ଭୟରେ ଭାରତ ରେ ରହୁଛନ୍ତି KRK, ଆଜ୍ଞା ମୁଁ ସଲମାନ୍ ଙ୍କୁ ବୁଢ଼ା କହିଦେଇଥିଲି ବୋଲି ମତେ ମାରିବାକୁ ଗୋଡାଉଛନ୍ତି

 
ନମସ୍କାର ପାଠକ ବନ୍ଧୁ।ବିବାଦୀୟ ଅଭିନେତା କେ ଆର କେ ଙ୍କୁ ଗିରଫ କରା ଯାଇଛି।ଅନେକ ସମୟ ରେ ସେ କିଛି ବିବାଦୀୟ ବୟାନ ଦେଇ ସମସ୍ତ ଙ୍କ ଦୃଷ୍ଟି ଆକର୍ଷଣ କରନ୍ତି।ଏବେ ତାଙ୍କୁ ମୁମ୍ବାଇ ପୋଲିସ ଗିରଫ କରି ଜେଲ ରେ ଭର୍ତି କରି ଦେଇଛନ୍ତି।
ନିକଟ ରେ ସେ ପୁଣି ଥରେ ବଲିଉଡ ଅଭିନେତା ସଲମାନ୍ ଖାନ୍ ଙ୍କ ବିରୋଧ ରେ ମନ୍ତବ୍ୟ ଦେଇଥିଲେ।ସେ କହିଥିଲେ କି ମୋର ଯଦି କିଛି ହୁଏ ତେବେ ଏଥିପାଇଁ ସଲମାନ୍ ଖାନ୍ ଦାୟୀ ରହିବେ।ସେ ହିଁ ମୋତେ ମାରି ଥିବେ ବୋଲି ଆପଣ ମାନେ ସମସ୍ତେ ଜାଣିବେ।
ସୂଚନା ଅନୁସାରେ କେ ଆର କେ ଓରଫ କମଲ ରଶିଦ ଖାଁ ପୁଣି ଥରେ ଏବେ ଚର୍ଚ୍ଚା କୁ ଆସିଛନ୍ତି।ସେ ହେଉଛନ୍ତି ବଲିଉଡ ତଥା ଭୋଜପୁରୀ ଫିଲ୍ମ ଜଗତ ର ଅଭିନେତା ଓ ଫିଲ୍ମ ନିର୍ମାତା।ସେ ଯେଉଁ ଫିଲ୍ମ ତିଆରି କରନ୍ତି ତାହାକୁ ଲୋକ ମାନେ ମଧ୍ୟ ପସନ୍ଦ କରନ୍ତି।
ହେଲେ ଏହି ଅଭିନେତା ଜଣକ ସବୁବେଳେ ବିବାଦୀୟ ବୟାନ ଦେଇ ଚର୍ଚ୍ଚା କୁ ଆସି ଥାଆନ୍ତି।ସେ ବଲିଉଡ୍ ର ଅନେକ ଅଭିନେତା ମାନଙ୍କ ବିରୋଧ ରେ କହି ଥାଆନ୍ତି।ସେ ନିକଟ ରେ କହିଛନ୍ତି କି ତାଙ୍କୁ ଶିବାଜି ଛତ୍ର ପତି ବିମାନ ବନ୍ଦର ରୁ ଗିରଫ କରା ଯାଇଛି।
ଯଦି ଜେଲ ଭିତରେ ତାଙ୍କର ମୃତ୍ୟୁ ହୁଏ ତେବେ ତାଙ୍କୁ ସଲମାନ୍ ଖାନ୍ ମାରିଛନ୍ତି ବୋଲି ସମସ୍ତେ ଭାବି ନେବେ।ଏହା ପରେ ସେ ଆହୁରି କହିଛନ୍ତି କି ସେ ଗୋଟିଏ ବର୍ଷ ହେଲାଣି ମୁମ୍ବାଇ ରେ ରହୁଛନ୍ତି।ସେଠାରେ ରହି ସେ ବଲିଉଡ ଫିଲ୍ମ ରେ ଅଭିନୟ କରିଛନ୍ତି।
ହେଲେ ସଲମାନ୍ ଖାନ୍ ଏହାକୁ ସହି ପାରୁ ନାହାଁନ୍ତି।ସେ ମୋତେ ମାରିବା ପାଇଁ ଚାହୁଁ ଛନ୍ତି।୨୦୧୬ ମସିହା ର କେସ ପାଇଁ ନିକଟ ରେ ତାଙ୍କୁ ଗିରଫ କରା ଯାଇ ଥିଲା।ସେ ଏବେ ଜେଲ ରେ ଅଛନ୍ତି।ଅନେକ ଦିନ ହେଲାଣି ପୋଲିସ ତାଙ୍କୁ ଖୋଜୁଥିଲା।
ଶେଷ ରେ ସେ ଧରା ପଡ଼ି ଯାଇଛନ୍ତି।ଏହା ପୂର୍ବ ରୁ ସେ ରିଷୀ କପୁର ଓ ଇମ୍ରାନ ଖାଁ ଙ୍କ ବିରୋଧ ରେ ବିବାଦୀୟ ମନ୍ତବ୍ୟ ଦେଇ ଥିଲେ।ସେ ସମୟ ରେ ତାଙ୍କ ପ୍ରଶଂସକ ମାନେ ଏହାକୁ ବିରୋଧ କରିବା ସହିତ
ତାଙ୍କୁ ସୋସିଆଲ ମିଡ଼ିଆ ରେ ଅନେକ କଥା କହିଥିଲେ।କିଛି ପ୍ରଶଂସକ ମାନେ କହିଥିଲେ କି କମଲ ରସିଦ ଖାଁ ଙ୍କୁ ମାରି ଦିଆ ଯାଉ।ଏହା ପୂର୍ବ ରୁ ସେ ଅନେକ ଥର ଜେଲ ଯାଇ ଛନ୍ତି।ଏବେ ସେ ପୁଣି ଥରେ ଜେଲ ଯାଇଛନ୍ତି।