କେମିତି ବିସ୍କୁଟ ଖାଇ ଚାଲିଗଲା ଜୀବନ ଦେଖନ୍ତୁ ସାମ୍ନାକୁ ଆସିଲା ହୃଦୟ ବିଦାରକ ଦୃଶ୍ୟ - Exclusive

 
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଏବେ ଦୁନିଆରେ ସବୁ ଲୋକ ପ୍ରାୟ ସୋସିଆଲ ମିଡିଆ ସହିତ ଜଡିତ ହୋଇ ରହୁଛନ୍ତି। ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି।
ତେବେ କଥାରେ ଅଛି ମୃ-ତ୍ୟୁ କେତେବେଳେ ଆସେ ତାହା କେହିବି ଜାଣି ନଥାଏ। ଯେକୈାଣସି ସମୟରେ ମୃ-ତ୍ୟୁ ଆସିଥାଏ ତାହା କେବେ କେହି କଳ୍ପନା ବି କରିନଥାନ୍ତି।
ତେବେ ବନ୍ଧୁଗଣ ବିସ୍କୁଟ ଖାଇ ଚାଲିଗଲା ନାବାଳିକାଙ୍କ ଜୀବନ। ଏଭଳି ଅଭାବନୀୟ ଘଟଣାଟି ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ରାସୋଳ ପଞ୍ଚାୟତ ବାଙ୍କିଟିଆ ଗ୍ରାମରେ।
ତେବେ ଘଟଣାଟି ହେଉଛି ବଡ ବଡ ଭଉଣୀ ସାନ ଭଉଣୀକୁ ସ୍କୁଲରୁ ଫେରିବାର ବାଟ ଚାହିଁ ରହିଥିଲା। ଯାହାକି ସାନ ଭଉଣୀ ଆସିଲେ ଉଭୟ ମିଶିକି ହାପି ହାପି ବିସ୍କୁଟ ଖାଇବେ ବୋଲି। ଆଉ ସାନ ଭଉଣୀ ସ୍କୁଲ ରୁ ଆସିବା ପରେ ତାର ନାନୀ ତାକୁ ହାପି ହାପି ବିସ୍କୁଟ ଖାଇବା ପାଇଁ ଦେଇଥିଲା। 
କିନ୍ତୁ ବିସ୍କୁଟ ଖାଇବା ପରେ ସେହି ନାବାଳିକା ଝିଅଟି ସେହିଠାରେ ଚେତାଶୂନ୍ୟ ହୋଇପଡ଼ିଥିଲା। ଏହାପରେ ସେହି ନାବାଳିକା ଝିଅକୁ ପରିବାର ଲୋକେ ସାଙ୍ଗେ ସାଙ୍ଗେ ଡାକ୍ତରଖାନା ନେଇଯାଇଥିଲେ। ଆଉ ସେଠାରେ ନାବାଳିକା ଝିଅଟିକୁ ମୃ-ତ ଘୋଷଣା କରିଥିଲେ।
ତେବେ ବନ୍ଧୁଗଣ ସୂଚନା ଅନୁଯାୟୀ, ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ବାଙ୍କଟିଆ ଗ୍ରାମର ଆର୍ତ୍ତ ତ୍ରାଣ ନାଏକ ଙ୍କ ଝିଅ ଭୂମି ନାଏକ ବିଦ୍ୟାଳୟ ରୁ ଫେରିବା ସମୟରେ ପାଖ ଦୋକାନ ରୁ ବିସ୍କୁଟ ଖାଇଥିଲେ। 
ଏବଂ କିଛି ସମୟ ପରେ ଅଚେତ ହୋଇଯିବା ଫଳରେ ତାଙ୍କୁ ରାଶୋଳ ଡାକ୍ତର ଖାନା ନେଇଥିଲେ। ଆଉ ସଙ୍ଗେସଙ୍ଗେ ଡାକ୍ତର ତାଙ୍କୁ ହିନ୍ଦୋଳ ମେଡିକାଲ କୁ ସ୍ଥାନାନ୍ତର କରିଥିଲେ।
ତେବେ ହିନ୍ଦୋଳ ଡାକ୍ତର ଅସୁସ୍ଥ ଥିବା ନାବାଳିକା ଝିଅକୁ ମୃ-ତ ଘୋଷଣା କରିଥିଲେ। ତେବେ ଏନେଇ ପରିବାର ଲୋକ ଭାଙ୍ଗି ପଡିଥିବା ବେଳେ ଏହି ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି।