ବହୁତ୍ ଦୁଃଖ ରେ ବର୍ଷା : ବିଧାନସଭା ରେ ନିହାତି ଚାଷୀ ଙ୍କ ପାଇଁ ସ୍ୱର ଉଠେଇବି...

 
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ୍ ସମୟରେ ବିଧାୟକ ବର୍ଷା ସିଂ ବରିହା ଏଭଳି କିଛି ମତାମତ ଦେଇଛନ୍ତି ଯାହାକୁ ନେଇ ଏବେ ଖୁବ ଚର୍ଚ୍ଚା ହେବାରେ ଲାଗିଛି।
ସେ କହିଥିଲେ କି ଯେତେବେଳେ ବିଜେଡ଼ି ସରକାର ଥିଲା ସେତେବେଳେ ମହିଳା ମାନଙ୍କୁ ସବୁବେଳେ ଅଗ୍ରାଧିକାର ଦିଆ ଯାଇଥିଲା। ତାଙ୍କ ସମ୍ମାନ ଓ ହକ ପାଇଁ ସର୍ବଦା ଲଢେଇ ମଧ୍ୟ କରିଛନ୍ତି। ମହିଳା ମାନଙ୍କୁ ଉଚ୍ଚ ଦରଜା ମଧ୍ୟ ଦିଆ ଯାଇଥିଲା।
ମହିଳା ମାନଙ୍କୁ ଖୁବ ସମ୍ମାନ ମଧ୍ୟ ଦିଆଯାଇ ଥାଏ। ଏହା ବିଜୁ ଜନତା ଦଳ ଦେଇଛି ଆଉ ଆଗାମୀ ସମୟରେ ମଧ୍ୟ ସମ୍ମାନ ଦେବ ବୋଲି ସେ କହିଥିଲେ।
ଯଦି ମହିଳା ମାନଙ୍କ ପ୍ରତି କିଛି ହେଲେ ମଧ୍ୟ ଅନ୍ୟାୟ ହୁଏ ତେବେ ନିଶ୍ଚିତ ଭାବରେ ତାହାର ଦୃଢ଼ ପ୍ରତିକ୍ରିୟା ପ୍ରକାଶ କରିବେ ବୋଲି ମଧ୍ୟ କହିଥିଲେ। ପଦମପୁର ବାସୀ ମାନେ ତାଙ୍କ ଉପରେ ପୁଣି ଥରେ ଭରସା କରିଥିବାରୁ ପ୍ରଥମେ ସେ ତାଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ।
ସେ କହିଥିଲେ କି ପଦମପୁର ରେ ଖୁବ ଜଳ ସମସ୍ୟା ରହିଛି। ମରୁଡି ପ୍ରପୀଡ଼ିତ ଅଞ୍ଚଳ ମଧ୍ୟ ରହିଛି ଯାହା ଦ୍ବାରା ଚାଷୀ ମାନଙ୍କ ଅନେକ ସମସ୍ୟା ମଧ୍ୟ ରହୁଛି।
ଏବେ ଦେଖିବାର ଅଛି କି ଏବେ ଯେଉଁ ସରକାର ଆସିଛନ୍ତି ସେ ଏହାର ସମାଧାନ କରି ପାରୁଛନ୍ତି କି ନାହିଁ। ଏକଥା ନିଜେ ହିଁ ବର୍ଷା ସିଂ ବରିହା କହିଥିଲେ। ଯାହା ବି ତାଙ୍କର ସମସ୍ୟା ରହିଛି ସେସବୁ କୁ ନେଇ ନିଶ୍ଚିତ ଭାବରେ ସେ ସ୍ବର ଉତ୍ତୋଳନ କରିବେ।
ଆଉ ସବୁ ସମସ୍ୟାକୁ ସମାଧାନ କରିବାକୁ ମଧ୍ୟ ଚେଷ୍ଟା କରିବେ। ବର୍ଷା ସିଂ ବରିହା ଙ୍କ ଏହି ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ଏହାକୁ ଅନେକ ଲୋକମାନେ ମଧ୍ୟ ଦେଖି ନିଜ ନିଜର ପ୍ରତିକ୍ରିୟା ରଖିଛନ୍ତି।
ଯାହାକି ଏବେ ସୋସିଆଲ ମିଡ଼ିଆରେ ଭିନ୍ନ ଭିନ୍ନ ମତ ରଖିଛନ୍ତି।ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ୟ ଭୁଲି ଯିବେ ନାହିଁ।