ମୋ ଝିଅ କେବଳ ମୋଟ ତମ ନାତୁଣୀ ନୁହେଁ ହେଲା... ମତେ ବାରମ୍ବାର ଆଉ ଘରକୁ ଡାକିବନି.. ଅମିତାଭ ଙ୍କୁ ଫୋନ୍ କରି ଏତେ ବଡ଼ କଥା କହିଲେ ଐଶ୍ୱର୍ଯ୍ୟା

 
ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ଅମିତାଭ ବଚ୍ଚନ ଙ୍କୁ ଭଲ ଭାବେ ଜାଣି ଥିବେ।ସେ ବଲିଉଡ ର ସୁପରଷ୍ଟାର।ତାଙ୍କୁ ଲୋକ ମାନେ ଖୁବ୍ ପସନ୍ଦ କରନ୍ତି।ତାଙ୍କ ଅଭିନୀତ ଫିଲ୍ମ ଗୁଡ଼ିକ ସେ ସମୟ ରେ ଦର୍ଶକ ମାନଙ୍କ ହୃଦୟ କୁ ଛୁଇଁ ଯାଉ ଥିଲା।
ଆଜି ଏହି ଅଭିନେତା ୮୦ ବର୍ଷ ବୟସ ରେ ପାଦ ଥାପି ଛନ୍ତି।ବୟସ ବଢି ଯାଇଥିଲେ ସୁଦ୍ଧା ନିଜ କାର୍ଯ୍ୟ କରିବାର ଶୈଳୀ ପୂର୍ବ ପରି ତାଙ୍କର ରହିଛି।ଆଜି ସେ ଘରେ ଘରେ ପରିଚିତ।ହେଲେ ଆଜି ତାଙ୍କ ଜୀବନ କୁ ଆସିଛି ଗୋଟିଏ ବଡ ଦୁଃଖ।
ତାଙ୍କ ନାତୁଣୀ ଆରାଧ୍ୟା ଙ୍କୁ ତାଙ୍କ ଠାରୁ ଅଲଗା କରି ଦିଆ ଯାଇଛି।ଯେଉଁଥିପାଇଁ ସେ ଏବେ ବହୁତ ଦୁଃଖ ରେ ଅଛନ୍ତି।ନିଜ ମନ ଭିତରେ ଥିବା କୋହ କୁ ସେ ଆଉ ସମ୍ଭାଳି ପାରୁ ନାହାନ୍ତି।
ଏହାର କାରଣ ହେଉଛନ୍ତି ତାଙ୍କ ବୋହୂ ଐଶର୍ଯ୍ୟା ରାୟ ବଚ୍ଚନ।ସେ ଏବେ ନିଜ ମା ଙ୍କ ପାଖରେ ରହୁଛନ୍ତି।ସେ ନିଜ ଶାଶୁ ଘର ଛାଡ଼ି ଚାଲି ଯାଇଛନ୍ତି।ଏବେ ତାଙ୍କ ବ୍ୟକ୍ତିଗତ ଜୀବନ କୁ ନେଇ ସୋସିଆଲ ମିଡ଼ିଆ ରେ ଖୁବ୍ ଚର୍ଚ୍ଚା କରା ଯାଉଛି।
କୁହା ଯାଉଛି ଯେ ଐଶର୍ଯ୍ୟା ରାୟ ଙ୍କ ର ନିଜ ଶାଶୁ ଜୟା ବଚ୍ଚନ ଙ୍କ ସହିତ ଭଲ ସମ୍ପର୍କ ନାହିଁ।ସବୁବେଳେ ସେ ତାଙ୍କ ସହିତ ଝଗଡ଼ା କରି ଥାଆନ୍ତି।ଏହା ଛଡା ନଣଦ ଶ୍ୱେତା ଙ୍କ ସହିତ ମଧ୍ୟ ତାଙ୍କର ଭଲ ପଡେ ନାହିଁ।ଯେଉଁଥି ପାଇଁ ସେ ଶାଶୁ ଘର ଛାଡ଼ି ଚାଲି ଯାଇଛନ୍ତି।
ଏବେ କୁହା ଯାଉଛି ଯେ ସେ ଅଭିଷେକ ବଚ୍ଚନ ଙ୍କୁ ଛାଡ ପତ୍ର ଦେବାକୁ ଯାଉଛନ୍ତି।ଉଭୟ ଙ୍କ ସହମତି ରେ ଏହି ଛାଡ ପତ୍ର ହେଉଚି। ଐଶର୍ଯ୍ୟା ନିଜ ଘରେ ଯାଇ ରହିବା ଫଳ ରେ ତାଙ୍କ ଝିଅ ଙ୍କୁ ଅମିତାଭ ବଚ୍ଚନ ଙ୍କ ସହିତ ଦେଖା କରିବା ପାଇଁ ଦେଉ ନାହାନ୍ତି।
ସେଥିପାଇଁ ଏବେ ଅମିତାଭ ବଚ୍ଚନ ବହୁତ ଦୁଃଖ ରେ ଅଛନ୍ତି ବୋଲି ଶୁଣା ଯାଉଛି।କୁହା ଯାଉଛି କି ଆରାଧ୍ୟା ନିଜ ଘର କୁ ଆଉ ଫେରିବେ ନାହିଁ।ସେ ତାଙ୍କ ପରିବାର ସହିତ ସବୁ ସମ୍ପର୍କ ଭାଙ୍ଗି ଦେଇଛନ୍ତି।ତେବେ ଆମେ ଆପଣ ମାନଙ୍କୁ କହି ଦେବାକୁ ଚାହୁଁଚୁ ଯେ ଏହା ସମ୍ପୂର୍ଣ୍ଣ ରୂପେ ମିଛ କଥା।
ଐଶର୍ଯ୍ୟା ଙ୍କ ମା ଙ୍କ ଦେହ ଖରାପ ଥିବାରୁ ସେ ତାଙ୍କ ମାଆ ଙ୍କ ଯତ୍ନ ନେବା ପାଇଁ ନିଜ ଘର କୁ ଯାଇଛନ୍ତି।କିଛି ଦିନ ପରେ ସେ ପୁଣି ଥରେ ବଚ୍ଚନ ପରିବାର କୁ ଫେରିବେ ବୋଲି ଶୁଣା ଯାଉଛି।