ବିଗ୍ ବସ୍ ଜିତିବା ପରେ ସଲମାନ୍ ଙ୍କ ହାତରୁ ଛଡେଇ ନେଲେ ଟ୍ରଫି, ରାଗ ରେ ସଲମାନ୍ କହିଲେ ମୁଁ ଜଜ୍ ନା ତୁ

 
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସଲମାନ ଖାନ ବଲିଉଡ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ଅଭିନେତା।ଯିଏକି ବଲିଉଡକୁ ଅନେକ ହିଟ୍ ଫିଲ୍ମ ଦେଇଛନ୍ତି।ତାଙ୍କୁ ସମସ୍ତେ ବହୁତ ପସନ୍ଦ କରନ୍ତି।ସେ ଫିଲ୍ମ ସହିତ ଏକ ବହୁତ ଭଲ ଶୋ ମଧ୍ୟ ଚଳାଇଛନ୍ତି।
ସେହି ଶୋ ର ନାମ ହେଉଛି ବିଗ୍ ବସ୍। ଆଉ ଏହି ବିଗ୍ ବସ୍ ଶୋ କୁ ସାରା ଭାରତ ବାସୀ ଖୁବ୍ ଭଲ ପାଇବା ଦେଇଛନ୍ତି। ଆଉ ଏହି ଶୋ ମଧ୍ୟ ଘରେ ଘରେ ବେଶ ଭଲ ଭାବରେ ପରିଚିତ ଅଟେ।
ଏବଂ ଏହି ଶୋ ର ବର୍ତ୍ତମାନ ସମୟରେ ଲକ୍ଷାଧିକ ଫ୍ୟାନ ମାନେ ମଧ୍ୟ ଅଛନ୍ତି। ଶୋ ରେ ଆସୁଥିବା ସମସ୍ତ ଖେଳାଳିଙ୍କୁ ସମସ୍ତେ ବହୁତ ପସନ୍ଦ କରନ୍ତି। ଏହି ଶୋ ରେ ପାଦ ଦେବା ପରେ ତାଙ୍କର ଭାଗ୍ୟ ମଧ୍ୟ ବଦଳି ଯାଇଥାଏ।
ସେମାନେ ମଧ୍ୟ ଏହି ଶୋ ପାଇଁ ଖୁବ୍ ସଫଳତା ର ଅଧିକାରୀ ହୋଇ ପାରନ୍ତି। ଏହାକୁ ନେଇ ସୋସିଆଲ ମିଡ଼ିଆ ଅନେକ ଚର୍ଚ୍ଚା ମଧ୍ଯ ହୋଇଥାଏ।ନିକଟରେ ଜଣେ ବହୁତ ଭଲ ଖେଳାଳି ଶୋ କୁ ଆସିଥିଲେ। ସେ ଥିଲେ ୱାଇଲ୍ଡ କାର୍ଡ ପ୍ରତିଯୋଗୀ।
 ଆଉ ସେ ୱାଇଲ୍ଡ କାର୍ଡ ଭାବରେ ପ୍ରବେଶ କରିଥିଲେ। ଯାହା ପରେ ସେ ବିଗ୍ ବସ ରେ ଇତିହାସ ସୃଷ୍ଟି କରିଛନ୍ତି।ଏହି କାରଣରୁ ସମସ୍ତେ ବର୍ତ୍ତମାନ ଏହି ଖେଳାଳି ଏଲଭିଶ ଯାଦବଙ୍କୁ ବହୁତ ପସନ୍ଦ କରୁଛନ୍ତି।
ଏଲଭିଶ ଯାଦବ କୋଟି କୋଟି ସମ୍ପତ୍ତିର ମାଲିକ ଅଟନ୍ତି।ଏଲଭିଶ ଯାଦବ ଏହି ସମୟର ବିଗ୍ ବସ୍ ଶୋ ଜିତି ଇତିହାସ ସୃଷ୍ଟି କରିଛନ୍ତି।ଯାହା ଆଜି ପର୍ଯ୍ୟନ୍ତ କେହି କରିନାହାଁନ୍ତି।ଏଲଭିଶ ଯାଦବ ବିଗ୍ ବସ୍ ଶୋ ରୁ ୨୫ ଲକ୍ଷ ଟଙ୍କା ପୁରସ୍କାର ଜିତିଛନ୍ତି।
 କିନ୍ତୁ ଏହି ରାଶି ତାଙ୍କ କୋଟି କୋଟି ସମ୍ପତ୍ତି ସାମ୍ନାରେ ବହୁତ କମ୍।।ଏଲଭିଶ ଯାଦବ ୪୦ କୋଟି ମୂଲ୍ୟର ସମ୍ପତ୍ତିର ମାଲିକ।ଏଲଭିଶ ୨୦୧୬ ତାଙ୍କର ୟୁଟ୍ୟୁବ୍ ଯାତ୍ରା ଆରମ୍ଭ କରିଥିଲେ।ଯାହା ପରେ ସେ ଏହି ସଫଳତା ହାସଲ କରିଛନ୍ତି ।
ଏଲଭିଶ ଙ୍କ ପୋର୍ସେ 718 ବକ୍ସଷ୍ଟର, ହୁଣ୍ଡାଇ ଭର୍ନା ଏବଂ ଟୟୋଟା ଫର୍ଚୁନର୍ ପରି ବହୁତ ବିଳାସପୂର୍ଣ୍ଣ ଏବଂ ମହଙ୍ଗା ଗାଡ଼ି ଅଛି। ଯେଉଁଥିରେ ସେ ବିଭିନ୍ନ ସ୍ଥାନକୁ ଯାତ୍ରା କରୁଥିବା ଦେଖାଯାଉଛି। ସେ ଅତି ବିଳାସପୂର୍ଣ୍ଣ ଜୀବନଯାପନ କରୁଥିବା ଦେଖାଯାଏ।