ପେଟ ରେ ପିଲା ଅଛି କି ନାଇଁ ଚେକ୍ ବାହାନା ରେ ଏଇ ଦୁଇ ଡାକ୍ତର କରୁଥିଲେ ଗର୍ଭନଷ୍ଟ, ଏଯାବତ୍ ୫୦୦ ରୁ ଉର୍ଦ୍ଧ ଯୁବତୀ ଙ୍କ ସହ କରିଛନ୍ତି ଏମିତି

 
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆମେ ଏବେ ଆପଣଙ୍କୁ ଏଭଳି ଏକ ଘଟଣା ସମ୍ପର୍କରେ କହିବାକୁ ଯାଉଛୁ ଯାହାକୁ ଶୁଣିବା ପରେ ଆପଣ ମାନେ ମଧ୍ୟ ଏହା ପ୍ରଶ୍ନ କରିବେ କି ଇଏ ଡ଼ାକ୍ତର ନା ରାକ୍ଷସ?
କାରଣ ସେ ଏବେ ସୁଦ୍ଧା ୯୦୦ ରୁ ଅଧିକ ଲୋକଙ୍କ ଗ-ର୍ଭ-ପା-ତ କରାଇ ସାରିଲେଣି। ଡ଼ାକ୍ତର ମାନଙ୍କୁ ଭଗବାନ ଙ୍କ ଦ୍ଵିତୀୟ ଅବତାର ବୋଲି ମଧ୍ୟ କୁହା ଯାଇ ଥାଏ। ହେଲେ ବେଳେ ବେଳେ ଟଙ୍କା ପାଇଁ ଡ଼ାକ୍ତର ବଦଳି ଯାଆନ୍ତି।
ସେମାନେ ମଧ୍ଯ ରାକ୍ଷସ ପାଲଟି ଯାଇ ଥାଆନ୍ତି। ଆଉ ଏହାର ଏକ ସବୁଠାରୁ ବଡ଼ ଉଦାହରଣ ଦେଖିବାକୁ ମିଳିଛି କର୍ଣ୍ଣାଟକ ରେ। ଗ-ର୍ଭ ନଷ୍ଟ କରିବା ଅଭିଯୋଗରେ ବନ୍ଧା ହୋଇଛନ୍ତି ଡ଼ାକ୍ତର ଓ ତାଙ୍କର ସହଯୋଗୀ।
ଏହି ଘଟଣା ରେ ବେଙ୍ଗାଲୁରୁ ର ଡ଼ାକ୍ତର ଚନ୍ଦନ ଓ ତାଙ୍କର ସହଯୋଗୀ ନିଶାନ୍ତ ଙ୍କୁ ଗିରଫ କରାଯାଇଛି। ଉଭୟ ମହୀଶୂର ର ଏକ ହସ୍ପିଟାଲ ରେ କାର୍ଯ୍ୟ ମଧ୍ୟ କରୁଥିଲେ। ସେ ତିନି ବର୍ଷ ମଧ୍ୟରେ ୯୦୦ ରୁ ଅଧିକ ଗ-ର୍ଭ-ପା-ତ କରି ସାରିଛନ୍ତି।
ଆଉ ସେ ପ୍ରତି ଗ-ର୍ଭ ନଷ୍ଟ କରିବା ପାଇଁ ମଧ୍ୟ ୩୦ ହଜାର ଟଙ୍କା ମଧ୍ୟ ନେଉଥିଲେ। ଘଟଣାରେ ହସ୍ପିଟାଲ ର ମ୍ୟାନେଜର ଓ ରେସେପ୍ସନିଷ୍ଟ ଙ୍କୁ ଚଳିତ ମାସ ପ୍ରାରମ୍ଭ ରେ ହିଁ ପୋଲିସ ଗିରଫ କରି ଦେଇଥିଲା।
ସେଠାରେ ଏକ ଗୁଡ଼ ପ୍ରସ୍ତୁତ କାରଖାନା ଥିବା ବେଳେ ସେଠାରେ ହିଁ ଅଲଟ୍ରାସାଉଣ୍ଡ ସ୍କାନ ୟୁନିଟ ମଧ୍ଯ ଲାଗିଥିଲା। ସେଠାରେ ହିଁ ମହିଳା ମାନଙ୍କ ଗ-ର୍ଭ ପରୀକ୍ଷା କରାଯାଉ ଥିଲା। ଆଉ ଯେଉଁମାନେ ନଷ୍ଟ କରିବାକୁ ଚାହୁଁଥିଲେ,
ସେମାନଙ୍କୁ ମହେଶୁର ସ୍ଥିତ ହସ୍ପିଟାଲ କୁ ମଧ୍ଯ ପଠାଇ ଦିଆ ଯାଉଥିଲା। ପୋଲିସ ଛାନବିନ କରୁଥିବା ସମୟରେ ଏହି ଅଲଟ୍ରାସାଉଣ୍ଡ ମେସିନ କୁ ମଧ୍ୟ ସେଠାରୁ ଜବତ କରିଛି।
ଏହି ରାକେଟ ରେ ଆହୁରି ଅନେକଙ୍କ ସଂପୃକ୍ତି ଥିବା ନେଇ ବୋଲି ମଧ୍ୟ ସନ୍ଦେହ କରୁଥିବା ବେଳେ ଏହାର ତଦନ୍ତ ମଧ୍ୟ ଜାରୀ ରଖିଛି। ତେବେ ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଆଦୌ ଭୁଲି ଯିବେ ନାହିଁ।