ଆଗରୁ ଓଡ଼ିଆ ଫିଲ୍ମ ର ବିକାଶ କରିବି କହି ଭିଡିଓ କରୁଥିଲେ, ଏବେ କଣ କହିଲେଣି ସମ୍ବଲପୁର ରେ ଫିଲ୍ମ ହଲ କରିବି , ମନୋଜ କଣ ଚାହୁଁଛନ୍ତି

 
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ମନୋଜ୍ ମିଶ୍ର ଙ୍କୁ ନେଇ ଓଲିଉଡ଼ ଜଗତରେ ଖୁବ୍ ବିବାଦ ଲାଗି ରହିଥିଲା। ମନୋଜ ମିଶ୍ର ଏବେ କହିଛନ୍ତି କି ସେ ଜଣେ ଖୁବ ପ୍ରତିଷ୍ଠିତ ଅଭିନେତା ହୋଇ ମଧ୍ୟ ତାଙ୍କୁ ଅପମାନ ର ଶିକାର ହେବା ପାଇଁ ପଡିଲା।
ଆଉ ଏହା ସେବେଠାରୁ ଆରମ୍ଭ ହେଲା ବୋଲି କହିଛନ୍ତି ଯେତେବେଳେ ମନୋଜ୍ ମିଶ୍ର ସମ୍ବଲପୁରୀ ଭାଷାରେ ମାଇଣ୍ଡ ଗେମ୍ କରିଥିଲେ।
ସେତେବେଳେ କିଛି ଲୋକଙ୍କୁ ଏହା ଲାଗିଥିଲା କି ଏହା ଏକ ଭାଷାରେ ଗଣାଯାଏ ନାହିଁ ବୋଲି। ଏହାପରେ ପଶ୍ଚିମ ଓଡ଼ିଶା ରୁ ମନୋଜ୍ ମିଶ୍ର ଙ୍କୁ ଖୁବ ସପୋର୍ଟ ମଧ୍ଯ ମିଳିଥିଲା।
ତାଙ୍କୁ ସରକାର ଙ୍କ ତରଫ ରୁ ମଧ୍ଯ ପ୍ରୋତ୍ସାହନ ମିଳିବା ଦରକାର୍ ଓ ତାଙ୍କର ପଶ୍ଚିମ ଓଡ଼ିଶା ଲୋକ ମାନଙ୍କ ସ୍ୱାଭିମାନ କୁ ନେଇ ଏକ ପଦ ଯାତ୍ରା ଆରମ୍ଭ କରିଛନ୍ତି। ଆଉ ୨୨ ରୁ ୨୭ ତାରିଖ ମଧ୍ୟରେ ସେ ୧୦ ରୁ ୧୧ ଟା ଜିଲା ମଧ୍ଯ ପଦଯାତ୍ରାରେ ଯିବେ ବୋଲି କହିଥିଲେ।
ଆଉ ଆଜି ସେମାନେ ପଦ ଯାତ୍ରାରେ ବାହାରିଥିବା ବେଳେ ଏହା ହେଉଛି ପଦ ଯାତ୍ରାର ପ୍ରଥମ ଦିନ। ସେମାନେ ସମସ୍ତଙ୍କ ଠାରୁ ଅନେକ ପ୍ରୋତ୍ସାହନ ପାଉଥିବା କଥା ମଧ୍ୟ କହିଥିଲେ।
ଆଉ ଏହି ପଦଯାତ୍ରା ମଧ୍ଯ ଆଗକୁ ଏଭଳି ଭାବରେ ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ। ଏବେ ମନୋଜ ମିଶ୍ର ଏହି ପଦ ଯାତ୍ରାର ସାମିଲ ହୋଇ ଜଣାଇ ଦେଇଛନ୍ତି କି ସେ ପଶ୍ଚିମ ଓଡ଼ିଶା ଓ ତାର ଲୋକ ମାନଙ୍କୁ କେତେ ମାତ୍ରାରେ ଭଲ ପାଆନ୍ତି।
ଏହାକୁ ନେଇ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି। ଏହାକୁ ନେଇ ଅନେକ ଲୋକମାନେ ମଧ୍ୟ ନିଜ ନିଜର ଭିନ୍ନ ଭିନ୍ନ ପ୍ରକାରର ପ୍ରତିକ୍ରିୟା ମଧ୍ଯ ଦେଇଛନ୍ତି।
ତେବେ ଏହାକୁ ନେଇ ଆପଣ ମାନେ କଣ କହିବାକୁ ଚାହିଁବେ କି ଆପଣ ମାନେ ମନୋଜ୍ ମିଶ୍ର ଯେଉଁ ପଦକ୍ଷେପ ନେଇଛନ୍ତି ତାହା ଆପଣ ମାନଙ୍କୁ କିଭଳି ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ହେଲେ ମଧ୍ୟ ଭୁଲି ଯିବେ ନାହିଁ।