ଦେଖନ୍ତୁ କଣ ହେଲା ସେତେବେଳେ ଯେତେବେଳେ ବାହା ବେଦୀରେ ଶୋଇଗଲେ କନ୍ୟା ମୋବାଇଲ ରୁ ମୋବାଇଲ ଘୁରି ବୁଲୁଛି ଏହି ଭିଡିଓ

 
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବିବାହ କେବଳ ଗୋଟିଏ ଶବ୍ଦ ନୁହେଁ। ବିବାହ ହେଉଛି ଦୁଇ ମନର ମିଳନ। ହୋମ ନିଆଁକୁ ସାକ୍ଷୀ ରଖି ସାତ ଜନ୍ମ ପାଇଁ ହାତ ଧରିଥାଏ ସାଥୀ। ଦଶାଦୋଷକୁ କ୍ଷମା କରିବା ପାଇଁ ଶପଥ କରିଥାନ୍ତି।
ବିଭିନ୍ନ ଧର୍ମରେ ବିବାହକୁ ନେଇ ଭିନ୍ନ ଭିନ୍ନ ପରମ୍ପରା ରହିଥିବାବେଳେ ହିନ୍ଦୁ ଧର୍ମରେ ବିବାହ ମଣିଷ ଜୀବନରେ ଅନେକ ଗୁରୁତ୍ୱ ବହନ କରିଥାଏ। ଆଜିକାଲିର ଦୈନନ୍ଦିନ ଜୀବନରେ ବିବାହକୁ ନେଇ ଅନେକ ଅଜବ ପ୍ରକାରର ଘଟଣା ସବୁ ଦେଖିବାକୁ ମିଳୁଛି। 
ନିକଟରେ ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯାହକୁ ଆପଣମାନେ ମଧ୍ୟ ଦେଖିଲେ ହସ ଲାଗିବ। ବନ୍ଧୁଗଣ ବର୍ତ୍ତମାନ ଦେଖିବାକୁ ମିଳୁଛି
ବିବାହ ଚାଲିଥିବା ସମୟରେ କନ୍ୟା ଜଣକ ଶୋଇପଡ଼ିଥିବାର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଆମ ସମାଜରେ ବିବାହ ଉତ୍ସବକୁ ଖୁବ୍‌ ଧୁମ୍‌ଧାମ୍‌ରେ ପାଳନ କରାଯାଏ। 
ଏହାକୁ ସାରା ଜୀବନ ପାଇଁ ମନେ ରଖିବା ପାଇଁ ସମସ୍ତେ ଚାହାନ୍ତି। ଆପଣ ଭିଡିଓଟିରେ ଦେଖିପାରୁଥିବେ କେମିତି କନ୍ୟା ଜଣକ ବିବାହ ମଝିରେ ଢ଼ୁଳଉ ଥିବା ସମୟରେ ବର ଜଣକ କନ୍ୟାଙ୍କ ନିଦକୁ ଭାଙ୍ଗିବାକୁ ଚେଷ୍ଟା କରୁଛନ୍ତି।
ଏହି ଦୃଶ୍ୟଟି ହେଉଛି ରାଜସ୍ଥାନର। ରାଜସ୍ଥାନୀ ହିନ୍ଦୁ ବିବାହରେ ଅନେକ ରୀତିନୀତିରେ ହୋଇଥାଏ। ଫଳରେ ପରିବାର ଲୋକଙ୍କ ସହିତ ବର କନ୍ୟା ମଧ୍ୟ ଥକି ଯାଇଥାଆନ୍ତି। ତେଣୁ କନ୍ୟା ଜଣକ ମଧ୍ୟ ଥକି ଯାଇଥିବାର ଜଣାପଡ଼ୁଛନ୍ତି। 
ଅନେକ ୟୁଜର ବରଙ୍କର ଏଭଳି ଦୃଶ୍ୟ ଦେଖି ଖୁସି ଅନୁଭବ କରିଛନ୍ତି। ଆଉ କେହି କେହି ୟୁଜର ନାପସନ୍ଦ କରିଛନ୍ତି। ଏହି ଭିଡ଼ିଓଟି ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି।
କେହି ଜଣେ ଏହାକୁ ରେକଡିଂ କରି ସୋସିଆଲ ମିଡିଆରେ ସେୟାର କରିଦେଇଛନ୍ତିା ଯାହାକି ଲୋକମାନଙ୍କ ମନକୁ ବେସ୍ ପାଇଛି ।ଏହାକୁ ଦେଖିବା ପରେ ସୋସିଆଲ ମିଡିଆ ୟୁଜର୍ସ ମାନେ ନିଜ ହସ ଉପରୁ ନିୟନ୍ତ୍ରନ ହରାଇବସିଛନ୍ତି