ଏହି ଝିଅ ପାଇଁ ୫୮ ବର୍ଷୀୟ ଅଜୟ ହେଇଗଲେ ପୁରା ପାଗଳ !! ଦୁନିଆ ଯାହା କହୁଚି କହୁ ମୁ କେବଳ ତାକୁ ବାହା ହେବି

 
ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ଜାଣି ଥିବେ ବଲିଉଡ ଅଭିନେତା ଅଜୟ ଦେବଗନ ଙ୍କୁ।ସେ ବଲିଉଡ ର ଜଣେ ଆଗ ଧାଡ଼ି ର କଳାକାର।ସେ ତାଙ୍କ ଅଭିନୟ ମାଧ୍ୟମ ରେ ଆଜି ବଲିଉଡ ରେ ରାଜ କରୁଛନ୍ତି।ଏହାଛଡା ୨୦୨୩ ମସିହା ତାଙ୍କ ପାଇଁ ବହୁତ ଭଲ ସାବ୍ୟସ୍ତ ହୋଇଛି।
ସେ ଏ ବର୍ଷ ଅନେକ ସଫଳତା ପାଇଛନ୍ତି।ଏହା ଛଡ଼ା ଏହି ବର୍ଷ ତାଙ୍କ ପତ୍ନୀ କାଜୋଲ ମଧ୍ୟ ବଲିଉଡ ରେ ପୁଣି ଥରେ ଏକ ଫିଲ୍ମ ରେ ଅଭିନୟ କରିଛନ୍ତି।ଉଭୟ ସ୍ବାମୀ ସ୍ତ୍ରୀ ମିଶି ସଫଳତା ର ପାହାଚ ଚଢି ଚାଲିଛନ୍ତି।ତାଙ୍କର ଗୋଟିଏ ଝିଅ ଓ ଗୋଟିଏ ପୁଅ ଅଛି।
ଯାହାକୁ ସେ ବହୁତ ଭଲ ପାଆନ୍ତି।ତାଙ୍କୁ ଭଲ ବ୍ୟବହାର ମଧ୍ୟ ସେ ଶିଖାଇଛନ୍ତି।ହେଲେ ଆଜି ତାଙ୍କ ଝିଅ ଙ୍କ ଉପରେ ଦୁଃଖ ର ପାହାଡ ପଡିଚି।ସେ ଏବେ ପ୍ରତି ମୁହୂର୍ତ୍ତ ରେ କାନ୍ଦୁ ଛନ୍ତି।ଏଠାରେ ଆମେ ନ୍ୟାଶା ଦେବଗନ ଙ୍କ ବିଷୟ ରେ କହୁନାହୁ।
ଏଠାରେ ଆମେ ଅଜୟ ନିଜ ଝିଅ ଭଳି ମାନୁଥିବା ଇଶିତା ଦତ୍ତ ଙ୍କ ବିଷୟ ରେ କହୁଚୁ।ଯିଏ କି କିଛି ଦିନ ପୂର୍ବ ରୁ ଏକ ଫିଲ୍ମ ରେ ଅଭିନୟ କରିଥିଲେ।ଏଥିରେ ଅଜୟ ତାଙ୍କ ପିତା ଭୂମିକା ରେ ଅଭିନୟ କରିଥିଲେ।ଲୋକ ମାନେ ମଧ୍ୟ ତାଙ୍କ ଅଭିନୟ କୁ ଖୁବ୍ ପ୍ରଶଂସା କରିଥିଲେ।
ଇଶିତା ଏହି ଫିଲ୍ମ ପରେ ମଧ୍ୟ ଅଜୟ ଙ୍କୁ ନିଜ ବାପା ବୋଲି ମାନି ଥାଆନ୍ତି।ଏହି କିଛି ଦିନ ତଳେ ଇଶିତା ଏକ ପୁତ୍ର ସନ୍ତାନ ର ମା ହୋଇଛନ୍ତି।ଯେଉଁଥି ପାଇଁ ତାଙ୍କ ପରିବାର ରେ ଖୁସି ର ଛାୟା ଖେଳି ଯାଇଛି।ଯେତେବେଳେ ଇଶିତା ଙ୍କୁ ଏ ବିଷୟ ରେ ପଚରା ଯାଇଥିଲା।ସେ କାନ୍ଦି ପକାଇ ଥିଲେ।
ଏହାର କାରଣ ହେଉଛି।ମା ହେବା ପରେ ଇଶିତା ଙ୍କ ଜୀବନ ରେ ସବୁ କିଛି ପରିବର୍ତ୍ତନ ହୋଇଛି।ବାହାର କୁ ଯିବା ପାଇଁ ତାଙ୍କ ନିକଟ ରେ ସମୟ ନାହିଁ।ଦିନ ସାରା ଖାଲି ନିଜ ପିଲା ର ଯତ୍ନ ନେଉଛନ୍ତି।ଏହା କହି ସେ କାନ୍ଦି ପକାଇ ଥିଲେ।
ସୂଚନା ଅନୁସାରେ ଇଶିତା ଦତ୍ତ ବହୁତ କମ ଫିଲ୍ମ ରେ ଅଭିନୟ କରିଛନ୍ତି।ସେ କିନ୍ତୁ ଯେତିକି ଫିଲ୍ମ ରେ ଅଭିନୟ କରିଛନ୍ତି ସେତିକି ଫିଲ୍ମ ରେ ସେ ବହୁତ ପ୍ରଶଂସା ପାଇଛନ୍ତି।
ହେଲେ ଏବେ ସେ ଅଭିନୟ ଜଗତ ଠାରୁ ଟିକେ ଦୂରରେ ରହିଛନ୍ତି।ଆଉ କେବେ ସେ ପୁଣି ଫେରୁଛନ୍ତି ଏବେ ଦେଖିବାକୁ ବାକି ରହିଲା।