ବାଧ୍ୟ କରି ଦେହଜୀବୀ ସହ ରଖୁଥିଲା ଅନୈତିକ ସଂପର୍କ, ହେଲେ ଶେଷରେ ଫଶିଲା, ଗର୍ଭବତୀ ହେଲା ପରେ ବାଧ୍ୟ ରେ ବାହା ହେଲା...

 
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ରୋମାନ୍ସ କରିବାକୁ ଆସି ଫସିଗଲା ଯୁବକ। ସେ ଭାବୁଥିଲା କି ଟଙ୍କା ଦେଇ ନିଜ ମନକୁ ହିଁ ଶାନ୍ତି କରି ଫେରିଯିବ ବୋଲି ହେଲେ ତାର ସବୁ ପ୍ଲାନ୍ କେଉଁ ଆଡେ଼ ବଦଳି ଯାଇଥିଲା।
ଆଉ ଶେଷରେ ସେହି ଦେହ ଜିବୀ ର ହାତ ଧରି ଶେଷରେ ତାକୁ ବାହା ହେବା ପାଇଁ ପଡିଲା। ଏନେଇ ଏକ ଭିଡିଓ ଖୁବ ଭାଇରାଲ୍ ହେବାରେ ଲାଗିଛି ଯେଉଁଥିରେ ଦେଖିବାକୁ ମିଳିଛି କି ଜଣେ ଯୁବକ ଆଉ ଜଣେ ଯୁବତୀ ଙ୍କୁ ଜୋର୍ ଜବରଦସ୍ତ ବାହା ହେଉଛନ୍ତି।
ଯୁବକ ଜଣକ ପ୍ରଥମେ ବିବାହ କରିବା ପାଇଁ ଆଦୌ ହେଲେ ମଧ୍ୟ ରାଜି ହୋଇ ନଥିଲେ। ହେଲେ ସେ ପରେ ଜୋର୍ ଜବରଦସ୍ତ ବାହା ହୋଇଥିଲେ। ଏହି ଯୁବତୀ ଜଣକ ଜଣେ ଦେହ ବ୍ୟବସାୟୀ ହୋଇଥିବା ବେଳେ
ପୂର୍ବରୁ ଅନେକ ଥର ଏହି ଯୁବକ ଜଣକ ତାଙ୍କ ନିକଟକୁ ଆସୁଥିଲେ। ଅନେକ ସମୟରେ ସେ ତାଙ୍କ ସହ ଖୁବ୍ ମିଳା ମିଶା ମଧ୍ୟ କରୁଥିଲେ। ଏହା ଦ୍ବାରା ଦୁହିଁଙ୍କ ମଧ୍ୟରେ ଗଭୀର ପ୍ରେମ ମଧ୍ୟ ହୋଇ ଯାଇଥିଲା।
ଯୁବତୀ ଜଣକ ପଇସା ପାଇଁ ଦେହ ବ୍ୟବସାୟ କରୁଥିବା ବେଳେ ଯୁବକ ଜଣକ ତାଙ୍କୁ ବାରମ୍ବାର ବାହା ହେବା ପାଇଁ କଥା ଦେଇ ତାଙ୍କ ସହ ସମ୍ପର୍କ ରଖୁଥିଲେ। ହେଲେ ଯୁବତୀ ଜଣକ ଯେତେବେଳେ ଗ-ର୍ଭ-ବ-ତୀ ହୋଇ ଯାଇଥିଲା
ସେତେବେଳେ ଯୁବକ ଜଣକ ତାକୁ ଛାଡ଼ି ଚାଲି ଯାଇଥିଲେ। ଏଭଳି କି ଜଣେ ଦେହ ବ୍ୟବସାୟୀ କୁ ପରିବାର ଲୋକେ ବାହା ହେବା ପାଇଁ ମନା କରୁଥିବା କଥା ମଧ୍ୟ ସେ ଯୁବତୀ ଜଣକୁ କହିଥିଲା।
ଏହାପରେ ଯୁବତୀ ଜଣକ ନିଜର ଅଧିକାର ପାଇଁ ଥାନାର ଦ୍ୱାରସ୍ଥ ହୋଇଥିଲେ। ଏପଟେ ଯୁବକ ଜଣକ ନିଜର ପରିବାର ର ବାହାନା ଦେଖାଇ ଯୁବତୀଙ୍କ ନିକଟରୁ ଦୂରେଇ ଯିବାକୁ ବସିଥିବା ବେଳେ ଏବେ ତାଙ୍କର ସବୁ ଖେଳ ମଧ୍ୟ ଶେଷ ହୋଇ ଯାଇଛି।
ଆଉ ତାଙ୍କୁ ବାଧ୍ୟ ବଶତଃ ସେହି ଦେହ ବ୍ୟବସାୟୀ ଙ୍କୁ ବିବାହ କରିବାକୁ ପଡ଼ିଛି। ତେବେ ଏହା ସମ୍ପର୍କରେ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।