ପେଚକଚ ରେ ବଡ଼ଭାଇ କାଢି ଆଣିଲା ଛାତିର କଲିଜା ଦେଖନ୍ତୁ ସାମ୍ନାକୁ ଆସିଲା ଭୟଙ୍କର ଘଟଣା

 
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡ଼ିଆରେ ଆପଣ ମାନେ ପ୍ରତ୍ୟେକ ଦିନ ଅନେକ ପ୍ରକାର ଘଟଣା ଦୁ-ର୍ଘ-ଟ-ଣା ବିଷୟରେ ଜାଣିବାକୁ ପାଇଥାନ୍ତି। ବନ୍ଧୁଗଣ ଏବେ ଦୁନିଆର ସମସ୍ତ ଲୋକ ସୋସିଆଲ ମିଡିଆ ସହ ଜଡିତ ହୋଇ ରହୁଛନ୍ତି।
ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି। ଇଣ୍ଟରନେଟ ଦୁନିଆରେ ବିଭିନ୍ନ ପ୍ରକାରର ଭିଡିଓ ପ୍ରତିଦିନ ଦେଖିବାକୁ ମିଳିଥାଏ।  
ତେବେ ବନ୍ଧୁଗଣ ଭାଇ ଭୁଲିଗଲା ଭାଇର ସ୍ନେହ, ସାମାନ୍ୟ କଳହରୁ ଭାଇକୁ ମାରିଲା ଭାଇ। ଜୀବନ ନେବା ପରେ ଥାନାରେ ଆତ୍ମସମର୍ପଣ କରିଛି ବଡ଼ଭାଇ।
ଭବାନୀପାଟଣା ଟାଉନ ଥାନା ବାହାଦୁର ବଗିଚାପଡ଼ାରେ ଏହି ହ-ତ୍ୟା-କା-ଣ୍ଡ ଘଟିଛି। ତେବେ ମୃ-ତ ବ୍ୟକ୍ତିଙ୍କ ନାମ ଗଣେଶ ବାଗ ବୋଲି ଜଣାପଡିଛି। ଦୁଇ ଭାଇଙ୍କ ଭିତରେ ସାମାନ୍ୟ ବଚସା ହେବାରୁ ମହେନ୍ଦ୍ର ବାଗ ନିଜ ସାନ ଭାଇ ଗଣେଶ ବାଗଙ୍କୁ ହ-ତ୍ୟା କରିଥିଲା। 
ପରିବାର ଲୋକ ଗଣେଶଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ହସ୍ପିଟାଲକୁ ନେଇଥିଲେ ମଧ୍ୟ ଡାକ୍ତର ସେଠାରେ ତାଙ୍କୁ ମୃ-ତ ଘୋଷଣା କରିଛନ୍ତି। ଏହାପରେ ମହେନ୍ଦ୍ର ସକାଳୁ ନିଜେ ଟାଉନ ଥାନାକୁ ଯାଇ ନିଜ ଦୋଷକୁ ସ୍ୱୀକାର କରି ଆତ୍ମସମର୍ପଣ କରିଛନ୍ତି।
ସୂଚନା ଅନୁସାରେ, ଗତକାଲି ସାମାନ୍ୟ କଳହରୁ ଭାଇକୁ ମାରିଲା ଭାଇ। ଭବାନୀପାଟଣା ଟାଉନ ଥାନା ଅନ୍ତର୍ଗତ ବିବିସିପଡ଼ାର ମହେନ୍ଦ୍ର ବାଗ ନିଜ ସାନ ଭାଇ ଗଣେଶ ବାଗଙ୍କୁ ହ-ତ୍ୟା କରିଛି। 
ଗତକାଲି ବିଳମ୍ବିତ ରାତିରେ ଦୁଇ ଭାଇଙ୍କ ଭିତରେ ସାମାନ୍ୟ ବଚସା ହେବାରୁ ଏକ ପେଚକସରେ ଆ-କ୍ର-ମ-ଣ କରିଥିଲେ ମହେନ୍ଦ୍ର। ପରିବାର ଲୋକ ଗଣେଶଙ୍କୁ ଗୁରୁତର ଅବସ୍ଥାରେ
ଜିଲ୍ଲା ହସ୍ପିଟାଲକୁ ନେଇଥିଲେ ମଧ୍ୟ ଡାକ୍ତର ସେଠାରେ ତାଙ୍କୁ ମୃ-ତ ଘୋଷଣା କରିଛନ୍ତି। ତେବେ ମହେନ୍ଦ୍ର ଟାଉନ ଥାନାରେ ଆତ୍ମସମର୍ପଣ କରିଛନ୍ତି। ଘଟଣା ସ୍ଥଳରେ ପୋଲିସ ପହଁଚି ଘଟଣାର ଅଧିକ ତଦନ୍ତ କରୁଛି।