୨୦୨୪ ରେ ଚାଇନା ବାହାର କଳା ଏମିତି କିଛି ଯନ୍ତ୍ର, ଯାହା ଥିଲେ ଆପଣ ଆଉ ବାହା ହେବା ଦରକାର୍ ନାହିଁ...

 
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଚିନ ଏକ ଏଭଳି ଦେଶ ଅଟେ ଯାହାକି ପ୍ରାୟତଃ ସମୟରେ ନୁଆ ନୁଆ ଜିନିଷର ଉଦ୍ଭାବନ କରିଥାଏ। ଗୋଟେ ଦୃଷ୍ଟିରୁ କହିବାକୁ ଗଲେ ଚିନ ନକଲ କରିବାରେ ମଧ୍ୟ ସବୁଠାରୁ ଆଗରେ ରହିଛି।
ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ କି ସେଠାକାର ଲୋକମାନେ ଆଜିକାଲି ନିଜ ନିଶ୍ୱାସ କୁ ମଧ୍ୟ ବୋତଲ ମାଧ୍ୟମରେ ବିକ୍ରି କରିଛନ୍ତି। ଯାହାର ଦାମ୍ ମଧ୍ଯ ଲକ୍ଷ ଲକ୍ଷ ଟଙ୍କା ହୋଇଥାଏ।
ଚିନ ଅଜବ ଅଜବ ଜିନିଷ ତିଆରି କରିବାରେ ସବୁଠାରୁ ମାହିର ଅଟେ। ଚିନ ପାଖରେ ଦୁନିଆର ସବୁଠାରୁ ବଡ଼ ଓ ହାଇ ସ୍ପିଡ ବାଲା ଟ୍ରେନ୍ ମଧ୍ୟ ଅଛି। ଏଠିକାର ରେଳ ନେଟୱର୍କ ସବୁଠାରୁ ବଡ଼ ରେଳ ନେଟୱର୍କ ଅଟେ।
ଏଠାରେ ଲୋକମାନେ ଅଧିକ ଟ୍ରେନ୍ ରେ ଯାତାୟାତ କରିବାକୁ ପଶନ୍ଦ କରନ୍ତି। ଚିନ ପାଖରେ ମଧ୍ୟ ଦୁନିଆର ସବୁ ଠାରୁ ଫାଷ୍ଟେଷ୍ଟ କମ୍ପ୍ୟୁଟର ଅଛି ଯାହାକି ଆଉ କେଉଁ ଦେଶରେ ନାହିଁ। ଏହାର ନାମ ସନୱେତାଇହୁଲାଇଟ।
ଦୁନିଆର ସବୁଠାରୁ ବଡ଼ ବିଲ୍ଡିଂ ଚାଇନା ଠାରେ ହିଁ ଅଛି। ଏହା ୧୭ ଲକ୍ଷ ସ୍କ୍ୱେୟାର କ୍ଷେତ୍ରଫଳ ରେ ତିଆରି କରାଯାଇଛି। ଟ୍ରାଫିକ ର ସମସ୍ୟା ରୁ ବଞ୍ଚିବା ପାଇଁ ଚାଇନା ନିକଟରେ ସ୍କାଇ ଟ୍ରେନ୍ ମଧ୍ଯ ରହିଛି।
ଏହାର ତିନି ପଟରେ ଗ୍ଲାସ୍ ପ୍ୟାନେଲ ମଧ୍ଯ ଲଗା ଯାଇଛି। ଯାହା ଦ୍ବାରା ପ୍ୟାସେଞ୍ଜର ମାନେ ବୁଲିବା ସମୟରେ ତିନି ପଟ ସାଇଡ ର ମଜା ନେଇ ପାରିବେ। ଚାଇନା ରେ ଟ୍ରେନ୍ ଯିବା ପାଇଁ ମଧ୍ଯ ବଡ଼ ବଡ଼ ଟନେଲ ନିର୍ମାଣ କରାଯାଉଛି।
ଏକ ଟନେଲ ନିର୍ମାଣ କରାଯାଇଛି ଯାହାକି ୨୧.୫ କିମି ଲମ୍ବା ର ଅଟେ। ଆଉ ଏଭଳି ନୁଆ ନୁଆ ଉଦ୍ଭାବନ କରି ସାରା ବିଶ୍ବକୁ ଚାଇନା ଚକିତ କରି ଦେଇଛି।
ଆଉ ଏହା ଏବେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ଏହି ଉଦ୍ଭାବନ ମାନଙ୍କ ମଧ୍ୟରୁ ଆପଣଙ୍କୁ କେଉଁଟି ପଶନ୍ଦ ଆସିଲା ତାହା ଆପଣ ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବାକୁ ଆଦୌ ଭୁଲି ଯିବେ ନାହିଁ।