣ ପାଇଁ ଅଚାନକ ହାତଯୋଡି ସିଦ୍ଧାନ୍ତ ମହାପାତ୍ର ଅଚାନକ ହାତ ଯୋଡ଼ି ଭୁଲ୍ ମାଗିଲେ ମାମା ମିଶ୍ର

 
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ସିଦ୍ଧାନ୍ତ ମହାପାତ୍ର ହେଉଛନ୍ତି ଓଲିଉଡ଼ ଜଗତର ଏକ ବରିଷ୍ଠ ତାରକା। ଓଲିଉଡ଼ ପ୍ରତି ତାଙ୍କର ଅନେକ ଅବଦାନ ମଧ୍ୟ ରହିଛି।
ଆଉ ଏହାକୁ ନେଇ ପ୍ରାୟତଃ ସମୟରେ ଖୁବ୍ ଚର୍ଚ୍ଚା ମଧ୍ଯ ହୋଇଥାଏ। ତାଙ୍କର ପ୍ରତ୍ୟେକ ଟି ସିନେମା ମଧ୍ୟ ସୁପର୍ ହିଟ୍ ହୋଇଥାଏ। ତାଙ୍କୁ ପରଦା ଉପରେ ଦେଖିବା ପାଇଁ ଏବେ ମଧ୍ୟ ଲୋକମାନେ ଖୁବ ପଶନ୍ଦ କରନ୍ତି।
ଅନ୍ୟ ପକ୍ଷରେ ଆପଣ ମାନେ ଜାଣିଥିବେ କି ଅନୁ ଚୌଧୁରୀ ହେଉଛନ୍ତି ମଧ୍ୟ ଓଲିଉଡ଼ ର ଆଗ ଧାଡ଼ିର ନାୟିକା ସେ ମଧ୍ଯ ଓଲିଉଡ଼ କୁ ଅନେକ ହିଟ୍ ସିନେମା ମାନ ଭେଟି ଦେଇଛନ୍ତି।
ତାଙ୍କ ସମ୍ପର୍କରେ ମଧ୍ୟ ଅନେକ କଥା ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥାଏ। ଏବେ ସୋସିଆଲ ମିଡ଼ିଆରେ ଅନୁ ଚୌଧୁରୀ ଓ ସିଦ୍ଧାନ୍ତ ମହାପାତ୍ର ଙ୍କ ସମ୍ପର୍କରେ ଏକ ଖବର ଖୁବ ଭାଇରାଲ ହେବାରେ ଲାଗିଛି। ଯାହାକୁ ଶୁଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇ ଯିବେ।
ଏକ ଫଟୋ ଭାଇରାଲ ହେବାରେ ଲାଗିଛି ଯେଉଁ ଥିରେ ଦୁହେଁ ବେକରେ ଫୁଲ ମାଳ ପକାଇ ଛନ୍ତି।ସେଥିପାଇଁ କୁହା ଯାଉଛି କି ପରିସ୍ଥିତି ରେ ପଡି ଦୁହେଁ ଦୁହିଁଙ୍କୁ ବିବାହ କରିଛନ୍ତି। ହେଲେ ଆମେ ଆପଣଙ୍କୁ କହି ଦେବାକୁ ଚାହୁଁଛୁ କି ସିଦ୍ଧାନ୍ତ ମହାପାତ୍ର,
ଅନୁ ଚୌଧୁରୀ ଓ ପୁନମ ମିଶ୍ର ଙ୍କ ଆଗକୁ ଆସିବାକୁ ଯାଉଛି ଏକ ଓଡିଆ ଫିଲ୍ମ୍। ଏହି ସିନେମା ଟି ମଧ୍ୟ ଦଶହରା ରେ ଆସିବାକୁ ଯାଉଛି। ଏହି ଫଟୋ ଯାହା ଭାଇରାଲ୍ ହେଉଛି ତାହା ସତ ନୁହେଁ।
ଆଜ୍ଞା ହଁ ସିଦ୍ଧାନ୍ତ ମହାପାତ୍ର ଙ୍କ ଆସିବାକୁ ଯାଉଥିବା ଚଳଚ୍ଚିତ୍ର ରେ ହିଁ ସେ ଅନୁ ଚୌଧୁରୀ ଙ୍କୁ ବିବାହ କରିଛନ୍ତି। ଆଉ ଏବେ ଏହି ଫଟୋ ହିଁ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ୍ ହେବାରେ ଲାଗିଛି।
ଆଗାମୀ ଆସିବାକୁ ଯାଉଥିବା ଫିଲ୍ମ୍ କୁ ନେଇ ସେମାନେ ଖୁବ ଉତ୍ସାହିତ ଓ ଖୁସୀ ମଧ୍ୟ ଅଛନ୍ତି। ଆଶା କରୁଛନ୍ତି କି ତାଙ୍କର ଏହି ଫିଲ୍ମ୍ ସୁପର୍ ହିଟ୍ ହେବ ଓ ଏହି ଫିଲ୍ମ ମଧ୍ୟ ଦର୍ଶକ ମାନଙ୍କୁ ଖୁବ୍ ପଶନ୍ଦ ଆସିବ।