ଫାଇନାଲ ମ୍ୟାଚ୍ ରେ ପରାଜୟ ପରଠୁ ଖାଇବା ପିଇବା ଛାଡି ଦେଲେଣି ରୋହିତ, ଶେଷ ରେ ଝିଅ ଆସି ବୁଝାଇଲେ ହେଲେ ତାପରେ ବି..

 
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଭାରତ ବିଶ୍ୱକପ୍ ରେ ହାରିବା ପରେ ଭାରତୀୟ ଖେଳାଳୀ ମାନେ ସଂପୂର୍ଣ୍ଣ ଭାବରେ ଉଦାସ ହୋଇ ଯାଇଛନ୍ତି। ଆଉ ସେମାନେ ଭାଙ୍ଗି ପଡ଼ିଛନ୍ତି ମଧ୍ୟ ।
କାରଣ ଭାରତ ଦଶ ଦଶଟି ମ୍ୟାଚ୍ ଜିତି ଆସିଥିବା ବେଳେ ଫାଇନାଲ ମ୍ୟାଚ୍ ରେ ହିଁ ଭାରତ ପରାଜୟ ବରଣ କରିଥିଲା। ସମସ୍ତ ଭାରତୀୟ ଖେଳାଳୀ ମାନଙ୍କୁ ଏହା ବିଶ୍ବାସ ଥିଲା କି ସେମାନେ ଏହି ମ୍ୟାଚ୍ ଜିତିବେ।
ମାତ୍ର କିଛି ଅଲଗା ହିଁ ହୋଇଥିଲା ଅଷ୍ଟ୍ରେଲିଆ ହିଁ ବିଶ୍ୱକପ୍ ନେଇ ଯାଇଥିଲା। ଆଉ ଭାରତରେ ଅଧିନାୟକ ଥିଲେ ରୋହିତ ଶର୍ମା। ଯଦି ଖେଳାଳୀ ମାନେ ଭାଙ୍ଗି ପଡ଼ିଛନ୍ତି ତେବେ ରୋହିତ ଶର୍ମା ତ ଅଧିନାୟକ ଥିଲେ
ତାଙ୍କ ଅବସ୍ଥା କଣ ହୋଇଥିବ ତାହା ଥରେ ଆପଣ ଭାବି ଦେଖନ୍ତୁ। ସେ ମଧ୍ୟ ସଂପୂର୍ଣ୍ଣ ଭାବରେ ଭାଙ୍ଗି ପଡିଛନ୍ତି। ଏବେ ରୋହିତ ଶର୍ମା ଙ୍କ ଝିଅ ମିଡ଼ିଆ ସାମ୍ନାରେ ଏଭଳି କିଛି କହିଛନ୍ତି ଯାହାକୁ ନେଇ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି।
ରୋହିତ ଶର୍ମା ର ଝିଅ କହିଥିଲେ କି ତାଙ୍କ ବାପା ରୁମ ରେ ଅଛନ୍ତି। ଆଉ ସେ ପଜିଟିଭ ମଧ୍ଯ ଅଛନ୍ତି। ଏହି ବିଶ୍ୱକପ୍ ଆରମ୍ଭ ସମୟରେ ସମସ୍ତେ ଖୁସୀ ଥିଲେ ହେଲେ ଏହା ଏବେ ଭାରତୀୟଙ୍କ ଆଖିର ଲୁହ ପାଲଟି ଯାଇଛି।
ରୋହିତ ଶର୍ମା ଙ୍କୁ ଆପଣ ମାନେ ଦେଖିଥିବେ କି କିଭଳି ଭାବରେ ସେମାନେ ପଡ଼ିଆରେ କାନ୍ଦି ପକାଇ ଥିଲେ। ଆଉ ଏହାକୁ ନେଇ ତାଙ୍କ ଫ୍ୟାନ ମାନେ ମଧ୍ୟ ଦୁଃଖୀ ଥିଲେ। ଏହାରି ମଧ୍ୟରେ ତାଙ୍କର ଝିଅ ସମାଇରା ଙ୍କ ଭିଡିଓ ଖୁବ୍ ଭାଇରାଲ୍ ହେଉଛି।
ହେଲେ ଏଠାରେ ଆମେ କହି ଦେବାକୁ ଚାହୁଁଛୁ କି ଏହି ଭିଡିଓ ଟି ଖୁବ ପୁରୁଣା ଅଟେ। ସେହି ସମୟରେ ରୋହିତ ଶର୍ମା କୋଭିଡ୍ ପଜେଟିଭ ମଧ୍ୟ ଥିଲେ। ବର୍ତ୍ତମାନ ଏଵେକା ପରିସ୍ଥିତି କୁ ନେଇ ଏହି ଭିଡିଓ କୁ ଖୁବ୍ ଭାଇରାଲ୍ କରାଯାଉ ଅଛି।
ହେଲେ ଆପଣ ମାନେ ଏହା ଜାଣି ରଖନ୍ତୁ କି ଏହି ଭିଡିଓ ଟି ଖୁବ୍ ପୁରୁଣା ଅଟେ ତେବେ ଏହି ଭିଡିଓ ସମ୍ପର୍କରେ ଆପଣଙ୍କ ମତାମତ କଣ ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।