ଘଟିଲା ରାସ୍ତା ମଝିରେ ଭୟଙ୍କର ଘଟଣା ଦେଖନ୍ତୁ ଏମିତି ପିଟିଲା ବସ ଚକାତଳେ ଚାଲିଗଲା ଜୀବନ

 
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଏବେ ଆପଣମାନେ ଏହି ଭିଡିଓ ମାଧ୍ୟମରେ ଏଭଳି କିଛି ଖବର ପାଇପାରିବେ
ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆଜିକା ସମାଜରେ ଏଭଳି ଅନେକ ଘଟଣା ଆଉ ଦୁର୍ଘଟଣା ଘଟୁଛି । ଏବେ କିଛି ଦୁର୍ଘଟଣାକୁ ନେଇ ଖବର ଆସିଛି । ଘଟଣା, ଦୁର୍ଘଟଣା ସବୁବେଳେ ଲାଗି ରହିଛି । 
କେତେବେଳେ କାହା ସହିତ କଣ ଯେ ହେବ ସେକଥା କିଏ ବା ଜାଣିଛି । ଏବେ ଦୁର୍ଘଟଣାକୁ ନେଇ କିଛି ଖବର ଆସିଛି ଯାହା ଆପଣ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ । ଏମିତି ଏକ ଦୁର୍ଘଟଣା ଘଟିଛି ଯେଉଁଥିରେ ଅନେକ ଘଟଣା ଘଟିଛି ।
ବାଇକରେ ଜଣେ ବ୍ୟକ୍ତି ଯାଉଥିଲେ । ଆଉ ସେ ଯିବା ବାଟରେ ତାଙ୍କ ବାଇକ୍ ସହ ମୁହାମୁହିଁ ହୋଇଥିଲା ଏକ ବସ୍ । ଏହି ବସରେ ଧକ୍କା ହେବା ପରେ ବାଇକ୍ ଚାଳକ ଜଣକ ବାଇକରୁ ଗଳି ପଡ଼ିଥିଲେ । 
ଆଉ ସେ ବହୁତ ଦୂରରେ ପଡି ଯାଇଥିଲେ । ଏହି ବ୍ୟକ୍ତି ଜଣକର ଅବସ୍ଥା ଗୁରୁତର ଥିବା ବେଳେ ତାଙ୍କୁ ସ୍ଥାନୀୟ ଲୋକେ ମେଡ଼ିକାଲକୁ ନେଇଥିଲେ । ଆଉ ଏବେ ସେ ମେଡ଼ିକାଲରେ ଚିକିତ୍ସାଧୀନ ହେଉଛନ୍ତି ।
ଏଭଳି ଦୁର୍ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ଗନ୍ଦିଆଁ ରୁ ଯୋରନ୍ଦା ଯିବା ରାସ୍ତା ଅନନ୍ତପୁର ଠାରେ । ଏହି ସ୍ଥାନରେ ବାଇକ୍ ସହ ବସ୍ ମୁହମୁହିଁ ଧକ୍କା ହୋଇଥିଲା । ବାଇକ୍ ଚାଳକ ଜଣକ ଏବେ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି । 
ବସ୍ ଚାଳକ ଜଣକ ଫେରାର ଥିବା ସୂଚନା ମିଳିଛି । ବାଇକ୍ ଚାଳକ ଜଣକ ଜଗନ୍ନାଥ ନାଏକ । ତାଙ୍କର ବୟସ ହେଉଛି ୨୪ ବର୍ଷ । ଏହି ବ୍ୟକ୍ତି ଜଣଙ୍କର ଘର ଯାଜପୁର ବୋଲି ଜଣାପଡିଛି । ଜଗନ୍ନାଥଙ୍କ ଅବସ୍ଥା ଗୁରୁତର ଗୁରୁତର ଥିବାରୁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟକୁ ପଠା ଯାଇଥିଲା ।
ଆଉ ଏହାପରେ ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ମେଡ଼ିକାଲକୁ ପଠା ଯାଇଥିଲା ଆଉ ସେଠାରେ ସେ ମୃ-ତ୍ୟୁବରଣ କରିଛନ୍ତି । ଏବେ ଏହି ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଗାଡ଼ି ଜବତ କରିବା ସହ ତଦନ୍ତ ଜାରି ରଖିଛି ।