ଦଶମ ଶ୍ରେଣୀ ପରୀକ୍ଷା ଭୟରେ ଛାତ୍ର କରିଦେଲେ ଏମିତି ଛାତି ପିଟି ପିଟି କାନ୍ଦୁଛି ମା ଦେଖନ୍ତୁ Exclusive

 
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ
ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି।
କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି। ବନ୍ଧୁଗଣ ମାଟ୍ରିକ ପରୀକ୍ଷା ଭୟରେ ବାପା ମା'କୁ ଛାଡି ଚାଲିଯାଇଛି ପୁଅ,
କୁଆଡେ ଚାଲିଗଲୁ ତୁ ଫେରିଆ କହି କାନ୍ଦୁଛି ମା'। ସେପଟେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କଣ ପାଇଁ ଏମିତି କଲେ ଏହା ପଛରେ ଆଉ କିଛି କାରଣ ରହିଛି ତାହାକୁ ତଦନ୍ତ କରିବ ପୋଲିସ।
ଏଭଳି ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲାରେ। ତେବେ ବନ୍ଧୁଗଣ ଦଶମ ପରୀକ୍ଷା ଭୟରେ ଜୀବନ ହାରି ଦେଇଛନ୍ତି ଛାତ୍ର ଜଣକ। ଉକ୍ତ ଛାତ୍ରଙ୍କ ନାଁ ହେଉଛି ରାତ୍ର ପ୍ରଧାନଙ୍କ ପୁଅ ବିନାୟକ ପ୍ରଧାନ।
ଘର ହେଉଛି ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ତଳିଉଡ଼ା ଗାଁରେ। ଡାକ୍ତରଖାନାର ବାରଣ୍ଡାରେ ଛାତି ଓ ମୁଣ୍ଡକୁ ବାଡେଇ ଛାତ୍ରର ବାପା ମା କାନ୍ଦୁଥିବାର ଦେଖିବାକୁ ମିଳିଛି।
ଖବର ମୁତାବକ ରାତିରେ ଟିୟୁସନ୍ ସାରିବା ପରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ସହପାଠୀ ମାନଙ୍କ ସହିତ ପାଠ ପଢ଼ିଥିଲେ ବିନାୟକ। ହଷ୍ଟେଲ କତୃପକ୍ଷଙ୍କ କହିବା ଅନୁଯାଇ ବିନାୟକ ମେଧାବୀ ଛାତ୍ର ଥିଲେ।
କିନ୍ତୁ ପରିବାର ଲୋକେ ସକାଳୁ ସକାଳୁ ଖବର ପାଇଲେ କି, ଗାଧୁଆ ଘରେ ଜୀବନ ହାରିଦେଇଥିଲେ ବିନାୟକ। ସେପଟେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି କରିଛି। ମେଧାବୀ ଛାତ୍ର ବିନାୟକଙ୍କ ମୃ-ତ୍ୟୁକୁ ନେଇ ବଲାଙ୍ଗୀର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।