କେୟାର ଟେକର ସହ ଅଶ୍ଳିଳ ସମ୍ପର୍କ : ଶେଷରେ ଯୁବକ କୁ ପିଟି ପିଟି ମା-ରିଦେଲା ଯୁବତୀ

 
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ହୋଟେଲ୍ ମାଲିକ ବିଶ୍ୱଜିତ୍ ନାୟକ ଙ୍କ ହ-ତ୍ୟା ମାମଲା ଏବେ ଖୁବ୍ ତେଜିବା ରେ ଲାଗିଛି। କାରଣ ତାଙ୍କର କେୟାର ଟେକର ସୁଙ୍କି ହିଁ ନିଜ ମାଲିକକୁ ମାରି ଦେଇଛି।
ପୂର୍ବରୁ ସୁଙ୍କି ମଧ୍ୟ ନିଜ ଯାଆ କୁ ମାରି ୧୨ ବର୍ଷ ପାଇଁ ଜେଲ କୁ ଯାଇଥିଲା।୧୨ ବର୍ଷ ଜେଲ ରେ ରହିବା ପରେ ସୁଙ୍କି ଏକ ଆଶ୍ରାମ ରେ ମଧ୍ଯ ରହି ଆସୁଥିଲା। ଏହି ଆଶ୍ରମରେ ବିଶ୍ୱଜିତ୍ ଙ୍କ ମାଆ ରହୁଥିଲେ ।
ମାଆ ଙ୍କୁ ସାହଯ୍ୟ କରୁ ଥିବାରୁ ବିଶ୍ୱଜିତ୍ ଙ୍କ ସହ ସୁଙ୍କି ର ସମ୍ପର୍କ ଗଢ଼ି ଉଠିଥିଲା। ଏହାପରେ ବିଶ୍ୱଜିତ୍ ଘରକୁ ଯିବା ଆସିବା କରୁଥିଲା ସୁଙ୍କି।ସୁଙ୍କି ଆଶ୍ରମକୁ ଫେରି ଯାଉ ବୋଲି ବିଶ୍ୱଜିତ୍ ଆଦୌ ଚାହୁଁ ନଥିଲେ।
ଏହାପରେ ଏହାକୁ ନେଇ ଝଗଡ଼ା ଉଗ୍ର ରୂପ ନେବାରୁ ବିଶ୍ୱଜିତ୍ ଉପରକୁ ସୁଙ୍କି ଆକ୍ରମଣ କରିଥିଲ। ଏହାପରେ ବିଶ୍ୱଜିତ୍ ର ହ-ତ୍ୟା କରି ଦେଇଥିଲା। ପୋଲିସ ଏବେ ରକ୍ତ ଭିଜା କପଡ଼ା ସହ କାଠ ଫାଳିଆ ମଧ୍ୟ ଜବତ କରିଛି।
ଏନେଇ ପୋଲିସ ଆଗରେ ସବୁ ସତ କଥା ମଧ୍ୟ ସୁଙ୍କି ସ୍ବୀକାର କରିଛି। ସେ କହିଛି କି ଏସବୁ ପଛରେ ତାର ହିଁ ହାତ ରହିଛି ଆଉ ବଚସା ଉଗ୍ର ହେବାରୁ ସେ ଏଭଳି କରିଥିବା ମଧ୍ୟ ଜଣା ପଡ଼ିଛି।
ନିଶ୍ଚିତ ଭାବରେ ଏହା ଏକ ଖୁବ୍ ଚିନ୍ତାର ବିଷୟ ଅଟେ। କାରଣ ଏଭଳି ଜଣକ ପରେ ଜଣକୁ ନିଶ୍ଚିତ ଭାବରେ ଖୁବ ଚିନ୍ତନିୟ ବିଷୟ ଅଟେ। ପ୍ରଥମେ ତ ସେ ତାଙ୍କ ଯାଆ ଙ୍କୁ ମାରିଥିଲେ ହେଲେ ଏବେ ତାଙ୍କର ମାଲିକକୁ ହିଁ ମାରିଦେଲେ।
ଏହି ଘଟଣାରେ ଏବେ ତଦନ୍ତ ଚାଲିଥିବା ବେଳେ ସୁଙ୍କି କୁ ଏଥିପାଇଁ ଗିରଫ ମଧ୍ଯ କରାଯାଇଛି।ସୁଙ୍କି କୁ ଗିରଫ କରାଯାଇ ତାକୁ କୋର୍ଟ ଚାଲାଣ ମଧ୍ୟ କରାଯାଇଛି। ଯାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି।
ଲୋକମାନେ କାହାକୁ ବିଶ୍ବାସ କରିବେ କାହାକୁ ନାହିଁ କିଛି ଜାଣି ପାରୁ ନାହାଁନ୍ତି। ତେବେ ଏହି ଘଟଣା ସଂପର୍କରେ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଭୁଲି ଯିବେ ନାହିଁ।