କଣ ସତରେ ବନ୍ଦ ହୋଇଯିବ ଆଧାର କାର୍ଡ : ପୁଣି କଣ ଆସିବ ନୂଆ କାର୍ଡ! ଦେଖନ୍ତୁ ସଂପୂର୍ଣ୍ଣ ତଥ୍ୟ

 
ନମସ୍କାର ପାଠକ ବନ୍ଧୁ।ଆପଣ ଙ୍କୁ ଜଣା ଥିବ ଆଧାର କାର୍ଡ ହେଉଚି ଆମ ପରିଚୟ ପତ୍ର।ଏବେ ଆଧାର କାର୍ଡ ବିନା କୌଣସି କାର୍ଯ୍ୟ କରା ଯାଇ ପାରୁ ନାହିଁ।ବ୍ୟାଙ୍କ୍ ରେ ହେଉ କି ପିଲା ମାନଙ୍କ ଆଡ଼ମିଶନ କ୍ଷେତ୍ର ରେ ହେଉ ପ୍ରତି ଟି କାର୍ଯ୍ୟ ପାଇଁ ଆଧାର କାର୍ଡ ଦରକାର ହୋଇ ଥାଏ।
ଆଜି ଆମେ ସେହି ଆଧାର କାର୍ଡ କୁ ନେଇ ଏକ ବଡ ଖବର ଆପଣ ମାନଙ୍କୁ କହିବାକୁ ଯାଉଛୁ।ଖୁବ୍ ଶୀଘ୍ର ଆଧାର କାର୍ଡ ବନ୍ଦ ହେବାକୁ ଯାଉଛି।ଏ କଥା ଆପଣ ମାନଙ୍କୁ ମିଛ ଲାଗୁ ଥାଇ ପାରେ।ହେଲେ ଏହା ସମ୍ପୂର୍ଣ୍ଣ ରୂପେ ସତ୍ୟ।
ଯଦି ଆପଣ ମାନେ ଆଧାର ସଂଶୋଧନ କରାଇ ନାହାନ୍ତି କିମ୍ବା ଆଧାର କୁ କୌଣସି କାର୍ଯ୍ୟ ରେ ଲଗାଇ ନାହାନ୍ତି।ତେବେ ଆପଣ ଙ୍କ ର କେ ୟାଇ ସି କରିବା ସମ୍ଭବ ହୋଇ ପାରିବ ନାହି।
ଆଗକୁ ଯେ କୌଣସି କାମ ରେ ଆପଣ ମାନେ ଆଧାର ରଖି ପାରିବେ ନାହିଁ।ଏହାକୁ ଆପଣ ଙ୍କର ବନ୍ଦ କରି ଦିଆ ଯିବ।ତେଣୁ ଏବେ ଠାରୁ ନିଜ ଆଧାର କାର୍ଡ ଗୁଡ଼ିକ ସଂଶୋଧନ କରାଇ ଦିଅନ୍ତୁ।ଯାହା ଫଳ ରେ ଆଗକୁ ଆପଣ ମାନେ ସୁରକ୍ଷିତ ହୋଇ ରହି ପାରିବେ।
ଆଧାର ସଂଶୋଧନ ନ କରିବା ରେ ଗ୍ରାମାଞ୍ଚଳ ର ଲୋକ ମାନେ ଅଧିକାଂଶ ପଛ ରେ ରହି ଯାଇ ଛନ୍ତି।କିନ୍ତୁ ସହରାଞ୍ଚଳ ର ଲୋକ ମାନେ ପ୍ରାୟତଃ ନିଜ ଆଧାର ସଂଶୋଧନ କରାଇ ଦେଇଛନ୍ତି।
ଏହି ଆଧାର କାର୍ଡ ରେ କିଛି ଲୋକ ଙ୍କ ନାମ,ଗାଁ ମୋବାଇଲ ନମ୍ବର ଭୁଲ ଦିଆ ଯାଇ ଥିଲା ଏହାକୁ ଯଥା ଶୀଘ୍ର ପରିବର୍ତ୍ତନ କରିବା ଜରୁରୀ।ଏହା ନ କଲେ ଆଗକୁ ସରକାର ଆପଣ ଙ୍କ ଆଧାର କାର୍ଡ କୁ ବନ୍ଦ କରି ଦେଇ ପାରନ୍ତି।ତେଣୁ ଏବେ ଠାରୁ ସଚେତନ ହୁଅନ୍ତୁ।
ଏ କଥା ଆପଣ ମାନେ ମିଛ ଭାବିବେ ନାହିଁ ।ଏହା ସମ୍ପୂର୍ଣ୍ଣ ରୂପେ ସତ୍ୟ କଥା।ଆଠ ରୁ ଦଶ ବର୍ଷ ପୁରୁଣା ଆଧାର କାର୍ଡ ପାଇଁ କେ ଯାଇ ସି ର ଆବଶ୍ୟକତା ରହିଛି।ଏହି ସମୟ ରେ ଯଦି କୌଣସି ଲୋକ ବିଦେଶ କୁ ଯାତ୍ରା କରନ୍ତି।
ତେବେ ସେଠାରୁ ଫେରିଲା ପରେ ତାଙ୍କୁ ଆଧାର ସଂଶୋଧନ କରାଇବା ପାଇଁ ଅନୁମତି ଦିଆ ଯିବ।ଏହା ପରେ ସେ ଏହି ଆଧାର କୁ ବ୍ୟବହାର କରି ପାରିବେ।