ଆସିଗଲା ନୂଆ ନିର୍ବାଚନୀ ଯୋଜନା: ଏଥର ପ୍ରତି ଆଧାର କାର୍ଡ ଥିବା ଲୋକ ଙ୍କୁ ମିଳିବ ୨-୨ ଲେଖାଏଁ ଟଙ୍କା
Nov 4, 2023, 12:50 IST
ନମସ୍କାର ପାଠକ ବନ୍ଧୁ। ଆସିଛି ଏକ ବଡ ଖବର।ସରକାର ଦିନ କୁ ଦିନ ଲୋକ ଙ୍କ ପାଇଁ ନୂଆ ନୂଆ ନିୟମ ପ୍ରଣୟନ କରୁଛନ୍ତି।ଏହି ଯୋଜନା ଗୁଡିକ ହେବା ଦ୍ଵାରା ଅନେକ ଲୋକ ଏଥିରେ ଉପକୃତ ହେବେ।
ଆଗରୁ ବ୍ୟାଙ୍କ ଲୋକ ମାନେ ଋଣ ପାଇବା ପାଇଁ ମାସ ମାସ ଧରି ଅପେକ୍ଷା କରୁଥିଲେ।ନିଜ ଠିକଣା ପରିଚୟ ପତ୍ର ଦେବା ପରେ ବ୍ୟାଙ୍କ ଋଣ ଦେଉଥିଲା।କିନ୍ତୁ ଏବେ ସମୟ ବଦଳି ଯାଇଚି।ମାତ୍ର ୫ ମିନିଟ ରେ ଆପଣ ମାନେ ଋଣ ପାଇ ପାରିବେ।
ତାହା ପୁଣି ଏତେ ସହଜ ରେ ଯେ ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ।ଆଧାର କାର୍ଡ ଦେଲେ ଆପଣ ମାନେ ୫ ମିନିଟ ରେ ଋଣ ପାଇ ଯିବେ।ପୂର୍ବ ରୁ ବ୍ୟକ୍ତି ଗତ ଋଣ ପାଇବା ପାଇଁ ଠିକଣା ଦେବାକୁ ପଡୁଥିଲା
କିନ୍ତୁ ବର୍ତ୍ତମାନ ଆପଣ ଆଧାର କାର୍ଡ ମାଧ୍ୟମ ରେ ବ୍ୟକ୍ତି ଗତ ଋଣ ମଧ୍ୟ ନେଇ ପାରିବେ।ବର୍ତ୍ତମାନ ବ୍ୟାଙ୍କ ଗୁଡ଼ିକ ଆଧାର କାର୍ଡ ବ୍ୟବହାର କରି ଇ କେ ୱା ସି ପେମେଣ୍ଟ କରି ପାରିବେ।ଏହା ଦ୍ବାରା ଅନେକ ଗରିବ ଶ୍ରେଣୀ ର ଲୋକ ମାନେ ଉପକୃତ ହେବେ।ଓ ତାଙ୍କ ସମସ୍ୟା ଦୂର ହେବ।
ଏହି ଯୋଜନା ଟି ଷ୍ଟେଟ ବ୍ୟାଙ୍କ,କୋଟାକ ମହିନ୍ଦ୍ରା ବ୍ୟାଙ୍କ୍ ଓ ଏଚ୍ ଡି ଏଫ୍ ସି ବ୍ୟାଙ୍କ ଭଳି ଦେଶ ର ଅନ୍ୟାନ୍ୟ ବ୍ୟାଙ୍କ ରେ ରହି ଅଛି।ଆଧାର ମାଧ୍ୟମ ରେ ଋଣ ନେବା ଏକ ସହଜ ଉପାୟ।ଏଥିପାଇଁ ଆପଣଙ୍କୁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ।
ଆପଣ ଙ୍କ କ୍ରେଡିଟ ସ୍କୋର ଏଥିପାଇଁ ଯାଞ୍ଚ କରିବାକୁ ପଡ଼ିବ।କ୍ରେଡିଟ ସ୍କୋର ଯେପରି ୭୦୦ ରୁ ୮୦୦ ମଧ୍ୟରେ ରହିବ ।ଅନେକ ଥର ଆବେଦନ ର ଅନୁଦାନ ୫ ମିନିଟ ମଧ୍ୟ ରେ ଆସେ।ଓ ଆପଣ ଏହାକୁ ଅଳ୍ପ ସମୟ ମଧ୍ୟ ରେ ଉଠାଇ ପାରିବେ।
ଯଦି ଆପଣ ଋଣ କରିବା ପାଇଁ ଚାହୁଁଛନ୍ତି ତେବେ ଆପଣ ବ୍ୟାଙ୍କ ର ଅଫିସିଆଲ୍ ୱେବ୍ ସାଇଟ୍ କୁ ଯାଆନ୍ତୁ।ବ୍ୟାଙ୍କ ର ବ୍ୟକ୍ତିଗତ ଆପ୍ କୁ ଫୋନ୍ ରେ ଡ଼ାଉନ ଲୋଡ କରନ୍ତୁ।ଓ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲାଭ ଉଠାନ୍ତୁ।ଏହା ଦ୍ବାରା ଆପଣ ଓ ଆପଣ ଙ୍କ ପରିବାର ରେ ସମସ୍ୟା ଉପକୃତ ହେବେ।