ଏହି ୩ ଦିବ୍ୟାଙ୍ଗଙ୍କ ଦୁଃଖ ଦେଖିଲେ ଆପଣଙ୍କ ଆଖିରୁ ଲୁହ ଆସିଯିବ ଦେଖନ୍ତୁ ଯିଏ ଦେଖୁଛି ସିଏ କାନ୍ଦି ପକାଉଛି

 
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
ଆପଣମାନେ ସମସ୍ତେ ଏହି ଭିଡିଓ ଦେଖିଲେ ଏଭଳି କିଛି ଖବର ଜାଣିପାରିବେ ଯାହା ଆପଣଙ୍କ ମନରେ ଅନେକ କଥା ଆଣିବ । ଏହି ଭିଡିଓ ଏବେ ଚର୍ଚ୍ଚାରେ ରହିଛି । ଆପଣମାନେ ବଜାର, ଏବଂ ରାସ୍ତାରେ ଏଭଳି ଅନେକ ଲୋକଙ୍କୁ ଦେଖିଥିବେ ଯେଉଁମାନେ ପରିସ୍ଥିତିରେ ପଡ଼ି ଭିକ୍ଷା ବୃତ୍ତି କରିଥାନ୍ତି । 
ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏଭଳି କିଛି ଲୋକଙ୍କୁ ଦେଖିପାରିବେ ଯେଉଁମାନେ ପରିସ୍ଥିତିରେ ପଡ଼ି ଏଭଳି କାମ କରିଛନ୍ତି । ଏହି ଦୃଶ୍ୟ ଆପଣଙ୍କ ମନରେ ଅନେକ କଥା ସୃଷ୍ଟି କରିବ । ଏହି କଥା ଆପଣଙ୍କୁ କନ୍ଦାଇ ଦେବ । ଆପଣମାନେ ସମସ୍ତେ ଭୁବନେଶ୍ୱର ସହରର ଏକ ନମ୍ବର ମାର୍କେଟ ବିଷୟରେ ତ ଶୁଣିଥିବେ ।
ଏହା ରାଜଧାନୀର ସବୁଠାରୁ ବଡ ହାଟ । ଏହି ହାଟରେ ଅନେକ ଲୋକ ଦେଖା ଯାଇଥାନ୍ତି ଯାହା ଭାବପ୍ରବଣ ହୋଇଥାଏ । ସେଠାରେ ଅନେକ ଲୋକଙ୍କୁ ଦେଖିଥାନ୍ତି । ଏହି ହାଟରେ ତିନି ଜଣଙ୍କୁ ଦେଖି ଭାବପ୍ରବଣ ହୋଇ ଯାଇଛନ୍ତି ଏହି ବ୍ୟକ୍ତିମାନେ । ଏହି କଥା ଏବେ ଚର୍ଚ୍ଚାକୁ ଆସୁଛି । 
ଜଣେ ବ୍ୟକ୍ତି ହ୍ୱିଲ ଚେୟାରରେ ବସିଥିଲେ । ଆଉ ଜଣେ ତାଙ୍କ ପଛରେ ଥିଲେ ଯାହାଙ୍କର ଗୋଟିଏ ଗୋଡ ନଥିଲା । ଆଉ ଆଗରେ ଜଣେ ବ୍ୟକ୍ତି ଯାଉଥିଲେ ଯାହାର ଗୋଡ଼ ଦୁଇଟି ନାହିଁ । ଏହି ତିନିଜଣ ଏକାଠି ଯାଇ ଭିକ୍ଷା ବୃତ୍ତି କରୁଛନ୍ତି ।
ଏହିଭଳି ତିନିଜଣ ଦିବ୍ୟାଙ୍ଗ ହାତ ପତାଇ ଭିକ୍ଷା ମାଗିଥାନ୍ତି । ଏହି ବ୍ୟକ୍ତି୍ମାନଙ୍କୁ ଯେଉଁମାନେ ଦେଖୁଥାନ୍ତି ଆଶ୍ଚର୍ଯ୍ୟ ହୋଇ ଯାଇଥାନ୍ତି । ତାଙ୍କୁ ଲୋକମାନେ ସାହାଯ୍ୟ କରିଥାନ୍ତି । ଏହି ଦିବ୍ୟାଙ୍ଗମାନେ ମନ ଭିତରୁ ଦୃଢ଼ ଥିଲେ । ସେମାନେ ଖୋର୍ଦ୍ଧାରୁ ଆସି ଭୁବନେଶ୍ଵରରେ ଭିକ୍ଷା ବୃତ୍ତି କରୁଛନ୍ତି । 
ସ୍ବେଚ୍ଛାସେବୀ ମାନଙ୍କୁ ଅନୁରୋଧ ସେମାନେ ଏମାନଙ୍କୁ ସାହାଯ୍ୟ କରନ୍ତୁ । ଆଉ ପୋଲିସ ମାନଙ୍କୁ ମଧ୍ୟ ଅନୁରୋଧ ସେମାନେ ଏହି ପଛରେ ଯଦି କିଛି ରାକେଟ ଅଛି ତାହାକୁ ତଦନ୍ତ କରିବ ପୋଲିସ । ଏବେ ଏହି ଘଟଣାକୁ ନେଇ ସବୁଠି ଚର୍ଚ୍ଚା ହେଉଛି ।
ଆପଣମାନେ ଏହି ଖବରକୁ ନେଇ ଅନେକ କଥା ଜାଣିପାରିବେ । ଏବେ ଏହି ଘଟଣା ସବୁ ଆଡେ ଚର୍ଚ୍ଚା ହେଉଛି । ଏହିଭଳି ଆମ ରାଜ୍ୟରେ ଅନେକ ଲୋକ ଅଛନ୍ତି ସମସ୍ତଙ୍କୁ ସରକାର ସାହାଯ୍ୟ କରିଲେ ଭଲ ହୁଅନ୍ତା । ସରକାର ଏମାନଙ୍କୁ ସାହାଯ୍ୟର ହାତ ବଢ଼ାଇବା ଉଚିତ୍ ।