ଏକା ସାଙ୍ଗରେ ପୁନର୍ଜନ୍ମ ପାଇଲେ ୩ଭାଇ ଭଉଣୀ ଦେଖନ୍ତୁ କେମିତି ହେଲା ଏହା ସମ୍ଭବ ସମସ୍ତେ ଦେଲେ ସାବାସୀ

 
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ ।
ଆଜିକାଲି ଦୁନିଆରେ ଲୋକମାନେ ଲୋକମାନଙ୍କୁ ଏଭଳି ଅବସ୍ଥାରେ ଦେଖିଥାନ୍ତି ତାହା କହିବା ସହଜ ନୁହେଁ । ଏଭଳି ଅନେକ ଘଟଣା ଘଟୁଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏବେ ଏଭଳି କିଛି ଖବର ସାମ୍ନାକୁ ଆସିଛି । 
ସତରେ ଏହି କରୁଣ କାହାଣୀ ବିଷୟରେ ଯିଏ ବି ଶୁଣିବ ସେ କାନ୍ଦି ପକାଇବ । ଦୁଃଖ ଏଭଳି ବି ଆସେ ଯାହା ବହୁତ ଯନ୍ତ୍ରଣା ଦାୟକ । ବ୍ୟକ୍ତି ଜଣକ ହେଉଛନ୍ତି ସୁଦାମ ଗିରି । ସେ ଆଉ ତାଙ୍କ ସ୍ତ୍ରୀ ଏବଂ ତିନି ପୁଅଙ୍କୁ ନେଇ ଭଲରେ ସଂସାର ଚାଲିଥିଲା ।
ହଠାତ୍ ଯେମିତି କଳା ବାଦଲ ତାଙ୍କ ପରିବାର ଉପରକୁ ଘୋଟି ଆସିଲା । କିଛିଦିନ ପରେ ସ୍ତ୍ରୀ ଜଣକ ଅଜଣା ରୋଗରେ ଆରପାରିକୁ ଚାଲିଗଲେ । ଆଉ ଏହାପରେ ତାଙ୍କ ପୁଅମାନଙ୍କ ମୁହଁକୁ ଚାହିଁ ବଞ୍ଚୁଥିଲେ ।
କିନ୍ତୁ ଭାଗ୍ୟର ବିଡମ୍ବନା ଏଭଳି ଯେ ଯେଉଁ ପୁଅମାନଙ୍କ ମୁହଁକୁ ଚାହିଁ ସେ ସବୁଦିନ ବଞ୍ଚିଯିବେ ବୋଲି ଭାବିଥିଲେ ସେମାନେ ରୋଗରେ ଆକ୍ରାନ୍ତ ହୋଇଗଲେ । ଅଜଣା ରୋଗରେ ଆକ୍ରାନ୍ତ ହୋଇ ପଡିଲେ ଏହି ତିନି ପୁଅ ।
ବଡ ପୁଅ ଅଜଣା ରୋଗରେ ଆକ୍ରାନ୍ତ ହୋଇ ଚାଲି ପାରୁନାହିଁ । ଆଉ ଦୁଇପୁଅ ମଧ୍ଯ ଠିକ୍ ସେମିତି । ସେମାନେ ଠିକରେ ଖାଇବା ଖାଇ ପାରୁ ନାହାନ୍ତି ନା କଥା କହି ପାରୁଛନ୍ତି । ଏହି ବ୍ୟକ୍ତି ଜଣକ ଏବେ ବାହାରକୁ ଯାଇ କାମ କରିବେ ନା ପିଲାଙ୍କ କଥା ବୁଝିବେ ।
ଏହି ପିଲାମାନଙ୍କ ସ୍ବାସ୍ଥ୍ୟ ଦେଖାଇବା ପାଇଁ ମଧ୍ୟ ବାଧକ ସାଜୁଛି ଅର୍ଥ । ସତରେ ଏହା ହେଉଛି ଭାଗ୍ୟର ବିଡମ୍ବନା । ଏବେ ଏହି ପରିବାରକୁ ସାହାଯ୍ୟ କରିବା ପାଇଁ ମୟୂରଭଞ୍ଜ ଜିଲ୍ଲା ମୁରୁଡ଼ା ବ୍ଲକ୍ ଗୁଡ଼ିଆ ପଞ୍ଚାୟତର ଭାନୁମତୀ ଗ୍ରାମରେ ପହଞ୍ଚିଛନ୍ତି
ହେଲ୍ପ ଫର୍ ୟୁ ଫାଉଣ୍ଡେସନ । ସଙ୍ଗଠନ ତରଫରୁ ଏହି ପରିବାରକୁ ୧୦ ହଜାର ଟଙ୍କା , ରାସନ୍ ଆଉ କିଛି ସହାୟତା ମିଳିଛି । ପ୍ରଶାସନ ତାଙ୍କୁ ସାହାଯ୍ୟ କରିଲେ ସେମାନେ ଉପକୃତ ହେବେ ।