ଚନ୍ଦ୍ର ରେ ମିଳିଗଲା ୧୦୦ ବର୍ଷ ଆଗରୁ ଯାଇଥିବା କୁକୁର ର ସନ୍ଧାନ ! ଆମେରିକା ନାସା ରେ ପଡ଼ିଗଲା ଚହଳ

 
Special report
ନମସ୍କାର ପାଠକ ବନ୍ଧୁ।ଏବେ ଚନ୍ଦ୍ର ଯାନ ୩ କୁ ନେଇ ସବୁଆଡେ ଚର୍ଚ୍ଚା।ଅଗଷ୍ଟ ୨୩ ତାରିଖ ଦିନ ୬.୦୪ ମିନିଟ ରେ ଚନ୍ଦ୍ର ଯାନ ଚନ୍ଦ୍ର ରେ ପହଞ୍ଚି ଥିଲା।ଏବେ ସାରା ବିଶ୍ଵ ରେ ଭାରତ ବିଷୟ ରେ ଚର୍ଚ୍ଚା ହେଉଚି।ଭାରତ ଦୁଇ ଦୁଇ ଥର ଅସଫଳ ହୋଇଛି ଚନ୍ଦ୍ର କୁ ଯିବା ପାଇଁ।ପ୍ରଥମ ଥର ପାଇଁ ଭାରତ ଚନ୍ଦ୍ର ରେ ପାଦ ଥାପିଛି।
Special report
ଚନ୍ଦ୍ର କୁ ଯାଇଥିବା ଯାନ ର ନାମ ହେଉଚି ବିକ୍ରମ।ଏହା ଚନ୍ଦ୍ର ପୃଷ୍ଠ ରେ ଲ୍ୟାଣ୍ଡ ହେବାର ସାଢେ଼ ଚାରି ଘଣ୍ଟା ପରେ ରୋବଟ ପ୍ରଜ୍ଞାନ ଚନ୍ଦ୍ର ରେ ପାଦ ଥାପି ଥିଲା।ଭାରତ ପ୍ରଥମ ଥର ପାଇଁ ଏଭଳି ଇତିହାସ ସୃଷ୍ଟି କରିଛି।ଏଥିପାଇଁ ପ୍ରତ୍ୟେକ ଭାରତୀୟ ଇସ୍ରୋ କୁ ଅନେକ ପ୍ରଶଂସା କରିଛନ୍ତି ।
ସୂଚନା ଅନୁସାରେ ଖୁବ୍ ଶୀଘ୍ର ପୃଥିବୀ ପରି ଚନ୍ଦ୍ର ରେ ଜନ ବସତି ଗଢି ଉଠିବ।ଲୋକ ମାନେ ଚନ୍ଦ୍ର ରେ ବାସ କରିବେ।ଏବେ ପ୍ରଜ୍ଞାନ ଚନ୍ଦ୍ର ରେ ଜୀବନ ଯାପନ ସମ୍ଭବ କି ନାହିଁ ସେ ବିଷୟ ରେ ପରୀକ୍ଷା କରୁଚୁ।ପ୍ରଜ୍ଞାନ ବହୁତ ଧୀର ଗତି ରେ ଚନ୍ଦ୍ର ର ଦକ୍ଷିଣ ମେରୁ ରେ ଘୁରି ବୁଲୁଛି।
ସେଠାରେ ପଡ଼ି ଥିବା ଧୂଳି କୁ ମଧ୍ୟ ପରୀକ୍ଷା କରା ଯାଇଛି।କିପରି ଭାବରେ ଚନ୍ଦ୍ର ରେ ଜୀବନ ଯାପନ ସମ୍ଭବ ହେବ ସେଥିପାଇଁ ପ୍ରଜ୍ଞାନ ଏବେ ତାର ସନ୍ଧାନ ଜାରି ରଖିଚି।ସେ ସେଠାରେ ୧୪ ଦିନ ରହିବ।ଏହାରି ଭିତରେ ସେ ନିଜ କାର୍ଯ୍ୟ କରିବ।
ଆଜି ପ୍ରଜ୍ଞାନ ପାଇ ସାରା ଦେଶ ରେ ଭାରତ ର ନାମ ରହିଛି।ଭାରତ ପ୍ରଥମ ଥର ପାଇଁ ଏତେ ବଡ ଇତିହାସ ସୃଷ୍ଟି କରିଛି।ବିଦେଶ ରେ ମଧ୍ୟ ଭାରତ ର ଅନେକ ପ୍ରଶଂସା କରା ଯାଉଚି।ଆଜି ଚାନ୍ଦ ରେ ଲେଖା ଯାଇଚି ଭାରତ ର ନାମ।
ଯାହାକି ବହୁତ ଗର୍ବ ର ବିଷୟ।ବିକ୍ରମ ଚନ୍ଦ୍ର ଯାନ ପ୍ରଜ୍ଞାନ ରୋବଟ କୁ ଛାଡି ଲା ପରେ ପ୍ରଜ୍ଞାନ ଏବେ ଏକୁଟିଆ ଚନ୍ଦ୍ର ରେ ଘୁରି ବୁଲୁଛି।କିପରି ଏଠାରେ ଜନ ବସତି ସମ୍ଭବ ହେବ ସେ ବିଷୟରେ ଜାଣି ବାକୁ ଚେଷ୍ଟା କରୁଛି।ଖୁବ୍ ଶୀଘ୍ର ଚନ୍ଦ୍ର ରେ ମଧ୍ୟ ସବୁଜ ଫସଲ କରା ଯିବ।
ଲୋକ ମାନେ ସେଠାରେ ବି ଚାଷ ବାସ ଆରମ୍ଭ କରିବେ।ପ୍ରଜ୍ଞାନ ଉପରେ ଏବେ ସାରା ବିଶ୍ଵ ର ନଜର ରହିଛି।ସେକେଣ୍ଡ ପ୍ରତି ଏକ ସେମି ଆଗକୁ ବଢୁଛି ପ୍ରଜ୍ଞାନ।ଦିନ କୁ ପାଖାପାଖି ତିନି ଶହ ରୁ ଚାରି ଶହ ମିଟର ଆଗକୁ ଯାଉଚି ସେ।
ଦକ୍ଷିଣ ମେରୁ ଖାଲ ରେ ପରିପୂର୍ଣ୍ଣ।ସେଥିପାଇଁ ପ୍ରଜ୍ଞାନ କୁ ବହୁତ ସତର୍କତା ରେ ଚାଲି ବାକୁ ପଡ଼ୁଚି।ଟିକେ ବି ଦୁର୍ଘଟଣା ହେଲେ ସବୁ କିଛି ଶେଷ ହୋଇ ଯିବ।