ଘରେ କେହି ନଥିବା ବେଳେ ଶାଳୀ ର ଇଜତ୍ ଲୁଟିଲା ଭିଣେଇ, ପରେ ଭିଡିଓ ରଖି କଲା viral

 
ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ବର୍ତ୍ତମାନ ସମୟ ରେ ସମାଜ ରେ କିଭଳି ଘଟଣା ମାନ ଘଟୁଛି ଜାଣି ଥିବେ।ଲୋକ ମାନେ ବହୁତ ମାତ୍ରା ରେ ଖରାପ ହୋଇ ଗଲେଣି।ଦିଅର ଭାଉଜ ଭଳି ଏକ ପବିତ୍ର ସମ୍ପର୍କ କୁ ଲୋକ ମାନେ ଖରାପ କରି ଦେଉଛନ୍ତି।
ଭାଉଜ ହେଉଛନ୍ତି ମା ସମାନ।ତାଙ୍କୁ ଭଗବାନ ରୂପେ ପୂଜା କରିବା କଥା।ହେଲେ ଆଜି ତାଙ୍କରି ସହିତ ଖରାପ କାମ କରା ଯାଉଚି।ଆଜି ଆମେ ଆପଣ ମାନଙ୍କୁ ସେହି ଭଳି ଏକ ଖବର ବିଷୟ ରେ କହିବାକୁ ଯାଉଛୁ।ଯାହାକୁ ଶୁଣିଲେ ଆପଣ ମାନେ ସମସ୍ତେ ଆଶ୍ଚର୍ଯ୍ୟ ହେବେ।
ସୂଚନା ଅନୁସାରେ ଫିରଙ୍ଗା ବାଦ୍ ରେ ଘଟିଛି ଏଭଳି ଏକ ଘଟଣା।ଯେଉଁ ଠାରେ ଜଣେ ମହିଳା ନିଜ ଦିଅର ପାଇଁ ଆ-ତ୍ମ-ହ-ତ୍ୟା କରିଛନ୍ତି।ଦିଅର ଦିନେ ରାତିରେ ଘରେ କେହି ନଥିବାର ସୁଯୋଗ ନେଇ ଘରେ ପ୍ରବେଶ କଲେ।
ଏହା ପରେ ଭାଉଜ ଙ୍କ ସହିତ ଜୋର୍ ଜବରଦସ୍ତ କରିଥିଲେ।ତାଙ୍କୁ ଦୁ-ଷ୍କ-ର୍ମ କରି ତାଙ୍କର କିଛି ଫଟୋ ଉଠାଇ ଥିଲେ।ଏହା ପରେ ସେ ସ୍ଥାନ ଛାଡ଼ି ଚାଲି ଯାଇଥିଲେ।ଏମିତି ପ୍ରତିଦିନ ଭାଉଜ ଙ୍କୁ ବ୍ଲାକ ମେଲ କରିବାକୁ ଲାଗିଲେ ଦିଅର ରୋହନ।ଭାଉଜ ଏହି କଥା କୁ ସମସ୍ତ ଙ୍କୁ କହିଲେ ହେଲେ ତାଙ୍କ କଥା କେହି ଶୁଣିଲେ ନାହିଁ।
ଶେଷ ରେ ଭାଉଜ ନିଜ ଦେହ ରେ ନିଆଁ ଲଗାଇ ଆ-ତ୍ମ-ହ-ତ୍ୟା କଲେ।ଏହାକୁ ଶୁଣି ସେ ଗାଁ ରେ ଏବେ ଶୋକ ର ଛାୟା ଖେଳି ଯାଇଛି।ଉକ୍ତ ମହିଳା ଙ୍କ ସ୍ଵାମୀ ଏବେ ଥାନା ରେ ଅଭିଯୋଗ କରିଛନ୍ତି।
ତାଙ୍କ କହିବା ଅନୁଯାୟୀ ରୋହନ ତାଙ୍କ ପତ୍ନୀ ଙ୍କୁ ବ୍ଲାକ ମେଲ କରୁଥିଲା।ଯେଉଁଥିପାଇଁ ପାଇଁ ତାଙ୍କ ପତ୍ନୀ ଆଜି ଛାଡି କୁ ଚାଲି ଯାଇଛନ୍ତି।ଗାଁ ର ଲୋକ ମାନେ ସମସ୍ତେ ଏବେ କାନ୍ଦୁ ଛନ୍ତି।ଗାଁ ରେ ଶୋକ ର ଛାୟା ଖେଳି ଯାଇଛି।
ସୂଚନା ଅନୁସାରେ ରୋହନ ଏବେ ଫେରାର ଅଛି।ମହିଳା ଙ୍କ ମୃତ୍ୟୁ ପାଇଁ ସମସ୍ତେ ରୋହନ କୁ ଦାୟୀ କରୁଛନ୍ତି।କହିଛନ୍ତି କି ତାଙ୍କୁ ଜଲଦି ଧରା ଯାଉ। ଏବଂ ଏହା ପରେ ସେମାନେ ପୋଲିସ ନିକଟ ରେ ଗୁହାରି କରୁଛନ୍ତି।ଉକ୍ତ ମହିଳା ଙ୍କୁ ନ୍ୟାୟ ମିଳୁ।