୨୦୨୪ ମସିହା ଭାରତ ହାତରୁ ଖସି ଯିବ ଲାଦାକ...

 
ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ଜାଣି ଥିବେ ଯେ ୨୦୨୪ ଓଡ଼ିଶା ପାଇଁ ବହୁତ ବିପଦ ନେଇ ଆସୁଛି।ଏହି ବର୍ଷ ଅନେକ ରୋଗ ହେବ। କରୋନା ଭଳି ଅନେକ ରୋଗ ପୁଣି ଥରେ ଆସିବାକୁ ଯାଉଛି।
୨୦୨୨ ମସିହା ରେ ଅନେକ ଲୋକ ଏହି ରୋଗ ପାଇଁ ମୃ-ତ୍ୟୁ ବରଣ କରିଥିଲେ।ମାଳିକା ରେ ଯାହା ଲେଖା ହୋଇଛି ତାହା ସବୁ ସତ ହୋଇଛି।ମହାପୁରୁଷ ମାନେ ସେ ସମୟ ରେ ତାଳ ପତ୍ର ପୋଥି ରେ ଅନେକ କଥା ଲେଖି ଯାଇଛନ୍ତି।ଯାହାକି ବର୍ତ୍ତମାନ ସମୟ ରେ ସତ୍ୟ ପ୍ରମାଣିତ ହେଉଛି।
ସୂଚନା ଅନୁସାରେ ଏହି ବର୍ଷ ହିମାଳୟ ପର୍ବତ ର ବରଫ ତରଳି ବାକୁ ଯାଉଛି।ଯାହା ଫଳ ରେ ସମୁଦ୍ର ର ଜଳ ସ୍ତର ବୃଦ୍ଧି ପାଇବ।ଏହା ଜନ ବସତି ଆଡ଼କୁ ମାଡ଼ି ଆସିବ।ଓଡ଼ିଶା ରେ ଜଳ ପ୍ରଳୟ ଦେଖା ଯିବ।ରାଜନୀତି କ୍ଷେତ୍ର ରେ ଅନେକ ପରିବର୍ତନ ଦେଖା ଯିବ।
ଆଟଲାଣ୍ଟିକ ମହାସାଗର ଓ ପ୍ରଶାନ୍ତ ମହାସାଗର ଫୁଲି ଯିବ।ଅନେକ ଦେଶ ସେହି ପାଣି ଘେର ରେ ରହି ଯିବ।ଚିନ ଦେଶ ବିଶ୍ଵାସ ଘାତକତା କରି ଲଦାଖ ଅଞ୍ଚଳ କୁ ନେଇ ଯିବ।ଏହି ଅନେକ ଦୁଃଖଦ ପରିସ୍ଥିତି ୨୦୨୪ ରେ ସୃଷ୍ଟି ହେବାକୁ ଯାଇଛି।
ଅନ୍ୟ ପଟେ ୨୦୨୬ ମସିହା ବେଳ କୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ହେବ।ଏହି ଯୁଦ୍ଧ ରେ ଭାରତ କୁ ସମର୍ଥନ କରିବା ପାଇଁ ଚିନ ଆଗକୁ ଆସିବ। ଏବଂ ପାକିସ୍ତାନ କୁ ସମର୍ଥନ କରିବ ଆମେରିକା ଚିନ ଭଳି ବଡ ବଡ ଦେଶ।ଏଥିରେ ଅନେକ ଦେଶ କ୍ଷତି ଗ୍ରସ୍ତ ହେବେ।
ଆମେରିକା ପାକିସ୍ତାନ କି ଅସ୍ତ୍ର ଯୋଗାଇ ଦେବ।ଏଥିରେ ଆହୁରି ମଧ୍ୟ ଲେଖା ହୋଇଚି ଜଳ ପ୍ରଳୟ ହେବା ସହିତ ସୁନାମି ଶସ୍ୟ ହାନି ବିଷୟ ରେ।ଏହି ବର୍ଷ ଅନେକ ଲୋକ ଙ୍କ ଘର ଦ୍ଵାର ପାଣି ରେ ବୁଡି ଯିବ।ଲୋକ ଖାଇବାକୁ ପାଇବେ ନାହିଁ।।
ଲୋକ ଙ୍କ ଫସଲ ସବୁ ପାଣି ରେ ବୁଡି ରହିବ। ଘର ଦ୍ବାର ସବୁ ପାଣି ରେ ଭାସି ଯିବ।୨୦୨୬ ମସିହା ରେ ହୀରାକୁଦ ବନ୍ଧ ଭାଙ୍ଗି ଯିବ।ସବୁ ପାଣି ମାଡ଼ି ଆସିବ।
ଏହି କଥା କେବେ ଅସତ୍ୟ ହେବ ନାହିଁ।ମାଳିକା ରେ ଯାହା ଲେଖା ହୋଇଚି ତାହା ଅକ୍ଷରେ ଅକ୍ଷରେ ସତ ହୋଇଛି।ଆଗକୁ ମଧ୍ୟ ହେବ।ତେଣୁ ଏବେ ଠାରୁ ଲୋକ ମାନେ ଭଗବାନ ଙ୍କୁ ଡାକନ୍ତୁ।ସେ ହିଁ କେବଳ ଆମ କୁ ରକ୍ଷା କରି ପାରିବେ।