ଅମାନୁଷିକ ଭାବେ ସମ୍ପର୍କ ରଖିବା ହେଲା କଲା, ତକିଆ ପକେଇ ବିଜେଡି ନେତା ଙ୍କୁ ମାରିଦେଲେ

 
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଏକୁଟିଆ ପାଇ ମହିଳାଙ୍କୁ ଛାଡ଼ିଲେ ନାହିଁ ବିଜେଡ଼ି ନେତା। ଜବରଦସ୍ତି ରେ ବିବାହିତ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ମଧ୍ଯ ରଖୁଥିଲେ।
ମଦ ପିଇ ଏହି ବିଜେଡ଼ି ନେତା ଜଣକ ନିଶାରେ ଥିବା ବେଳେ ତାଙ୍କୁ ମହିଳା ଜଣକ ଜୀବନରୁ ମାରି ଦେଇଥିଲେ। ଅନିଚ୍ଛା ସତ୍ତ୍ବେ ତାଙ୍କର ଶାରୀରିକ ସମ୍ପର୍କ ରଖିବା ତାଙ୍କୁ ମହଙ୍ଗା ପଡ଼ିଲା। ଆଉ ଏତେ ମହଙ୍ଗା ପଡ଼ିଲା ଯେ ତାଙ୍କର ଜୀବନ ହିଁ ଚାଲି ଗଲା।
ପିଇଓ ଙ୍କ ବାସ ଭାବନରୁ ହିଁ ମର ଶରୀର ମିଳିଥିବା। ଏହାପରେ ମଧ୍ୟ ସବୁ ସତ ଜଣାପଡି ଯାଇଥିଲା। ଶାରୀରିକ ସମ୍ପର୍କ ରଖିବାକୁ ଜୀବନ ହାରିଲେ ଜିଲ୍ଲା ବିଜେଡ଼ି ଉପ ସଭାପତି ତଥା ଜଣେ ସରପଞ୍ଚ ଙ୍କ ପୁଅ।
ଏହି ନେତା ଜଣକ ଆଗରୁ ମଧ୍ୟ ଅନେକ ଥର ଏହି ବିବାହିତା ମହିଳାଙ୍କୁ ସମାନ ଜାଗାକୁ ଡକାଇ ଛନ୍ତି ଆଉ ତାଙ୍କ ସହ ଅନେକ ଥର ସେ ଶାରୀରିକ ସମ୍ପର୍କ ମଧ୍ୟ ରଖିଛନ୍ତି। ହେଲେ ଏଥର ଏସବୁ ତାଙ୍କୁ ମହଙ୍ଗା ପଡି ଯାଇଛି।
ନିଶା ସେବନ କରି ସେ ମହିଳା ଜଣକ ଜଣକ ସହ ସମ୍ପର୍କ ରଖିବାକୁ ଯାଉଥିଲେ। ଆଉ ସେ ନିଶାସକ୍ତ ଥିବା ସମୟରେ ହିଁ ମହିଳା ଜଣକ ତାଙ୍କ ମୁହଁରେ ତକିଆ ମାଡ଼ି ତାଙ୍କୁ ଜୀବନରୁ ହିଁ ମାରି ଦେଇଥିଲେ।
ଏହି ଯୁବକଙ୍କ ନାମ ହେଉଛି ସଞ୍ଜିତ କୁମାର୍ ମଲ୍ଲିକ। ଆଉ ଏହି ହ-ତ୍ୟା-କା-ରୀ ଙ୍କୁ କନଗଡ ସାହିରୁ ଗିରଫ କରିଛି ସଦର ଥାନା ପୋଲିସ। ଏନେଇ ସେହି ଥାନାର ଏସଡିପିଓ ସୁପ୍ରସନ୍ନ ମଲ୍ଲିକ ସୁଚନା ଦେଇଛନ୍ତି।
ଏହି ଘଟଣା ଏବେ ସାରା ଅଞ୍ଚଳରେ ଚହଳ ସୃଷ୍ଟି କରିଛି। ହ-ତ୍ୟା-କା-ରୀ ମହିଳା କୁ ଗିରଫ କରି ଅଟକ ରଖିଛି ପୋଲିସ। ଏହି ଘଟଣାର ତଦନ୍ତ ହେବାରେ ଲାଗିଛି।
ଲୋକମାନେ ମଧ୍ଯ ଏହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା କରିବାରେ ଲାଗି ପଡ଼ିଛନ୍ତି। ତେବେ ଏହା ସମ୍ପର୍କରେ ଆପଣଙ୍କ ମତାମତ କଣ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ଭୁଲି ଯିବେ ନାହିଁ।