ଭଗବାନଙ୍କୁ ସ୍ମରଣ କରି ବାଛନ୍ତୁ ଗୋଟିଏ ଘଣ୍ଟି ଦେଖନ୍ତୁ ଆପଣଙ୍କ ଭବିଶ୍ୱତ ରହିବ କିପରି - Devotional

 
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସ୍କ୍ରିନ୍ରେ ଥିବା ଠାକୁର ମାନଙ୍କ ମଧ୍ୟରୁ ଆପଣ ନିଜ ମନ ମୁତବକ କୌଣସି ଏକ ଠାକୁରଙ୍କୁ ଚୟନ କରି ଜାଣନ୍ତୁ, ଆପଣଙ୍କ ପାଇଁ ଆସୁଥିବା ସମୟ କିପରି ରହିବ ବା ଆପଣ ଆସୁଥିବା ସମୟରେ ଆପଣ ଙ୍କ ସହ କଣ କଣ ହେବାକୁ ଯାଉଛି।
ତେବେ ବନ୍ଧୁଗଣ ଏଠାରେ ପ୍ରଥମରେ ମା ଲକ୍ଷ୍ମୀ ଓ ଦ୍ଵିତୀୟ ରେ ପ୍ରଭୁ ଶ୍ରୀ ରାମ ଓ ତୃତୀୟରେ ପ୍ରଭୁ ହନୁମାନଙ୍କର ଚିତ୍ର ତିନୋଟି ଘଣ୍ଟି ମଧ୍ୟରେ ରହିଅଛି। ଆପଣ ଆଖି ବୁଝି ନିଜ ମନକୁ ଆକର୍ଷିତ କରୁଥିବା ଭଳି କୌଣସି ଏକ ଭଗବାନ ଙ୍କର ଫୋଟୋ କୁ ଚୟନ କରି ନିଅନ୍ତୁ। ଏଵଂ ଜାଣନ୍ତୁ ଆପଣଙ୍କ ଦୁଃଖ କେବେ ସରିବ। 
ପ୍ରଥମ ଘଣ୍ଟି:- ଆସୁଥିବା ସମୟଟି ଆପଣ ଙ୍କ ପାଇଁ ଭଲ ରହିବ। ବହୁ ଦିନ ରୁ କାର୍ଯ୍ୟ ମାନଙ୍କ ରେ ଯେଉଁସବୁ ବାଧା ଦେଖା ଦେଉଥିଲା, ଖୁବ ଶୀଘ୍ର ତାହା ସବୁ ଦୂର ହେବାକୁ ଯାଉଛି। ଜୀବନ ରେ ଏକ ଭଲ ସମୟ ର ଆରମ୍ଭ ହେବାକୁ ଯାଉଛି।
ଆପଣ ମାନେ ଆସୁଥିବା ସମୟ ରେ ଶତ୍ରୁ ମାନଙ୍କ ଉପରେ ମଧ୍ୟ ବିଜୟ ଲାଭ କରିବେ। ଆପଣ ଙ୍କର ସମସ୍ତ କଷ୍ଟ ଆସୁଥିବା ସମୟ ରେ ଦୂର ହେବାକୁ ଯାଉଛି। ବନ୍ଧୁଙ୍କ ସହ ପୁରୁଣା ସମ୍ପର୍କରେ ଥିବ ବାଦାହ ଦୂର ହେବ । ଶତ୍ରୁ ପରାଜୟ ହେବେ । ଆପଣ ଏବେ ଯେଉଁ ବିବାଦରେ ଫସି ରହିଛନ୍ତି ସେଥିରୁ ମୁକ୍ତି ମିଳିବ ।
ଦ୍ଵିତୀୟ ଘଣ୍ଟି:- ଦ୍ଵିତୀୟ ଘଣ୍ଟି ଯେଉଁମାନେ ମଧ୍ୟ ଚୟନ କରିଛନ୍ତି, ସେମାନଙ୍କ ପାଇଁ ଆସୁଥିବା ସମୟ ରେ କିଛି ମନ୍ଦ ଦଶା ର ଭୋଗାଭୋଗ ମଧ୍ୟ ରହିଅଛି । ତେଣୁ ଆପଣ ମାନଙ୍କ ପାଇଁ ଭଲ ରହିବ କି ଆପଣ କୌଣସି ଭଲ ପଣ୍ଡିତ ଙ୍କୁ ନିଜ ଜାତକ ଦେଖାଇ କିଛି ପୂଜା ପାଠ ତଥା ପ୍ରତିକାର କରାଇ ନିଅନ୍ତୁ।
ଆପଣ ବର୍ତ୍ତମାନ ଯେଉଁ କାମରେ ବ୍ୟସ୍ତ ରହିଛନ୍ତି ତେବେ ଚିନ୍ତା କରନ୍ତୁ ନାହି ନିଶ୍ଚୟ ସଫଳତା ପାଇବେ। କିନ୍ତୁ ଆପଣ ଆସୁଥିବା ସମୟ ରେ ସନ୍ତାନ ବାବଦ ରେ କିଛି ଶୁଭ ସମାଚାର ମଧ୍ୟ ପାଇ ପାରନ୍ତି।  
ତୃତୀୟ ଘଣ୍ଟି:- ତୃତୀୟ ଘଣ୍ଟି ଯେଉଁ ମାନେ ମଧ୍ୟ ଚୟନ କରିଛନ୍ତି, ଜାଣି ରଖନ୍ତୁ କି ବର୍ତ୍ତମାନ ପର୍ଯ୍ୟନ୍ତ ଆପଣ ମାନଙ୍କ ଜୀବନ ରେ ଯାହା କିଛି ଦୁଃଖ କଷ୍ଟ ରହିଥିଲା ଏହି ସମୟରୁ ଏହି ସବୁ କିଛି ର ନାସ ହେବାକୁ ଯାଉଛି। ସମସ୍ତ ଦିଗରୁ ଆପଣ ଙ୍କୁ ସୁଖ ଶାନ୍ତି ପ୍ରାପ୍ତ ହେବ।
ପରିବାର ତରଫ ରୁ ମଧ୍ୟ ଯଦି ଆପଣ କିଛି ଦୁଃଖ କଷ୍ଟ ପାଉଥିଲେ ତେବେ ଖୁବ ଶୀଘ୍ର ସେଥିରୁ ମଧ୍ୟ ଆପଣ ମୁକ୍ତ ହୋଇଯିବେ। ଅପବ୍ୟୟ ହେଉଥିଲେ ସୁଧାର ଆସିବ। ଆର୍ଥିକ ସ୍ଥିତି ସୁଧାରେ ଆସିବ। ଅଧିକ ଧନ ସଞ୍ଚୟ କରିବେ।