ମରିଗଲା ମଣିଷ ପଣିଆ ଶେଷରେ ଛେଲିକୁ ଛାଡିଲାନି ଅଟେବାଲା ଜୋର୍ ଜବରଦସ୍ତ କଲା ବ-ଳା-ତ୍କା-ର

 
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ନିଜ କାମନାକୁ ପୂର୍ଣ୍ଣ କରିବା ପାଇଁ ମଣିଷ ଘଟାଇ ବସୁଛି ଜଘନ୍ୟ ଅପରାଧ। ହରାଇବସୁଛି ମଣିଷତ୍ୱ। ଘଟାଉଛି ରାକ୍ଷସଠୁବି ନୃଶଂସ କାମ। ନିକଟରେ ଏଭଳି କିଛି ଘଟଣା ଘଟିଛି ଯାହା ଶୁଣିବା ପରେ ଆପଣମାନେ ମଧ୍ୟ ଚକିତ ହୋଇଯିବେ।
ମଣିଷ ବଦଳରେ ଏବେ ଦୁଷ୍କର୍ମର ଶୀକାର ହେଉଛି ପଶୁ। ସେହିଭଳି ଏକ ଘଟଣା ଦେଖିବାକୁ ମିଳିଛି କର୍ଣ୍ଣାଟକର ଏମିତି ଏକ ଘଟଣା ଦେଖିବାକୁ ମିଳିଛି କର୍ଣ୍ଣାଟକର ଚନ୍ନାପାଟଣାରେ। 
ଯେଉଁଠି ଜଣେ ବ୍ୟକ୍ତି ଏକ ଛେଳକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଚନ୍ନାପାଟଣା ଇନ୍ଦ୍ରାଣୀ କଟେଜର ବାସିନ୍ଦା ଜମୀର ଖାନ ଥାନାରେ ଏକ ଅଭିଯୋଗ କରିଛନ୍ତି।
ତାଙ୍କ ଅଭିଯୋଗ ମୁତାବକ, ଜଣେ ବ୍ୟକ୍ତି ଯିଏ ପେଶାରେ ଜଣେ ଅଟୋ ଚାଳକ ଇନ୍ଦ୍ରାଣୀ କଟେଜରେ ନିର୍ମାଣାଧୀନ ଚାଲିଥିବା ଏକ ଘର ନିକଟରେ ଏକ ଛେଳିକୁ ନେଇଯାଉଥିବାର ଦେଖିଥିଲେ। ଏହାକୁ ଲକ୍ଷ୍ୟ କରି ଜମୀର ଅଟୋ ଚାଳକ ଜଣଙ୍କର ପିଛା କରିଥିଲେ। 
ତେବେ ଅଟୋ ଚାଳକ ଜଣକ ଛେଳିକୁ ନେଇ ଦୁ-ଷ୍କ-ର୍ମ ଭଳି ନି-ର୍ଯା-ତ-ନ କରୁଥିବାର ଦେଖିଥିଲେ ଜମୀର। ତେବେ ଛେଳି ସହ ଏହି ଅମାନୁଷିକ କାର୍ଯ୍ୟ କରୁଥିବା ବେଳର ଭିଡ଼ିଓକୁ ମୋବାଇଲ ମାଧ୍ୟମରେ ରେକର୍ଡ କରାଯାଇଥିବା ଅଭିଯୋଗ ପତ୍ରରେ ଦର୍ଶାଯାଇଛି।
ଏହା ସହିତ ଅଭିଯୁକ୍ତ ଅଟୋ ଚାଳକ ବିରୁଦ୍ଧରେ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରିଥିବା ପୋଲିସ ସୂଚନା ଦେଇଛି। ପୂର୍ବରୁ ବାଲେଶ୍ୱର ଜିଲ୍ଲାରେ ମଧ୍ୟ ଏହିପରି ଏକ ଘଟଣା ଦେଖିବାକୁ ମିଳିଥିଲା। 
ଖଇରା ବ୍ଲକ ଅନ୍ତର୍ଗତ ଗରସଙ୍ଗ ଗ୍ରାମର ବସନ୍ତ ଦାସ ନାମକ ଜଣେ ବ୍ୟକ୍ତି ମହେଶ୍ୱର ଦାସଙ୍କ ଘରେ ପଶି ତାଙ୍କର ଏକ ଗ-ର୍ଭ-ବ-ତୀ ଛେଳିକୁ ଦୁଷ୍କର୍ମ କରିଥିଲା। ଏହି ସମୟରେ ଛେଳିଟି ଚିତ୍କାର କରିବାରୁ ପରିବାର ଲୋକ ଉଠି ପଡ଼ିଥିଲେ।
ପରିବାର ଲୋକେ ସଙ୍ଗେ ସଙ୍ଗେ ଗୁହାଳକୁ ଯାଇ ଦେଖିଥିଲେ। ଛେଳିକୁ ଦୁ-ଷ୍କ-ର୍ମ ହୋଇଥିବା ଜାଣିବାକୁ ପାଇଥିଲେ। ତେବେ ପରିବାର ଲୋକ ଛେଳିକୁ ସଙ୍ଗେ ସଙ୍ଗେ ପଶୁ ଡାକ୍ତରଖାନା ନେଇଥିଲେ। ସେଠାରେ ଡାକ୍ତର ଛେଳିକୁ ମୃ-ତ ଘୋଷଣା କରିଥିଲେ।