ଏମିତି ଶିକ୍ଷକ ବିରଳ : ନିଜେ ପାଇଲେ IAS, ହେଲେ ଛୋଟ ପିଲା ମାନଙ୍କ ଶିକ୍ଷା ପାଇଁ ଚାକିରି ରେ ଦେଲେନି ଯୋଗ

 
ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆପଣ ମାନେ ଜାଣି ଥିବେ ସଫଳତା ସମସ୍ତଙ୍କୁ ପାଖକୁ ଆସି ନ ଥାଏ।ଏଥିପାଇଁ କଠିନ ପରିଶ୍ରମ କରିବାକୁ ପଡି ଥାଏ।ହେଲେ ଆଜି ଜଣେ ଏଭଳି ମହିଳାଙ୍କ ବିଷୟ ରେ ଆମେ କହିବାକୁ ଯାଉଛୁ।ଯିଏ କି ସଫଳ ହୋଇ ମଧ୍ୟ ତାକୁ ଆଡେଇ ଦେଇ ଛନ୍ତି।
ସେହି ମହିଳା ଜଣକ ହେଉଛନ୍ତି ଆଇ ଏ ଏସ ତନୁ ଜୈନ।ଯିଏ କି ପ୍ରଥମେ ଡାକ୍ତର ଓ ପରେ କଠିନ ପରିଶ୍ରମ କରି ଆଇ ଏ ଏସ ପାଇଥିଲେ।ହେଲେ ଶେଷ ରେ ନିଜ ଇଚ୍ଛା ପାଇଁ ଜଣେ ଶିକ୍ଷକ ରୂପେ ନିଯୁକ୍ତି ହୋଇ ଥିଲେ।ଏହି କାମ ରେ ସେ ଏବେ ବହୁତ ଖୁସି ଅଛନ୍ତି।
ସୁଚନା ଅନୁସାରେ ତନୁ ଜୈନ ଦିଲ୍ଲୀ ରେ ରୁହନ୍ତି।ପ୍ରଥମେ ସେ ଡାକ୍ତରୀ ପାଠ ପଢୁଥିଲେ।ଏହା ପରେ ଡାକ୍ତର ହୋଇ କିଛି ଦିନ ଚାକିରି କରିଥିଲେ।କିନ୍ତୁ ନିଜ ବାପା ମା ଙ୍କ ଇଚ୍ଛା ଥିଲା ତାଙ୍କ ଝିଅ ଆଇ ଏ ଏସ ହେଉ।ସେଥିପାଇଁ ସେ ଏହା ପାଇଁ ପାଠ ପଢିବା ଆରମ୍ଭ କଲେ।
ଦିନ କୁ ୧୨ ଘଣ୍ଟା ପାଠ ପଢୁଥିଲେ ସେ।ବହୁତ କମ୍ ସମୟ ସେ ବୁଲା ବୁଲି କରନ୍ତି।ତଥାପି ପ୍ରଥମ ଓ ଦ୍ଵିତୀୟ ଚେଷ୍ଟା ରେ ସେ ସଫଳ ହୋଇ ପାରି ନ ଥିଲେ।ଏହା ତାଙ୍କୁ ଦୁଃଖ ଦେଇ ଥିଲା।ହେଲେ ପରେ ସେ ତୃତୀୟ ଥର ପାଇଁ ପରୀକ୍ଷା ଦେଇ ୬୪୮ ରାଙ୍କ ରଖି ଥିଲେ।
ଏଥିରେ ତାଙ୍କୁ ସେ ଖୁସି ମିଳି ପାରି ନ ଥିଲା।ସେ ଦେଖିଲେ କି ସେ ଯଦି ଆଇ ଏ ଏସ ଦେଉଥିବା ପିଲା ଙ୍କୁ ସାହାର୍ଯ୍ୟ କରନ୍ତି ତେବେ ସେମାନେ ନିଶ୍ଚିତ ରୂପେ ସଫଳ ହେବେ।ଶେଷ ରେ ସେ ଶିକ୍ଷକତା ରେ ଯୋଗ ଦେଲେ।ଯେଉଁ ମାନେ କଠିନ ପରିଶ୍ରମ କରି ମଧ୍ୟ ସଫଳତା ପାଇ ପାରୁ ନାହାଁନ୍ତି
ସେମାନଙ୍କୁ ସେ ପାଠ ପଢ଼ାଇବା ପାଇଁ ନିଷ୍ପତି ନେଲେ।ତାଙ୍କର ଏଭଳି କାମ କୁ ଲୋକ ମାନେ ଖୁବ୍ ପସନ୍ଦ କରୁଛନ୍ତି।ଆଜି ର ସମୟ ରେ ତନୁ ଜୈନ ଘରେ ଘରେ ପରିଚିତ।ନିଜ କଠୋର ପରିଶ୍ରମ ଯୋଗୁଁ ସେ ସଫଳତା କି ଛୁଇଁ ପୁଣି ଚାଲି ଆସିଲେ।ତାଙ୍କ ଭଳି ଜ୍ଞାନୀ ଲୋକ ବର୍ତ୍ତମାନ ସମୟ ରେ ମିଳିବା କଷ୍ଟ କର।
କିଛି ଭିନ୍ନ କରିବାର ଆଶା ତାଙ୍କର ପୂର୍ଣ୍ଣ ହେଲା।ଶେଷ ରେ ନିଜେ ଶିକ୍ଷକତା ଆରମ୍ଭ କଲେ।ଆଇ ଏ ଏସ ହେବାକୁ ଚାହୁଁ ଥିବା ପିଲା ମାନଙ୍କୁ ସେ ପଢଉଛନ୍ତି।ତାଙ୍କର ଏହି ଭଳି କାମ କୁ ଲୋକ ମାନେ ଖୁବ୍ ପସନ୍ଦ କରନ୍ତି।
ଗୋଟିଏ ସାକ୍ଷାତକାର ରେ ସେ କହିଥିଲେ କି ମୁଁ ମୋ ସାତ ବର୍ଷ ର ଚାକିରି ରେ ଅନେକ ଖୁସି ପାଇଛି ଓ ସଫଳତା ର ସହିତ କାର୍ଯ୍ୟ ତୁଲାଇ ଅଛି।ଏବେ ଶିକ୍ଷକତା କରି ସମସ୍ତଙ୍କୁ ଖୁସି ଦେବା ପାଇଁ ଚାହୁଁଛି।