ଘର ଦେଖେଇବାକୁ ନେଇ ଯୁବତୀଙ୍କ ଇଜ୍ଜତ ଲୁଟିନେଲେ ଦେଖନ୍ତୁ ସାଙ୍ଘାତିକ ଅଭିଯୋଗ ଆଣିଲେ ଯୁବତୀ - Exclusive

 
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଜଣେ ଯୁବତୀଙ୍କର ତିନି ମାସ ତଳେ ଜିମ୍ ରେ ଜଣେ ଯୁବକଙ୍କ ସହିତ ଦେଖା ହୋଇଥିଲା। ଆଉ ତାପରେ ଉଭୟଙ୍କ ମଧ୍ୟରେ ବନ୍ଧୁତା ହୋଇଥିଲା। ଏବଂ ଯୁବକ ଜଣକ ଘର ଭଡ଼ା ଦେବେ କହି ଯୁବତୀଙ୍କ ଠାରୁ ଟଙ୍କା ଠକି ନେଇଥିଲେ।
ପରେ ଯେତେବଳେ ଯୁବତୀ ଜଣକ ଟଙ୍କା ମାଗିଥିଲେ, ସେତେବେଳେ ଯୁବକ ଜଣକ ଯୁବତୀଙ୍କ ଘରକୁ ଆସି ଜୋର୍ ଜବରଦସ୍ତ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିଲେ। ଆଉ ପରବର୍ତ୍ତୀ ସମୟରେ ଯୁବକ ଜଣକ ବିବାହର ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ। 
କିନ୍ତୁ ଯୁବକ ଜଣକ ବିବାହର ପ୍ରତିଶ୍ରୁତି ଦେଇ ଯୁବତୀ ଜଣଙ୍କୁ ଧୋ-କା ଦେଇଛନ୍ତି। ଶେଷରେ ଥାନାର ଦ୍ୱାରସ୍ଥ ହୋଇଛନ୍ତି ଯୁବତୀ ଜଣଙ୍କ। ତେବେ ବନ୍ଧୁଗଣ ସୂଚନା ଅନୁଯାୟୀ, ଯୁବତୀ ଜଣକ ଆଇଏଫ୍ସି ଜିମରୁ ଯୁବକ ଜନକଙ୍କୁ ଜାଣିଥିଲେ।
ଯୁବତୀ ଜଣଙ୍କୁ ଏକ ଭଡ଼ା ଘର ଦରକାର ଥିଲା ବୋଲି ଯୁବକ ଜଣକଙ୍କୁ କହିଥିଲେ। ଏହାପରେ ଯୁବକ ଜଣକ ଯୁବତୀଙ୍କୁ କହିଥିଲେ ଯେ, ସେ ତାଙ୍କ ଘର ମାଲିକ ଦିପେନ୍ ସହିତ କଥା ହେଇଛନ୍ତି ବୋଲି। 
ଏହାପରେ ଯୁବତୀ ଜଣଙ୍କ ଯୁବକ ଜଣକଙ୍କୁ ଘର ଭଡ଼ା ପଇସା ଆଡଭାନ୍ସ ଦେଇଥିଲେ। ତାପରେ ଘର ପାଇଁ ଯୁବତୀ ଜଣଙ୍କ ଯେତେବେଳେ କୁହନ୍ତି ସେତେବେଳେ ଯୁବକ ଜଣକ ଅନେକ ବାହାନା କରୁଥିଲେ।
ଏବଂ ଯୁବତୀଙ୍କ ଘରକୁ ଯାଇ ମଧ୍ୟ ଯୁବକ ଜଣକ ଜୋର୍ ଜବରଦସ୍ତ ଯୁବତୀଙ୍କ ସହିତ ଶା-ରୀ-ରି-କ ସମ୍ପର୍କ ମଧ୍ୟ ରଖିଥିଲେ। ଏହାପରେ ଯୁବତୀ ଜଣକ ବାହାଘର କଥା କହିବାରୁ ଯୁବକ ଜଣକ ଅନେକ ମନଗଢା କାହାଣୀ ସବୁ ଯୁବତୀଙ୍କୁ କହିଥିଲେ। 
ତେବେ ଯୁବତୀ ଜଣକ ଯୁବକ ଜଣକ ନାମ ରେ କେସ କରିବା କଥା କହିବାରୁ ଯୁବକ ଜଣକ ବର୍ତ୍ତମାନ ଫେରାର ଅଛନ୍ତି। ତେବେ ବନ୍ଧୁଗଣ ଯୁବତୀ ଜଣକଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଧୋକା ଦେଇଥିଲେ।
ଯାହାକୁ ନେଇ ପ୍ରଥମେ ଯୁବତୀ ଜଣଙ୍କ ମହିଳା ଥାନା ଆଉ ପରବର୍ତ୍ତୀ ସମୟରେ ମଞ୍ଚେଶ୍ୱର ଥାନାର ଦ୍ବାରସ୍ଥ ହୋଇଛନ୍ତି। ଏବଂ ଯୁବତୀଙ୍କ ଅଭିଯୋଗ ଆଧାରରେ ମଞ୍ଚେଶ୍ୱର ଥାନା ପୋଲିସ୍ ତଦନ୍ତ ଆରମ୍ଭ କରିଛନ୍ତି। ତେବେ ବନ୍ଧୁଗଣ ବର୍ତ୍ତମାନ ଦେଖିବାକୁ ବାକି ରହିଲା ଯୁବତୀ ଜଣଙ୍କୁ କେବେ ନ୍ୟାୟ ମିଳୁଛି।