Bhubabewsar ରେ ଦେହ ବିକିବାକୁ ଆସୁଛନ୍ତି ଋଷିଆ ରୁ ଝିଅ ମାନେ, ଗରାଖ ମାନେ ବି କହିଲେ ...

 
ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣି ଥିବେ ବର୍ତ୍ତମାନ ସମୟ ରେ ଲୋକ ମାନେ କିଭଳି କାଣ୍ଡ ମାନ ଘଟାଉଛନ୍ତି।କିଛି ଟା ଟଙ୍କା ପାଇଁ ସେମାନେ ନିଜ ମାନ ସମ୍ମାନ ଭୁଲି ଯାଉଛନ୍ତି।
ରାଜଧାନୀ ଭୁବନେଶ୍ୱର ରେ ଦେହ ବେପାର ଏକ ନିତିଦିନିଆ କଥା ହୋଇ ଗଲାଣି।ପୁରୁଷ ମାନଙ୍କ ସହିତ ସ-ମ୍ପ-ର୍କ ରଖି ସେମାନେ ପାଉଛନ୍ତି କୋଟି କୋଟି ଟଙ୍କା।ଏଭଳି ଘଟଣା ଦେଖିବାକୁ ମିଳିଛି ରାଜଧାନୀ ଭୁବନେଶ୍ଵର ର ଆର୍ଯ୍ୟ ନଗର ଥାନା ଅଞ୍ଚଳ ରେ।
ଏବେ ଏହି ସ୍ଥାନ ଟି ଏକ ବେ-ଶ୍ୟା-ଳ-ୟ ରେ ପରିଣତ ହୋଇଛି।ଚାରି ପାଞ୍ଚ ଜଣ ମହିଳା ରାତି ହେଲେ କୌଣସି ହୋଟେଲ ଭିତରେ ସଜ ହୋଇ ବସି ଯାଆନ୍ତି।ଏହା ପରେ ଧନୀ ଘର ର ପୁରୁଷ ମାନେ ସେଠାକୁ ଆସି ତାଙ୍କ ସହିତ ଶା-ରୀ-ରି-କ ସମ୍ପର୍କ ରଖନ୍ତି।
ଏଥିପାଇଁ ସେହି ମହିଳା ମାନେ ବହୁତ ଟଙ୍କା ନିଅନ୍ତି।ଏଥିରେ ପ୍ରାୟ ଚାରି ରୁ ପାଞ୍ଚ ଜଣ ମହିଳା ରହିଛନ୍ତି।କୁହା ଯାଉଛି ଯେ ଏଭଳି କାର୍ଯ୍ୟ କରାଇ ବାରେ ଜଣେ ଧନୀ ଘର ର ନେତା ସଂପୃକ୍ତ ଅଛନ୍ତି।
ତାଙ୍କରି କଥା ଅନୁସାରେ ଏହି ମହିଳା ମାନେ ଏଭଳି କାମ କରୁଛନ୍ତି।ମହିଳା ମାନେ ପୁରୁଷ ମାନଙ୍କୁ ନିଜ ରୁମ୍ କୁ ଡାକି ଆଣନ୍ତି।ଏହା ପରେ ତାଙ୍କୁ ପ୍ରଚୁର ପରିମାଣ ରେ ମଦ ପିଆଇ ଦିଅନ୍ତି।ଏହା ପରେ ରାତି ସାରା କାର୍ଯ୍ୟ କରନ୍ତୁ।
ଗେଷ୍ଟ ହାଉସ ଭିତରେ ରହୁଛନ୍ତି ପାଞ୍ଚ ରୁ ଛଅ ଜଣ ଯୁବତୀ।ମୋଟା ଅଙ୍କ ର ଟଙ୍କା ସେମାନେ ରୋଜଗାର କରୁଛନ୍ତି।ସେମାନେ ଗରିବ ଘର ର ଲୋକ ନୁହନ୍ତି।ଧନୀ ଘର ର ପିଲା ମାନେ ଏଭଳି କାଣ୍ଡ କରୁଛନ୍ତି।
ଏହାକୁ ଯେ କେହି ବି ଶୁଣି ଆଶ୍ଚର୍ଯ୍ୟ ହୋଇ ଯାଉଛି।ଅନଲାଇନ୍ ମାଧ୍ୟମ ରେ କିଛି ଲୋକେ ଏହି ବେପାର ଆରମ୍ଭ କରିଛନ୍ତି।କିଛି ମହିଳା ମାନଙ୍କୁ କାମ ରେ ଲଗା ଯାଉଛି।
ରାତି ୧୧ ଟା ପରେ ଅନେକ ପୁରୁଷ ମାନେ ଏହି ଗେଷ୍ଟ ହାଉସ ଭିତରେ ପ୍ରବେଶ କରୁଛନ୍ତି।ସକାଳ ହେବା ପର ଠାରୁ ସେମାନେ ପୁଣି ବାହାରକୁ ଚାଲି ଆସୁଛନ୍ତି।