ଛାଡ଼ପତ୍ର ପରେ ଝିଅ କୁ ଧରି ବାପଘର ବାହାରିଲେ ଐଶ୍ୱର୍ଯ୍ୟା : ହାତଯୋଡି କାନ୍ଦିଲେ ଅମିତାଭ...

 
ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନ ଙ୍କୁ ଭଲ ଭାବେ ଜାଣି ଥିବେ। ବର୍ତ୍ତମାନ ସମୟ ରେ ସେ ନିଜ ଅଭିନୟ ପାଇଁ ଘରେ ଘରେ ପରିଚିତ।ଲୋକ ମାନେ ତାଙ୍କ ଅଭିନୟ କୁ ଖୁବ୍ ପସନ୍ଦ କରନ୍ତି।ଓ ତାଙ୍କୁ ଖୁବ୍ ସମ୍ମାନ ମଧ୍ୟ ଦିଅନ୍ତି।
ହେଲେ ଏହି ଅଭିନେତା ଜଣକ ଏବେ ନିଜ ବ୍ୟକ୍ତିଗତ ଜୀବନ କୁ ନେଇ ଖୁବ୍ ଚର୍ଚ୍ଚା ରେ ଅଛନ୍ତି।ଗତ କିଛି ଦିନ ହେବ ତାଙ୍କ ପରିବାର ରେ କୌଣସି ଏକ କାରଣ ରୁ ଝଗଡ଼ା ଲାଗି ଥିବାର ଆପଣ ମାନେ ସମସ୍ତେ ଜାଣି ଥିବେ।ତାଙ୍କ ବୌହୁ ଐଶର୍ଯ୍ୟା ରାୟ ବଚ୍ଚନ ନିଜ ଶାଶୁ ଘର ଛାଡ଼ି ବାପ ଘରେ ରହୁଥିଲେ।
ତାଙ୍କ ନାତୁଣୀ ଆରାଧ୍ୟା ମଧ୍ୟ ନିଜ ମାମୁଁ ଘରେ ରହୁ ଥିଲେ।ଯାହାକୁ ନେଇ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା କରା ଯାଇଥିଲା।ଏବେ ଅମିତାଭ ବଚ୍ଚନ ନିଜ ନାତୁଣୀ ଆରାଧ୍ୟା କୁ ନେଇ ଏଭଳି କିଛି କହିଛନ୍ତି।ଯାହାକୁ ଆପଣ ମାନେ ଶୁଣିଲେ ବିଶ୍ଵାସ କରି ପାରିବେ ନାହି।
ତାଙ୍କ କହିବା ଅନୁଯାୟୀ ତାଙ୍କ ନାତୁଣୀ ଆରଧ୍ୟା ବଚ୍ଚନ ଏବେ ବହୁତ ଜିଦି କରୁଛି।ସବୁ ଜିନିଷ କୁ ପାଇବା ପାଇଁ ଘରେ ସମସ୍ତଙ୍କ ପାଖରେ ଅଳି କରୁଛି।ଏହା କେବଳ ମୋରି ପାଇଁ ହୋଇଚି ବୋଲି ସମସ୍ତେ କହୁଛନ୍ତି।ମୁଁ ତାକୁ ବହୁତ ଭଲ ପାଏ।
ଛୋଟ ବେଳୁ ଆଜି ଯାଏଁ ସେ ଯାହା କିଛି ମୋତେ ମାଗିଛି ତାହା ମୁଁ ତାକୁ ଦେଇଛି।ଏବେ ତାର ଏହି ଖରାପ ଗୁଣ ପାଇଁ ମୁଁ ହିଁ ଦାୟୀ।ନିକଟରେ ସେ ମୋ ସହିତ ବହୁତ ଖରାପ ବ୍ୟବହାର କରିଛି।ଏହାକୁ ନେଇ ତାର ମାତା ପିତା ମୋତେ ଦାୟୀ କରିଛନ୍ତି।
ମୁଁ କେବେ ବି ଭାବି ନ ଥିଲି ସେ ଏଭଳି ଜିଦିଆ ହୋଇ ଯିବ।ଏହି କଥା ଅମିତାଭ ବଚ୍ଚନ କହିବା ସମୟ ରେ ତାଙ୍କ ଆଖିରୁ ଲୁହ ଆସି ଯାଇଥିଲା।ସେ ଆହୁରି ମଧ୍ୟ କହିଥିଲେ କି ମୁଁ ତାକୁ ବହୁତ ଭଲ ପାଏ।ତାର ସବୁବେଳେ ଭଲ କରିବା ପାଇଁ ଇଚ୍ଛା କରେ।
ତାଙ୍କ ନାତୁଣୀ ର ବ୍ୟବହାର ଏବେ ବହୁତ ଖରାପ ହୋଇ ସାରିଛି।ଏବେ ଅମିତାଭ ବଚ୍ଚନ ମାନି ନେଇଛନ୍ତି କି ତାଙ୍କ ସ୍ନେହ ଓ ଭଲ ପାଇବା ଯୋଗୁଁ ଆରଧ୍ୟା ଦିନ କୁ ଦିନ ବହୁତ ଖରାପ ହୋଇ ଯାଉଛନ୍ତି।
ଏଥିରେ ତାଙ୍କ ବାପା ମା ଙ୍କ ର କିଛି ବି ଫରକ୍ ପଡୁ ନାହିଁ।ଆରଧ୍ୟା ଙ୍କ ଠାରୁ ସେ କେବେ ବି ଏଭଳି ବ୍ୟବହାର ଆଶା କରି ନ ଥିଲେ।ତେଣୁ ଏହାକୁ ନେଇ ତାଙ୍କୁ ବହୁତ ଖରାପ ଲାଗି ଥିଲା।ତାଙ୍କର ଏହି କଥା ଗୁଡ଼ିକ ଏବେ ସୋସିଆଲ ମିଡ଼ିଆ ରେ ଖୁବ୍ ଭାଇରାଲ୍ ହେଉଛି।