କାଲି ଅଯୋଧ୍ୟା ରେ ଜଳିଲା ୧୦ଲକ୍ଷ ଦୀପ : ଭାରତ ର ଏହି ଦୀପ ଦାନ ଦେଖି ଇର୍ଷା ରେ ଜଳିଲା ଆମେରିକା

 
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ପ୍ରଭୁ ଶ୍ରୀ ରାମ ଙ୍କ ରାମ ମନ୍ଦିର ପ୍ରତିଷ୍ଠା ଏବେ ଖୁବ ଚର୍ଚ୍ଚାର ବିଷୟ ପାଲଟିଛି। କାରଣ ଏହା ଏବେ ସାରା ବିଶ୍ଵର ଦୃଷ୍ଟି ଆକର୍ଷଣ କରିଛି। ଏହା ସତାକ୍ଷରରେ ଲିପି ବଦ୍ଧ ହୋଇ ହୋଇ ରହିବ।
କାରଣ ଏହା ହେଉଛି ୫୦୦ ବର୍ଷର ତ୍ୟାଗ ଓ ତପସ୍ୟା। ଏହା କେତେଯେ ସଂଘର୍ଷର କାହାଣୀ ତାହା ବଖାଣୁଛି। କଟକ ର ମହାନଦୀ ରେ ଏହି ରାମ ମନ୍ଦିର ପ୍ରତିଷ୍ଠା ହେବାର ଉତ୍ସବ ମନା ଯାଉଥିବା ଦେଖିବାକୁ ମିଳିଥିଲା।
ମହାନଦୀ ର ଜଳ ରାଶିରେ ମିଞ୍ଜି ମିଞ୍ଜି ହୋଇ ଦୀପ ଜଳୁଥିବା ମଧ୍ୟ ଦେଖିବାକୁ ମିଳିଥିଲା। ଯାହାକି ଆକାଶରେ ତାରା ଥିବା ଭଳି ଦେଖା ଯାଉଥିଲା। ଜଳ ରାଶି ଗୁଡିକ ରେ ତାରା ଗୁଡିକ ଭାସମାନ ଅବସ୍ଥାରେ ଦେଖିବାକୁ ମିଳିଥିଲା।
ଏହି ମିଞ୍ଜି ମିଞ୍ଜି ଆଲୋକ ଏବେ ଏହି ଭ୍ରମ ସୃଷ୍ଟି କରୁଛି କି ସତେ ଯେମିତି ଆମେ ଆକାଶକୁ ଚାହିଁ ତାରା ଗୁଡ଼ିକୁ ଦେଖୁଛୁ ବୋଲି। ଏହି ସହ ସହ ତାର ଏବେ ମହାନଦୀର ଜଳରାଶିରେ ଥିଲେ।
ଏହି ଦୃଶ୍ୟ ଏତେଜେ ରମଣୀୟ ଥିଲା ତାହା ଆପଣ ଏହି ଦୃଶ୍ୟ ଦେଖିବା ପରେ ହିଁ ବେଶ ଭଲ ଭାବରେ ଜାଣି ପରୁଥିବେ। ଲୋକ ମାନଙ୍କ ମନରେ ଦୀର୍ଘ ଦିନର ଅପେକ୍ଷା ପରେ ଯେଉଁ ଖୁସୀ ନଜର ଆସିଛି ତାହା ବାସ୍ତବରେ ଖୁବ ରମଣୀୟ ଅଟେ।
ଲୋକମାନେ ମଧ୍ୟ ନିଜ ଘରକୁ ଦୀପାବଳୀ ଭଳି ହିଁ ସଜାଇଛନ୍ତି। ଏହି ଦୃଶ୍ୟ ଏବେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ଏହି ପବିତ୍ର ଦିବସର ପାଳନ ଉତ୍ସଵ ର ଫଟୋ ଏବେ ଖୁବ ଭାଇରାଲ୍ ହେଉଛି।
ଲୋକମାନେ ମଧ୍ଯ ଏହାର ଖୁବ ପ୍ରଶଂସା କରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ମଧ୍ୟ ଖୁବ ପ୍ରଶଂସା କରୁଥିବା ଦେଖିବାକୁ ମିଳିଛି। ସେ ତାଙ୍କର ବାସଭବନ ରେ ମଧ୍ୟ ଦୀପ ପ୍ରଜ୍ବଳନ କରିଥିଲେ।
ଏହି ଦୃଶ୍ୟ ଦେଖିବା ପରେ ଆପଣଙ୍କୁ ଏହା ସମ୍ପର୍କରେ କଣ ଲାଗୁଛି ଆଉ ଏହା ପ୍ରତି ଆପଣଙ୍କ ମତାମତ କଣ ଏବଂ ଆପଣ ଏହି ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ କିପରି ପାଳନ କରିଲେ ତାହା ଆପଣ ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବାକୁ ଆଦୌ ଭୁଲି ଯିବେ ନାହିଁ।