ବଡ଼ଦାଣ୍ଡ ରେ ପୁଣି ବୁଲିବାକୁ ଗଲେ ମୁଖ୍ୟମନ୍ତ୍ରୀ ନବୀନ, ମୋ ଜଗା ଠୁ ମୁଁ କଣ ଦୂରେଇ ରହି ପାରିବି...

 
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଏବେ ନିର୍ବାଚନ ଯେତେ ପାଖେଇ ଆସୁଛି ନେତା ଓ ରାଜନେତା ମାନଙ୍କୁ ନେଇ ବିବାଦ ସେତେ ମାତ୍ରାରେ ବଢ଼ିବାକୁ ଲାଗୁଛି।
ଏହି ବିବାଦ ଦିନକୁ ଦିନ ଖୁବ ବଢୁଥିଲା ବେଳେ ନେତା ଓ ରାଜନେତା ମାନଙ୍କ ଉପରେ ସମସ୍ତଙ୍କ ନଜର ମଧ୍ୟ ରହୁଛି। ସୋସିଆଲ ମିଡିଆରେ ଏଭଳି ଅନେକ ଭିଡିଓ ଭାଇରାଲ ହେଉଛି ଯାହାକୁ କି ଦର୍ଶକ ମାନେ ପ୍ରଶଂସା କରୁଛନ୍ତି ଓ ନିନ୍ଦା ମଧ୍ୟ କରୁଛନ୍ତି।
ଏଭଳି ଭିଡିଓ ଦେଖିବା ପରେ ଲୋକମାନେ ନିଜ ନିଜର ପ୍ରତିକ୍ରିୟା ମଧ୍ୟ ରଖୁଛନ୍ତି। ତେବେ ଆପଣ ମାନେ ଜାଣିଥିବେ କି ନିକଟରେ ଶ୍ରୀ ମନ୍ଦୀର ପରିକ୍ରମା ପାଇଁ ଅର୍ପଣ ରଥ ବୁଲୁଥିଲା ଏହାକୁ ନେଇ ରାଜନୀତି ର ମହୋଲ ସରଗରମ ହୋଇଥିଲା।
କାରଣ ଅର୍ପଣ ରଥରେ ଶ୍ରୀ ଜଗନ୍ନାଥ ଙ୍କ ଫଟୋ ଚିତ୍ର ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ 5T ସଚିବ କାର୍ତ୍ତିକ ପାଣ୍ଡିଆନ ଙ୍କ ଫଟୋ ଥିଲା ଯାହାକୁ କି ଖୁବ ବିରୋଧ କରାଯାଇ ଥିଲା।
ଏବେ ମଧ୍ୟ ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ ଭାଇରାଲ୍ ହେବାରେ ଲାଗିଛି। ଦେଖିବାକୁ ମିଳିଛି କି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀ ଜଗନ୍ନାଥ ଙ୍କ ମନ୍ଦିରରେ ଜଗା ର ଆଶୀର୍ବାଦ ନେବା ପାଇଁ ଯାଇ ପହଞ୍ଚି ଛନ୍ତି।
ଆଉ ତାଙ୍କ ମନରେ ଥିବା ଶ୍ରୀ ଜଗନ୍ନାଥ ଙ୍କ ପାଇଁ ଶ୍ରଦ୍ଧା ଓ ଭକ୍ତି ତାଙ୍କ ମୁହଁରୁ ସ୍ପଷ୍ଟ ଭାବରେ ବାରି ହୋଇ ପଡୁଛି। ସେ ଶ୍ରୀ ଜଗନ୍ନାଥ ଙ୍କ ଉନ୍ନତୀ ପାଇଁ ଅନେକ କାର୍ଯ୍ୟ କରୁଛନ୍ତି।
ଆଉ ଶ୍ରୀ ମନ୍ଦୀର କୁ ସାରା ବିଶ୍ଵ ରେ ପ୍ରସିଦ୍ଧ କରିବା ପାଇଁ ନିଜର ଜୋରଦାର ପ୍ରୟାସ ମଧ୍ଯ ଚଳାଇଛନ୍ତି। ତାଙ୍କର ଶ୍ରୀ ଜଗନ୍ନାଥ ଙ୍କ ପ୍ରତି ଅନେକ ଭକ୍ତି ଭାବ ରହିଛି।
ଆଉ ସେ ଓଡ଼ିଶାବାସୀ ଙ୍କୁ ଖୁବ ଭଲ ମଧ୍ଯ ପାଆନ୍ତି ସେଥିପାଇଁ ଶ୍ରୀ ମନ୍ଦୀରର ଉନ୍ନତୀ ପାଇଁ ସେ ଏତେ ସବୁ କାର୍ଯ୍ୟ କରୁଛନ୍ତି। ତେବେ ତାଙ୍କୁ ଦେଖିବା ପରେ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ୟ ଭୁଲି ଯିବେ ନାହିଁ।