ଭଗବାନଙ୍କ ନାମ ନେଇ ବାଛନ୍ତୁ ଗୋଟିଏ ପତ୍ର ଆଉ ଜାଣନ୍ତୁ ଆପଣଙ୍କ ଆଗାମୀ ଭବିଶ୍ୱତ ରହିବ କେମିତି

 
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଭାରତରେ ରହୁଥିବା ଅଧିକାଂଶ ବ୍ୟକ୍ତି ବହୁତ ଅଧିକ ବିଶ୍ଵାସ ରଖିଥାନ୍ତି। ଜ୍ଯୋତିଷ ଶାସ୍ତ୍ର ପ୍ରତି ଅଧିକ ବିଶ୍ଵାସ ରଖିବା କାରଣରୁ ବ୍ୟକ୍ତି ନିଜ ଜୀବନରେ ହେବାକୁ ଥିବା ସମସ୍ଯାମାନ ଦୂର କରିବା ପାଇଁ ପ୍ରାୟତ ଜ୍ଯୋତିଷ ଶାସ୍ତ୍ରର ଉପୋଯୋଗ କରିଥାନ୍ତି।
ଏହାସହ ଲୋକ ମାନେ ନିଜ ଭବିଷ୍ୟତ ସହ ଜଡିତ କଥାମାନ ଜାଣିବା ପାଇଁ ଜ୍ଯୋତିଷ ଶାସ୍ତ୍ରର ସାହାରା ନେଇଥାନ୍ତି। ତେବେ ବନ୍ଧୁଗଣ ଆପଣଙ୍କୁ ୨ଟି ପତ୍ରରେ ଥିବା ନମ୍ବର ମଧ୍ୟରୁ ଗୋଟିଏ ନମ୍ବର ବାଛିବାକୁ ପଡିବ। ତେବେ ବନ୍ଧୁଗଣ ବର୍ତ୍ତମାନ ଆସନ୍ତୁ ଜାଣିବା ସେହି ନମ୍ବର ବିଷୟରେ। 
୧:- ଯେଉଁ ମାନେ ପ୍ରଥମ ଚିତ୍ର ଚୁଜ କରିଛନ୍ତି ଆପଣଙ୍କ ପାଇଁ ଶୁଭ ସମୟର ଆରମ୍ଭ ହେବାକୁ ଯାଉଛି। ଇଚ୍ଛା ଅନୁଯାୟୀ ଶୁଭ ଫଳ ପ୍ରାପ୍ତ ହେବ। ଆପଣ କୌଣସି ଖରାପ କାମ କରିଲେ ଖରାପ ପରିଣାମ ଜଲ୍ଦି ମିଳିଥାଏ। କିନ୍ତୁ ଭଲ କାମ କରିଲେ ପରିଣାମ ଡେରିରେ ମିଳିଥାଏ।
ଆଜି ଯାଏଁ ଆପଣ ଯାବତିୟ ଦୁଖ କଷ୍ଟ ଭୋଗ କରିସାରିଛନ୍ତି। ବର୍ତ୍ତମାନ ଯେଉଁ କେତୋଟି ଗ୍ରହ ଅଶୁଭ ଭାବରେ ସ୍ଥାନ କରିଛନ୍ତି ସେଥିପାଇଁ ଆପଣ ଭଲ ଜ୍ୟୋତିଷଙ୍କ ସହ ପରାମର୍ଶ କରନ୍ତୁ। ଯାହା ଫଳରେ ଆପଣ ଏହାର ପ୍ରତିକାର କରିପାରିବେ। ହଠାତ ଧନ ପ୍ରାପ୍ତି, ଶୁଭ ସମ୍ବାଦ ପାଇପାରନ୍ତି।
୨- ଯେଉଁ ମାନେ ଦ୍ଵିତୀୟ ଚିତ୍ର ଚୁଜ କରିଛନ୍ତି ତେବେ ଘର ଠାରୁ ବାହାର ଯାଏଁ ଅସାନ୍ତି ହେଉଛି। କାହାରି ସହ ବିବାଦ କରନ୍ତୁ ନାହି, ଆପଣ ସାବଧାନ ରୁହନ୍ତୁ। ପାରିବାରିକ କ୍ଷେତ୍ର ପାଇଁ ଅଧିକ ଖର୍ଚ୍ଚ କରିସାରିଛନ୍ତି। ପରେ କାହାର ଭରଣ ନ କରିପାରି ଚିନ୍ତାରେ ରହି ଆଜି ବ୍ୟବସାୟ କରୁଛନ୍ତି।
ସେଥିରୁ ମଧ୍ୟ ଲାଭ ମିଳିଲା ନାହି। ଏବେ କିନ୍ତୁ ଚିନ୍ତା ଦୂର କରନ୍ତୁ ଏବଂ ଆଜି ଠାରୁ ଆପଣ ସୁନାମୀ ଅର୍ଜନ କରିବେ। ପଦ ପଦବୀରେ ଯଶ ଲାଭ କରିବେ। ଶୁଭର ପ୍ରବେଶ ହେଉଛି ଆଉ ଅଶୁଭତ୍ଵ ଦୂରେଇ ଯାଉଛି। ଆପଣଙ୍କ ନିମନ୍ତେ ଆରାଧ୍ୟା ଦେବୀ ମା ପାର୍ବତୀ। ହଳଦିଆ ରଙ୍ଗର ଗାମୁଛା ସହ ଦକ୍ଷିଣ ଦାନ କରନ୍ତୁ।