ଥମୁନି ବର୍ଷା ପ୍ରିୟଦର୍ଶିନୀ ଏବଂ ଅନୁଭବ ମହାନ୍ତି ଙ୍କ କଳି ମାମଲା ଦେଖନ୍ତୁ ପୁଣି ଆସିଲା ଚାଞ୍ଚଲ୍ୟକର ଖବର

 
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
ଆପଣମାନେ ସମସ୍ତେ ତ ଓଲିଉଡ ଜଗତର ସବୁ ଖବର ଏହି ସୋସିଆଲ ମିଡ଼ିଆ ଦ୍ଵାରା ଜାଣିବାକୁ ପାଉଛନ୍ତି । ଆପଣମାନେ ସମସ୍ତେ ତ ଓଲିଉଡ ଜଗତର ସୁପରଷ୍ଟାର ଅନୁଭବ ମହାନ୍ତି ଏବଂ ଜଣାଶୁଣା ଆଉ ବହୁତ ଲୋକପ୍ରିୟ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ନେଇ ଆସୁଥିବା ଖବର ସବୁ ଜାଣିଥିବେ । ତାଙ୍କ ପାରିବାରିକ ବିବାଦକୁ ନେଇ ଅନେକ ଖବର ଆସୁଛି ।
ସୋସିଆଲ ମିଡିଆରେ ଅଭିନେତା ଅନୁଭବ ମହାନ୍ତି ଏବଂ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ କଳହକୁ ନେଇ ଅନେକ ଖବର ଆସିଥାଏ । ଏବେ ଏଭଳି କିଛି ଖବର ସାମ୍ନାକୁ ଆସିଛି । ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜାଣି ପାରିବେ । ଏହି ଷ୍ଟାର ଦମ୍ପତ୍ତିଙ୍କ କଳି ଏବେ ସବୁ ଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି ।
ଏହି ଷ୍ଟାର ଦମ୍ପତ୍ତିଙ୍କର ପାରିବାରିକ କଳହ ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହାର ସମାଧାନ ଏପର୍ଯ୍ୟନ୍ତ ହୋଇ ନାହିଁ। ଏବେ କିଛି ଖବର ଆସିଛି ଅଭିନେତ୍ରୀ ବର୍ଷାଙ୍କୁ ନେଇ । ସେ ବାହାଘର ପରେ ଅନେକ କଷ୍ଟ ସହୁଥିଲେ ବୋଲି ଖବର ଆସିଛି । ଅଭିନେତା ଅନୁଭବ ମହାନ୍ତି ଯାହା କହୁଛନ୍ତି ସବୁ ମିଛ ବୋଲି ଖବର ଆସିଛି । 
ଅନୁଭବ ବର୍ଷାଙ୍କୁ ନେଇ କରିଥିବା ସବୁ ଅଭିଯୋଗ ମିଛ ବୋଲି ଖବର ଆସିଛି । ସମାଧାନର ବାଟ ବାହାରି ପାରୁନାହିଁ ଏହି ଷ୍ଟାର ଦମ୍ପତ୍ତିଙ୍କର କଳିରେ । କେବଳ ଯୁକ୍ତି ପରେ ଯୁକ୍ତି ଆସୁଛି କିନ୍ତୁ ସମାଧାନ ବାହାରୁ ନାହିଁ । ସମାଧାନ କେବଳ ସେହି କୋର୍ଟ ଭିତରେ ରହି ଯାଉଛି ।
ପୁଣି କୋର୍ଟରେ ହାଜର ହୋଇଥିଲେ ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶିନୀ । ଆଉ ନିଜ ନିଜର ଯୁକ୍ତି ନିଜ ଓକିଲଙ୍କ ଦ୍ଵାରା ବାଢିଥିଲେ । ଶେଷରେ ବର୍ଷା ତାଙ୍କ ଓକିଲଙ୍କ ଦ୍ଵାରା ତାଙ୍କର ଯୁକ୍ତି ବାଢ଼ିଥିଲେ ।ବର୍ଷାଙ୍କ ପକ୍ଷରୁ ସବୁ ସାକ୍ଷ୍ୟ ପ୍ରମାଣ ଦେଇଥିଲେ ତାଙ୍କ ଓକିଲ । 
ଆଉ ବିବାହ ପରେ ବର୍ଷା କେତେ ଅସୁବିଧାରେ ଥିଲେ ତାହାକୁ ତାଙ୍କ ଓକିଲ ଦର୍ଶାଇ ଥିଲେ । ଆଉ ଅନୁଭବ ମହାନ୍ତି କରିଥିବା ସବୁ ଅଭିଯୋଗ ଭିତ୍ତି ହୀନ ବୋଲି ସେ କହିଥିଲେ । ଏମିତି କହିବା ପରେ ବର୍ଷା ପ୍ରିୟଦର୍ଶିନୀଙ୍କ ଓକିଲ ଶେଷରେ ସବୁ କଥା କହିଥିଲେ । ଆଉ ଅନୁଭବଙ୍କ ଓକିଲ ମଧ୍ୟ ଅନେକ କଥା କହିଥିଲେ ।
କିନ୍ତୁ ବର୍ଷାଙ୍କ କଥା ସମ୍ପୂର୍ଣ୍ଣ ଥିବା ବେଳେ ଅନୁଭବ ମହାନ୍ତିଙ୍କ କଥା ଅସମ୍ପୂର୍ଣ୍ଣ ଥିଲା ବୋଲି ସୂଚନା ମିଳିଛି । ଅନୁଭବଙ୍କ ଯୁକ୍ତି ସମ୍ପୂର୍ଣ୍ଣ ନ ହେଲା ପର୍ଯ୍ୟନ୍ତ ଏହି ପାରିବାରିକ ସମସ୍ୟା ସମାଧାନ ହେବ ନାହିଁ । ଏହି ପାରିବାରିକ ସମସ୍ୟା ଆହୁରି ଅଧିକ ଦିନ ଲାଗି ରହିବ ବୋଲି ସୂଚନା ମିଳିଛି।