ବେଡ଼ରୁମ ଭିତରେ ପ୍ରେମିକ ସହ ଖରାପ କାମ ରେ ବ୍ୟସ୍ତ ଥିଲା ସ୍ତ୍ରୀ..ଅଚାନକ ପହଞ୍ଚିଲା ବିଦେଶ ରେ ଥିବା ସ୍ଵାମୀ...

 
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଏବେ ଜଣେ ଝିଅର ଚୋରା ପିରତି ଧରା ପଡି ଯାଇଥିବା ଦେଖିବାକୁ ମିଳିଛି। ଝିଅ ଜଣକୁ ବିବାହ କରିଥିବା ବେଳେ ଆଉ ଜଣକ ସହ ସେ ରାତି ମଧ୍ୟ କାଟୁ ଥିଲେ।
ହେଲେ ଆଜି କିନ୍ତୁ ଗାଁ ଲୋକଙ୍କ ଆଗରେ ଧରା ପଡ଼ି ଯାଇଛି ସବୁ ପ୍ରେମ। ଏହି ଯୁବତୀ ଜଣକ ବାହା ହୋଇଥିବା ବେଳେ ସେ ନିଜର ସ୍ଵାମୀ ନାମରେ ସିନ୍ଦୂର ମଧ୍ୟ ଲଗାଇଛନ୍ତି। ହେଲେ ଲୋକେ କହୁଛନ୍ତି କି ସେ ଅନ୍ୟ ଜଣକ ସହ ପ୍ରେମ ସମ୍ପର୍କ ରଖିଛନ୍ତି।
ଏହି ଯୁବତୀ ଜଣକ ଜଣକୁ ବିବାହ କରିଥିଲେ। ସ୍ୱାମୀ ଥାଉ ଥାଉ ଝିଅ ନିଜର ପ୍ରେମିକ କୁ ଘରକୁ ଡାକିଛନ୍ତି। ଏଭଳି ସବୁଦିନ ହେଉଥିଲା କି ଘରେ ସମସ୍ତେ ଶୋଇ ପଡିବା ପରେ ସେ ତାଙ୍କର ଘରର କବାଟ ତାଙ୍କର ପ୍ରେମିକ ପାଇଁ ଖୋଲା ରଖୁଥିଲେ।
ଆଉ ପ୍ରେମିକ ଜଣକ ଯୁବତୀର ଇସାରା ରେ ଆସି ଘରେ ପହଞ୍ଚି ଯାଇଥିଲେ। ଘରର ସମସ୍ତେ ସୋଇ ପଡ଼ୁଥିବା ବେଳେ ସେ ତାଙ୍କର ପ୍ରେମିକ କୁ ଘର ଭିତରକୁ ଡ଼ାକି ଦେଉଥିଲେ।
ପ୍ରେମିକ ସହ ପ୍ରେମିକା ମିଶି ପ୍ରେମ କରୁଥିଲେ। ଏଭଳି ସବୁଦିନ ରାତିରେ ହିଁ ହେଉଥିଲା। ହେଲେ ଏକଥା କେହି କେବେ ହେଲେ ମଧ୍ୟ ଜାଣି ପାରୁ ନଥିଲେ। ହେଲେ ଏବେ କିନ୍ତୁ ସବୁ କିଛି ଧରା ପଡି ଯାଇଛି।
ଧରା ପଡିବା ପରେ ଝିଅକୁ ମଝିରେ ବସାଇ ସାରା ଗାଁ ମଧ୍ୟ ସେଠାରେ ରୁଣ୍ଡ ହୋଇ ଯାଇଛି। ଏଭଳି ରୁଣ୍ଡ ହେବାର କାରଣ ହେଉଛି ବିଚାର କରିବା ପାଇଁ। ଏହି ବିଚାର ମଧ୍ୟ ଏମିତି ସେମିତି ବିଚାର ନୁହେଁ ଏହା ହେଉଛି ପର ପୁରୁଷ କୁ ପ୍ରେମ କରିବାର ବିଚାର।
ଝିଅ ଜଣକୁ ବିବାହ କରିଥିବା ବେଳେ ଘରେ ତାର ପ୍ରେମିକ କୁ ପୁରାଇ ପ୍ରେମ କରୁଛି। ମିଳିଥିବା ସୁଚନା ଅନୁସାରେ ମୟୂରଭଞ୍ଜ ଜିଲ୍ଲା , ସୁରିଆ ପଦା ଥାନା ଅଞ୍ଚଳ ରେ ଏଭଳି ଘଟଣା ଘଟିଛି।
ଜଣେ ବିବାହିତ ମହିଳା ସହ ଏକ ପୁଅ ଅନୈତିକ ସମ୍ପର୍କ ରଖୁଥିଲା ଏନେଇ ଏବେ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ଏହାକୁ ନେଇ ଅନେକ ଲୋକ ତାଙ୍କର ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି। ତେବେ ଏହାକୁ ନେଇ ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।